ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଏମିତି ଏକ ଗାଁ ଯେଉଁଠି ରହିଲେ ଆପଣଙ୍କୁ ମିଳିବ ଛଅ ଲକ୍ଷ ଟଙ୍କା ଆଜି ଆମେ ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଘୋଷଣା ହୋଇଛିକି ସେଠାରେ ରହିଲେ ଆପଣଙ୍କୁ ମିଳିବ ଛଅ ଲକ୍ଷ ଟଙ୍କା ତାହେଲେ କାହିଁକି ସେଠି ଘୋଷଣା ହେଇଚି କେଉଁଠି ଅଛି ଏହି ଗାଁ ଆସନ୍ତୁ ଜାଣିବା ସେହି ବିଷୟରେ।
ତେବେ ବଣ ଜଙ୍ଗଲ ପାହଡ଼ ଉପରେ ଲୋକଙ୍କର ଆକୃଷ୍ଟ କରିଥାଏ ଛୁଟିଦିନ ପର୍ଯ୍ୟଟକଙ୍କ ଦେଖିବାକୁ ଆସିଥାନ୍ତି ହେଲେ ଥରେ ଭାବନ୍ତୁତ ଯଦି ପାହାଡ଼ ତଳ ଗ୍ରାମରେ ଆପଣଙ୍କୁ ରହିବାକୁ ଜମି ମିଳେ ପୁଣି ତାସହିତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆପଣଙ୍କୁ ଚଳିବାର ପର୍ଯ୍ୟାପ୍ତ ପରିମାଣର ଟଙ୍କା ମିଳେ ଏବଂ ରହିବାକୁ ଜାଗା ମିଳେ ଏବଂ ଏବଂ ଆପଣ କଣ କରିବେ। ନିଶ୍ଚିତ ଭାବରେ ଉତ୍ତର ମିଳିବ କି ହଁ ମୁ ନିଶ୍ଚିତ ସେଠାରେ ରହିବି ଏଭଳି ସୁଯୋଗ ଇଟାଲୀର ଏକ ଗାଁରେ ରହିବାକୁ ଦିଆଯାଉଛି ଏହି ଗାଁରେ ରହିବାକୁ ସ୍ଥାନୀୟ ପ୍ରଶାସନ ଆପଣଙ୍କୁ ଚାଳିଶ ହଜାର ପାଉଣ୍ଡ ଭାରତୀୟ ମୁଦ୍ରାରେ ପାଖାପାଖି ୩୮ ଲକ୍ଷ ସାତ ହଜାର ଟଙ୍କା ଦେବ।
ଏଭଳି ସୁଯୋଗ ଇଟାଲୀର ସେଣ୍ଟ୍ରାଲ ସ୍ପିନୋ ନାମକ ଏକ ସୁନ୍ଦର ଗାଁରେ ଚାହୁଁଥିବା ଲୋକଙ୍କୁ ମିଳୁଛି ଏହା ପାହାଡିଆ ଭାବରେ ବେଶ ପରିଚିତ ଏ ଅଞ୍ଚଳର ସୋନ୍ଦର୍ଯ୍ୟତା ଆପଣଙ୍କୁ ନିଜ ଘର ଗାଁ ଏବଂ ପରିଜନଙ୍କୁ ମଧ୍ୟ ଭୁଲେଇ ଦେବ ହେଲେ ଏହି ଗାଁର ଲୋକ ସଂଖ୍ୟା କମ ଥିବାରୁ ଗାଁର ଅର୍ଥ ବ୍ୟବସ୍ଥା କ୍ଷତିରେ ଚାଲୁଛି। ଏହାର ସୁଧାର ଆଣିବାକୁ ସ୍ଥାନୀୟ ପ୍ରଶାସନ ଏପରି ଘୋଷଣା କରୁଛି ଏହି ଗାଁର ଜନ ସଂଖ୍ୟା ୧୧୫ ଜଣ ମାତ୍ର ସେମାନଙ୍କ ମଧ୍ୟରୁ ତେର ଜଣ ୨୦ ବର୍ଷରୁ କମ ଥିବା ବେଳେ ୪୧ ଜଣଙ୍କ ବୟସ ୬୫ରୁ ଅଧିକ।
ସ୍ଥାନୀୟ ପ୍ରଶାସନର କହିବା କଥା କି ଏହି ଅଞ୍ଚଳର ନିରନ୍ତର ବିକାଶ ପାଇଁ ଏହି ଯୋଜନା ଲାଗୁ କରାଯାଇଛି ଆଉ ସ୍ଥାନୀୟ ପ୍ରଶାସନିକ ମୁତାବିକ ଏହି ଗାଁରେ କୌଣସି ଲୋକ ସ୍ଥାୟୀ ବାସିନ୍ଦା ହୋଇ ରହିବାକୁ ଚାହିଁଲେ ପ୍ରଶାସନ ତାଙ୍କୁ ମାସିକ ଛଅ ଲକ୍ଷ ଟଙ୍କା ପ୍ରଦାନ କରିବ ଯାହାକି ପ୍ରଥମ ତିନି ମାସ ପାଇଁ ଏହି ରାଶି ପାଳନ କରାଯିବ ଏଥି ସହିତ ଏହି ଯୋଜନାରେ ସାମିଲ ହବା ପାଇଁ ଆବେଦନ କରିବାର ବୟସ ୧୮ରୁ ୪୦ ବର୍ଷ ବୟସରେ ହେଇଥିବା ଦରକାର ତେବେ ଏହି ବିଜ୍ଞାପନ ଦେଖି ରହିବା ପାଇଁ ପନ୍ଦର ସହ ଲୋକ ଆବେଦନ କରିସାରିଲେଣି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।