ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଶେଷରେ ବର୍ଷାଙ୍କୁ ଦେଖି ଅନୁଭବଙ୍କର ଏମିତି କାହିଁକି ହେଲା ଆପଣମାନେ ତ ନିଶ୍ଚୟ ଜାଣିଥିବେ ଯେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା ବର୍ଷା ଅନୁଭବଙ୍କ ନାଁରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ ଅନୁଭବ ଏହାକୁ ଗ୍ରହଣ ନକରି ବର୍ଷାଙ୍କୁ ଛାଡପତ୍ର ମାମଲା ମଧ୍ୟ ରୁଜୁ କରିଥିଲେ ତେବେ ବର୍ଷା କେବେ ତାଙ୍କୁ ସ୍ୱାମୀ ବୋଲି ଦେଖୁନଥିଲେ ଏବଂ ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ଦେଉଥିଲେ ବୋଲି ଅନୁଭବ ତାଙ୍କ ପିଟିସନରେ ଉଲେଖ କରିଥିଲେ।
ବହୁ ଚର୍ଚ୍ଚିତ ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ପହଁଚିଲା ପରେ ବର୍ଷାଙ୍କ ପକ୍ଷରୁ କରାଯାଇଥିବା ପିଟିସନ ମାମଲାର ଶୁଣାଣି ହୋଇଛି ଏହି ମାମଲାର ଶୁଣାଣି ଜଷ୍ଟିସ ସୁପ୍ରିମକୋର୍ଟର ମଧ୍ୟସ୍ଥ ତଥା କେନ୍ଦ୍ରର ଏହି ବୁଝାମଣା ଅନୁଷ୍ଠିତ ହେବ ବର୍ଷାଙ୍କ ଓକିଲଙ୍କ ସହ ଆଲୋଚନା ପରେ ୧୫ ତାରିଖରେ ବୁଝାମଣା ପାଇଁ ସ୍ଥିର ରହିବ ବୋଲି ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ କହିଛନ୍ତି।
ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୮ରେ ହୋଇପାରେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ନଭେମ୍ବର ପନ୍ଦରରେ ପରସ୍ପରକୁ ଭେଟି ଛାଡପତ୍ର ମାମଲାର ସମାଧାନ ପାଇଁ ଆଲୋଚନା କରିବେ ତେବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିଜନିଜ ଭିତରେ ବୁଝାମଣା ପାଇଁ ରାଏ ଦେଇଛନ୍ତି ସୁପ୍ରିମକୋର୍ଟ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।