ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଯଦି ତୁମେ କାହାକୁ କୁ ବି ଭଲ ପାଉଛ ତେବେ କେମମିତି ଜାଣିବେ ସେ ତୁମକୁ ପ୍ରକୃତ ରେ ଭଲ ପାଉଛି ବୋଲି ସେମିତି ରେ ପ୍ରେମ କରିବା ମଧ୍ୟ ରେ କେବେ ସଂଦ୍ଧେହ ଆସିବା ସାଧାରଣ କଥା ହେଲେ ଆପଣ ମାନେ ଯଦି ଆପଣ ମାନଙ୍କ ପାର୍ଟନର କୁ ଜାଣିବା ପାଇଁ ଚାହାଁନ୍ତି । ତେବେ ଏହି ଦୁଇଟି ଫର୍ମୁଲା ଗୁଡ଼ିକୁ ଆପଣ ମାନେ ଆପ୍ଲାୟ କରନ୍ତୁ ତେବେ ନିଶ୍ଚିତ ଭାବେ ଜାଣି ପାରିବେ ସେ ଆପଣ ମାନଙ୍କ ସହିତ ପ୍ରକୃତ ରେ ଟାଇମ୍ ପାସ୍ କରୁଛନ୍ତି କି ଆପଣ ମାନଙ୍କ ସହିତ ପ୍ରେମ ପ୍ରକୃତ ର ସତ୍ୟ ଅଟେ ।
ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ପ୍ରଥମେ ଆପଣ କଣ କରିବେ ନା ପୂର୍ବ ଅପେକ୍ଷା ବହୁତ ଭଲ ପାଇବା ଦେବେ ଏବଂ ପୂର୍ବ ଅପେକ୍ଷା କଲ୍ କରିବା ଏବଂ ମେସେଜ୍ କରିବା ବହୁତ ପରିମାଣ ରେ ବଢେଇ ଦେବେ । ଏବଂ ତାଙ୍କ ସହିତ ବହୁତ ଶିଘ୍ର ଦେଖା କରିବା ତଥା ବହୁତ କ୍ଲଜ୍ ହେବା ପାଇଁ ଆପଣ ଚେଷ୍ଟା କରନ୍ତୁ। ତେବେ ସେମିତି କ୍ଷେତ୍ର ରେ ସେ ଯଦି ଆପଣ ମାନଙଅକ ସହିତ ଟାଇମ୍ ପାସ୍ କରୁଥିବ ତେବେ ସେ ଆପଣ ଙ୍କୁ ଇଗନର୍ କରିବ ତେବେ ଆପଣ ମାନେ ଜାଣିବାର ପ୍ରଥମ ପର୍ଯ୍ୟୟ ରେ ପହଁଚିବେ ସେହି ପରି ବେଳେ ଦ୍ୱତୀୟ ରେ ଖରାପ ବ୍ୟବହାର କରିବା । ଆପଣ ମାନଙ୍କ ସହିତ ଏହା ହୋଇ ଯିବ ।
ଆପଣ ତାଙ୍କୁ ଖରାପ୍ କରି କହିଛନ୍ତି ଏବଂ ସେ କାନ୍ଧିଛି ଏବଂ ସେମିତି ରେ ଆପଣଙ୍କ ଆକ୍ଟିଭିଟିଜ୍ ରୁ ପାର୍ଟନର ଙ୍କ ଆଖିରୁ ଲୁହ ଝରିବ ତେବେ ଆପଣ ମାନେ ଜାଣି ନିଅନ୍ତୁ ସେ ଆପଣ ମାନଙ୍କ ସହିତ ଟାଇମ୍ ପାସ୍ କରୁ ନାହିଁ। ହେଲେ ଏମିତି ବେଳେ ଯଦି ଲୁହ ବଦଳ ରେ ଲହୁ ବାହାରେ ତେବେ ଏହା ଆପଣ ମାନଙ୍କ ସହିତ ସଂମ୍ପର୍ଣ୍ଣ ଭାବେ ଟାଇମ୍ ପାସ୍ ଅଟେ ଏହି ପରି ବେଳେ ପ୍ରେମ ରେ ରାଣ ଆପଣ ମାନେ ଦେଉଛନ୍ତି କି ଆପଣ ମାନେ ତାଙ୍କୁ କୈଣସି କାର୍ଯ୍ୟ ବନ୍ଦ କରିବା ପାଇଁ କହୁଛନ୍ତି ସେମିତି ବେଳେ ସେ ଯଦି ଆପଣଙ୍କ କଥା କୁ କାଟି ଦେଉଛି ଏବଂ ସେହି କାର୍ଯ୍ୟ କୁ ବାରମ୍ଭାର କରୁଛି ତେବେ ବି ସେ ଆପଣଙ୍କ ସହିତ ଟାଇମ୍ ପାସ୍ କରୁଛି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।