unnamed (1)

ସ୍ତ୍ରୀମାନଙ୍କୁ ହାତ ଉଠାଉଥିବା ପୁରୁଷମାନଙ୍କୁ ମିଳିଥାଏ ଏହି ଦଣ୍ଡ,ଜାଣନ୍ତୁ କଣ କୁହେ ଗରୁଡ଼ ପୂରାଣ I

FACT

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ଏହି ୱେବପୋର୍ଟାଲରେ ସ୍ୱାଗତ।ବନ୍ଧୁଗଣ, ଆପଣମାନେ ମହିଳା ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ତ ଶୁଣି ଥିବେ କିନ୍ତୁ ଆପଣ ଭି ଜାଣିଥିବେ କି ବହୁତ ସାରା ମହିଳା ଅଛନ୍ତି ଯେଉଁ ମାନେ ତାଙ୍କ ସ୍ୱାମୀ ଙ୍କ ଉପରେ ଅତ୍ୟାଚାର କରିଥାନ୍ତି।।
ଆଜିର ସମୟରେ କିଛି ଏପରି ଘଟଣା ଦେଖିବାକୁ ମିଳୁଛି ଯାହାକୁ ବିଶ୍ୱାସ କରିବା କଷ୍ଟକର ବ୍ୟାପାର I

eat2

ତେବେ ଆପଣଙ୍କ ମନ ରେ ଏହି ପ୍ରଶ୍ନ ଆସୁଥିବା କି ସ୍ୱାମୀ ମାନଙ୍କୁ ମାରୁଥିବା ସ୍ତ୍ରୀ ମାନେ ମୃତ୍ୟୁ ପରେ କି ଦଣ୍ଡ ମିଳି ଥାଏ ତେବେ ସମ୍ପୂର୍ଣ୍ଣ କଥା ଜାଣିବା ପାଇଁ ଶେଷ ଯାଏ ପଢନ୍ତୁ।ଗରୁଡ ରାଜା ଭଗବାନ କୃଷ୍ଣ ଙ୍କୁ ଗଟେ ପ୍ରଶ୍ନ ପଚାରିଲେ କହିଲେ ପ୍ରତ୍ୟକ ମନ୍ୟୁଷ କୁ ତାର କର୍ମ ର ଫଳ ମିଳି ଥାଏ କଲି ଯୁଗ ରେ ସ୍ୱାମୀ ଙ୍କ ପ୍ରତି ଅତ୍ୟାଚାର କରୁଥିବା ସ୍ତ୍ରୀ ମାନଙ୍କୁ କି ଦଣ୍ଡ ଦେଏ ଦିଆ ଯାଏ ।

ଏହା ଶୁଣି ଶ୍ରୀ କୃଷ୍ଣ କହିଲେ ‘ ହଁ ଏଥି ପାଇଁ ନିଶ୍ଚିତ ଦଣ୍ଡ ରହିଛି କଳିଯୁଗ ରେ କିଛି ମହିଳା ଏମିତି କିଛି କାମ କରିବେ ଯାହା ଘୃଣା ର ପାତ୍ର ଯେପରି ସ୍ୱାମୀ କୁ ଯୌତୁକ ଦାବି ରେ ମିଛ ଆରୋପ ଲଗାଇବା ,ସ୍ୱାମୀ କୁ ଧୋକା ଦେବା ନିଜ ପ୍ରେମିକ ସହ ମିଶି ସ୍ୱାମୀ କୁ ମାରି ଦେବା ଏବଂ ସ୍ୱାମୀ ପାଖରେ ସେତେ ପର୍ଯ୍ୟନ୍ତ ରହିବ ଯେତେ ପର୍ଯ୍ୟନ୍ତ ସ୍ୱାମୀ ପାଖେ ଧନ ଦୌଲତ ରହିବ।ଏହି ସବୁ ପାପ କରୁଥିବା ସ୍ତ୍ରୀ ଲୋକ ଙ୍କୁ ଦଣ୍ଡ ନିଶ୍ଚୟ ମିଳି ଥାଏ ସ୍ୱାମୀ ଙ୍କ ପ୍ରତି କରୁଥିବା ଅତ୍ୟାଚାର ର ଦଣ୍ଡ ସେମାନଙ୍କୁ ନର୍କ ରେ ମିଳି ଥାଏ ଚାଲନ୍ତୁ ଜାଣିବା କେଉଁ ଖରାପ କର୍ମ ର କି ଫଳ ନର୍କ ରେ ମିଳି ଥାଏ।

ଯେଉଁ ପତ୍ନୀ ନିଜ ସ୍ୱାମୀ ଙ୍କ ପାଇଁ କେବଳ ପଇସା ପାଇଁ ରହିଥାନ୍ତି ଏଭଳି ସ୍ତ୍ରୀ ଙ୍କୁ ନର୍କ ରେ ଏକ ଭୟଙ୍କର ଦଣ୍ଡ ମିଳି ଥାଏ ଯାହାର ନାମ ତମିସମ। ଯେଉଁ ଦଣ୍ଡ ରେ ଲୁହା ନିର୍ମିତ ଅସ୍ତ୍ର ରେ ଆଘାତ କରାଯାଏ।ଯଦି କୌଣସି ସ୍ତ୍ରୀ ନିଜ ସ୍ୱାମୀ ଙ୍କୁ ଧୋକା ଦେଉଥାଏ ବା ଯୌତୁକ ମାଗିବାର ମିଛ ଦୋଷ ଲଗାଇଥାଏ ଏବଂ ତାଙ୍କ ଠାରୁ ପଇସା ଆଣି ଥାଏ ଏବଂ ଆର୍ଥିକ ସ୍ତିତି ଖରାପ ଯୋଗୁ ନିଜ ସ୍ୱାମୀ ଙ୍କୁ ଛାଡି ଦେଇଥାଏ ସେଇ ସ୍ତ୍ରୀ କୁ ଗରୁଡ ପୁରାଣ ରେ ବହୁତ ବଡ ପାପ ବୋଲି ମନା ଯାଇଛି ଯାହାର ଦଣ୍ଡ ସ୍ୱରୂପ ସ୍ତ୍ରୀ କୁ ଅନେକ ବର୍ଷ ଧରି ଚକ୍ରବାକ ନାମକ ଏକ ପାଖି ହୋଇ ବୁଲିବାକୁ ପଡିଥାଏ ଏବଂ ଅନେକ ଜନ୍ମ ପର୍ଯ୍ୟନ୍ତ ସେ ଅନ୍ୟ କିଛି ଜନ୍ମ ପାଇଁ ନଥାନ୍ତି।

dengu

ଯେଉଁ ସ୍ତ୍ରୀ ନିଜ ସ୍ୱାମୀକୁ ଧୋକା ଦେଇ ପର ପୁରୁଷ ସହିତ ସମ୍ପର୍କ ରଖିଥାଏ ଏବଂ ଯେଉଁ ପୁରୁଷ ବିବାହ କରି ମଧ୍ୟ ବାହାରେ ଅନ୍ୟ ଝିଅ ସହ ସମ୍ପର୍କ ରଖିଥାଏ ଗରୁଡ଼ ପୁରାଣ ଅନୁସାରେ, ସେମାନଙ୍କୁ ନର୍କରେ ଗରମ ଲୁହା ଛଡ଼ ସହିତ ନିମ୍ନ ସ୍ଥାନରେ ଚେଙ୍କ ଦିଆଯାଇଥାଏ ଏବଂ ତତଲା ଲୁହ କଡେଇ ରେ ୧୨ ବର୍ଷ ରଖାଯାଏ।ତେବେ ବନ୍ଧୁମାନେ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ କାରଣ ଜ୍ଞାନ ବାଣ୍ଟିବା ଦ୍ୱାରା ବଢ଼ିଥାଏ। ଏଭଳି ଅଧିକ ପୋଷ୍ଟ ପାଇଁ ତଳେ ଆମ ପେଜ୍ କୁ ଲାଇକ କରିଦିଅନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *