rasi

ମା ମଙ୍ଗଳାଙ୍କ କୃପା ରହିବ ଏହି ୫ଟି ରା-ଶି ଉପରେ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ, 3 ଅଗଷ୍ଟ 2021 |

RASIPHALA

୧-ମେଷ ରାଶି : ଆଜି ମେଷ ରାଶି ବାଲାଙ୍କ ପାଇଁ କୋର୍ଟ କଚେରି ମାମଲାରେ ନ ପଡିବା ଠିକ୍ ହେବ , ଶୁଭଚିନ୍ତକ ଓ ବନ୍ଧୁଙ୍କ ସମର୍ଥନ ଆପଣଙ୍କୁ ଆତ୍ମବିଶ୍ୱାସ ବଢାଇବ , କେଉଁ ପାରିବାରିକ ସମାରୋହର କାରଣରୁ ଆପଣ ପୁରୁଣା ଦିନକୁ ମନେ ପକାଈବେ , ସବୁଦିନ କାମ ବଢିପାରେ  କିନ୍ତୁ ସେଥିରୁ ଫାଈଦା ଆସୁଥିବା ଦିନରୁମିଳିବ , ବୈବାହିକ ଜୀବନରେ କଠୋରତା ଓ ଅପ୍ରିୟତା ସହ ଲଢିବାକୁ ପଡିପାରେ , କଳା ରାଶିତେଲ ଦାନ କରନ୍ତୁ , ଆପଣଙ୍କ ସବୁ ମନୋକାମନା ପୁରା ହେବ ।

୨-ବୃଷ ରାଶି : ଆଜି ବଡ ଆଦର କରିବା ଦ୍ୱାରା ଅଗ୍ରଣୀ ରହିବେ , ଆପଣଙ୍କୁ କେଉଁ ବରିଷ୍ଠ ପଦୋନ୍ନତି ମିଳିପାରେ , ପାରିବାରିକ ପରିବେଶରେ ଚିନ୍ତାପୁର୍ଣ୍ଣ ସ୍ଥିତିଗୁଡିକୁ ନେଇ ପାରିବାରିକ ସଦସ୍ୟ ଆପଣଙ୍କ ସଫଳତା ପୁର୍ଣ୍ଣ ଆନନ୍ଦ ନେଇପାରିବେ ନାହିଁ , ଯଦି ଆପଣ ନିଜ ଜୀନିଷକୁ ଧ୍ୟାନ ଦେବେ ନାହିଁ  ତେବେ ହରାଇବାର କିମ୍ବା ଚୋରୀ ହେବାର ସଂମ୍ଭାବନା ଅଧିକା ରହୁଛି , ଆପଣଙ୍କୁ ବଡ ସ୍ତରରେ ଧାର୍ମିକ ଆମରଯୋଗଦାନ ଦେଇପାରନ୍ତି , ଯେଉଁ ଲୋକ ରାଜନୀତି ସହ ଯୋଡି ହୋଇଛନ୍ତି , ତାଙ୍କର ମାନ ସମ୍ମାନ ବୃଦ୍ଧି ହେବ ।

୩-ମିଥୁନ ରାଶି : ଆଜି ଆପଣଙ୍କୁ କିଛି ମଜାଦାର ଓ ବଡ ଦିମାଗ ଲୋକଙ୍କ ସହ ସାକ୍ଷାତ ହୋଇପାରେ , ଯଦି ଆପଣ ନିଜ କାଂଅ ଇମାନଦାରୀ ସହ କରନ୍ତି ତେବେ ଆସୁଥିବା ଦିନରେ ଆପଣଙ୍କ ଲୋକପ୍ରିୟତା ବଢିପାରେ , ଆପଣ ଭଲ ଭାବନ୍ତୁ , ସମୟ ବଦଳିବାର ଅଛି କେଉଁ ପୁରୁଣା କରଜକୁ ନେଇକରି ଆପଣ ଅନିୟମିତତା ନ ରୁହନ୍ତୁ , ଅଧ୍ୟାମ ପ୍ରତି ରୁଚି ବଢିବ , ଧାର୍ମିକ ସଂଙ୍ଗୀତ ପ୍ରତି ରୁଚି ବଢିବ , ଆପଣଙ୍କ କାର୍ଯ୍ୟସ୍ଥଳରେ ବହୁତ ପରିବର୍ତ୍ତନ ଦେଖାଦେବ ।

mithun

୪-କର୍କଟ ରାଶି : ପାରିବାରିକ ଜୀବନରେ ହେବାକୁ ଥିବା ସମସ୍ୟାର ଅନ୍ତ ହେବ, ବିର୍ତ୍ତିୟ ମୁଦ୍ଧାର ସମାଧାନ କରିବାପାଇଁ କିଛି ସମୟ ଲାଗିପାରେ,  କିଛି ବି ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନେବାରେ ଭଲ ଭାବରେ ଭାବିନିଅନ୍ତୁ , ବାଣିରେ କାବୁ କରନ୍ତୁ , କିଛି ଲୋକ ବେପାରିକ ଓ ଶୈକ୍ଷିକ ଲାଭ ପାଇବେ , କିଛି ଅନାବଶ୍ୟକ ଜୀନିଷ ଉପରେ ଖର୍ଚ୍ଚ ହେବ , ମତଭେଦ ବୁଝାଇବାକୁ ଚେଷ୍ଟା କରନ୍ତୁ , ନହେଲେ ବିବାଦର ସ୍ଥିତି ଉପୁଜିପାରେ , ବିଲଡର୍ସଙ୍କ ପାଇଁ ଭଲ ଦିନ ଅଛି  ନୁଆ ଟେଣ୍ତର ରୁ ଲାଭ ଆସିପାରେ ।

୫-ସିଂହ ରାଶି : ଆଜି ନିଜ ବେପାରରେ ବୃଦ୍ଧି ଅନୁଭବ କରିବେ , ଆଜି ଆପଣଙ୍କ ବ୍ୟବସାୟିକ ରୁପରେ ସଫଳ ହେବେ , ଆପଣଙ୍କ ନାଁ ପ୍ରସିଦ୍ଧି ବ୍ୟାପକ ହେବ , ଆପଣ ଉର୍ଜାବାନ ରହିବେ , ମନ ଭଲ ରହିବ , ଆପଣଙ୍କ ସବୁ କାର୍ଯ୍ୟ ସହଜରେ ପୁରା ହୋଇଯିବ , ପଇସାକୁ ନେଇକରି କିଛି ଅସୁବିଧା ଦେଖାଦେଇପାରେ , ସେଥିରେ ଚିନ୍ତା ହୋଇପାରେ , ଚାକିରିରେ ପରିବର୍ତ୍ତନ ହୋଇପାରେ,  କେଉଁ ଅଲଗା ସ୍ଥାନକୁ ଯାଇପାରନ୍ତି , ଆଜି ସଂନ୍ଧ୍ୟାରେ ଭଲ ସମୟ ଅତିବାହିତ କରିବେ ।

୬-କନ୍ୟା ରାଶି : ଆଜିର ସମୟ ଖରାପ କରନ୍ତୁ ନାହିଁ , ଆଇନଗତ ମାମଲାରେ ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ରହିବ , ଆପଣ ଦୁଃଖୀ ହୋଇପାରନ୍ତି , ଆପଣ ନିଜ ଛୁଆଙ୍କ ପାଇଁ ଚିନ୍ତିତ ରହିବେ , ଆପଣଙ୍କ ଦିମାଗରେ କିଛି କଥାକୁ ନେଇ ସନ୍ଦେହ ଉପୁଜିବ , ଚିଡଚିଡା ପଣରୁ ନିୟନ୍ତ୍ରଣ ରଖନ୍ତୁ , ଆପଣଙ୍କ ବାହାନ ସୁଖ ବୃଦ୍ଧି ହେବ , ଧନର ସ୍ଥିତିରେ ସୁଧାର ଆସିବ , ଆୟର ସାଧନରେ ବ୍ୟାପକ ଦୃଷ୍ଟିକୋଣ ଭଲ ରହିବ , ଧ୍ୟାର୍ମିକ ସ୍ଥଳ ଯାତ୍ରା ହୋଇପାରେ ।

kanya

୭-ତୁଳା ରାଶି : ନିଜ ସବୁ କାର୍ଯ୍ୟ ଭାବିଚିନ୍ତି କରନ୍ତୁ , ଆପଣଙ୍କୁ ନିଜ ବନ୍ଧୁଙ୍କ ସହଯୋଗ ସମୟ ସମୟରେ ମିଳିବାକୁ ଲାଗିବ , ପାରିବାରିକ ଜୀବନ ସାମାନ୍ୟ ରହିବ , ବ୍ୟବସାୟରେ ଏକ ଛୋଟ ଭୁଲ୍ ରୁ ହାନି ହୋଇପାରେ , ବ୍ୟର୍ଥ କାର୍ଯ୍ୟରୁ ଦୁରେଇ ରୁହନ୍ତୁ , ଅନ୍ୟଙ୍କ ନକଲ ଓ ଖରାପ ଚିନ୍ତା କରୁଥିବା ଲୋକଙ୍କ ଠାରୁ ବଞ୍ଚିବାକୁ ହେବ , ଆଜି କେଉଁ ରାଜନେତା ସହ ସାକ୍ଷାତ ହୋଇପାରେ,  ଏଥିପାଇଁ ମାନସିକ ରୁପରେ ପ୍ରସ୍ତୁତ ରୁହନ୍ତୁ , ବର୍ତ୍ତମାନ ସମୟରେ କିଛି କାର୍ଯ୍ୟ ରୁପରେଖ ହେବ

୮-ବିଛା ରାଶି : ଆଜିର ଦିନ ଆପଣଙ୍କୁ ଗମ୍ଭୀରତା ସହ ପରିଶ୍ରମ କରିବାର ଅଛି , ସ୍ୱଭାବରେ ଚିଡଚିଡାପଣ ରହିବ , ଏହା ପୁର୍ବରୁ ସଚେତନ ରୁହନ୍ତୁ , ମନୋରଞ୍ଜନ ଉପରେ ଭାରି ଖର୍ଚ୍ଚରେ ବହୁତ ଲୋକଙ୍କର ପକେଟ୍ ଉପରେ ଭାରି ପଡିବ , ଲୋଭ ବୃତ୍ତି ଆପଣଙ୍କୁ କ୍ଷତିରେ ପକାଇପାରେ , ଏହାକୁ ଧ୍ୟାନ ରଖିବେ , ଆପଣ ପଇସାର ମାମଲାରେ ନିଜକୁ ସୁରକ୍ଷିତ ଅନୁଭବ କରିବେ , ହୋଇପାରେ ପରିବାରର କିଛି ଲୋକ ମୁଡ୍ ଠିକ୍ ରହିବ ନାହିଁ , ଧାର୍ମିକ କାର୍ଯ୍ୟରେ ରୁଚି ଉତ୍ପନ୍ନ ହେବ ।

୯-ଧନୁ ରାଶି : ଆଜି ପରିବାରର ସଦସ୍ୟଙ୍କ ସହ ସମୟ ବ୍ୟତିତ ବହୁତ ଭଲ ରହିବ , ଚାକିରି ପେଶା ଜାତକରେ ପଦୋନ୍ନତିର ସଂମ୍ଭବ ଅଛି , ଭାଗ୍ୟ ଆପଣଙ୍କ ପକ୍ଷରେ ଅଛି ,  ଏଥିପାଇଁ ଅବସରର ଅଧିକା ଲାଭ ଉଠାନ୍ତୁ , ଆପଣଙ୍କ କିଛି କାର୍ଯ୍ୟରେ ନିରାଶାର ସାମ୍ନା କରିବାକୁ ପଡିପାରେ , ସାରିଥିବା ଫଇସଲା ଉପରେ ଗୋଟେ ତରଫା ନଜରିଆ ରଖନ୍ତୁ ନାହିଁ , ଆପଣଙ୍କ ଦିନ ସାମାନ୍ୟ ଭାବେ କଟୀବ , ଆପଣ ସନ୍ତୁଳିତ ରୁହନ୍ତୁ  ।

dhanu

୧୦-ମକର ରାଶି : ଧର୍ମର ପ୍ରତି ଆସ୍ଥା ବଢିବ , କ୍ଷେତ୍ରର ପ୍ରତିସାଦ ମିଳିବାର ଉତ୍ସାହ ବୃଦ୍ଧି ହେବ , ଆପଣ ପ୍ରଭାବଶାଳି ଏବଂ ପ୍ରସିଦ୍ଧି ପାଇବେ , ମିତ୍ରଙ୍କର ସହଯୋଗ ମିଳିବ , ଆର୍ଥିକ ଲାଭ ଶୁଭ ରହିବ , ପରିବାର ସହ କେଉଁ ଆଡେ ଭଲ ସମୟ ବିତାଇବେ , କିଛି ନୁଆ କାର୍ଯ୍ୟ ହାତରେ ନେବାର ପୁର୍ବରୁ ପୁରୁଣା କାମ ନିପଟାଇବାକୁ ଚେଷ୍ଟା କରନ୍ତୁ , ଯଦି ନିଜ ଉପରେ ନିୟନ୍ତ୍ରଣ ହରାଇଲେ ତେବେ କ୍ଷତି ହୋଇପାରେ , ଆପଣଙ୍କ ସଂମ୍ପର୍କ ମଜବୁତ୍ ହେବ , କ୍ରୋଧ ଓ ଆବେଶ ଅତିରେକରୁ ବଞ୍ଚନ୍ତୁ ।

୧୧-କୁମ୍ଭ ରାଶି : ପରିବାରରେ କେଉଁ ସମାରୋହ ଆୟୋଜନ କାରଣରୁ ଉତ୍ସାହିତ ରହିବେ , ଆପଣଙ୍କ ବିଦେଶ ଯାତ୍ରାର ଶୁଭ ସମାଚାର ପ୍ରାପ୍ତି ହେବ , ଅଚାନକ ବିଦେଶ ଯାତ୍ରା ହେବ , ବେରୋଜଗାର ଚାକିରି ମିଳିବାର ସଂମ୍ଭାବନା ଅଛି , ନିଜ କଥା କୁହନ୍ତୁ ଓ ଅନ୍ୟଙ୍କୁ ବୁଝାଇବା ଉପରେ ଚିନ୍ତା ଆସିପାରେ , ଆପଣଙ୍କ ବାଣି ପ୍ରଭାବଶାଳି ରହିବ । କିନ୍ତୁ ଯେବେ ଆପଣ କାହା ସହ କଥାବାର୍ତ୍ତା ହେବେ ଟିକିଏ ସମ୍ଭାଳିକରି ରହିବେ , ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ , ବ୍ଲଡ୍ ପ୍ରେସର ବଢିପାରେ ।

୧୨-ମୀନ ରାଶି : ବେପାର ଓ ବ୍ୟବସାୟରେ ବୃଦ୍ଧି ହେବ , ଭାଇଙ୍କର ପୁର୍ଣ୍ଣ ସହଯୋଗ ମିଳିବ ଓ ସଂମ୍ପତ୍ତି ବିବାଦ ବି ବୁଝାମଣା ହେବ , ଭଲ ଭାବେ ଭାବିଥିବା ନିର୍ଣ୍ଣୟ ମାର୍ଗ ପ୍ରଶସ୍ତ କରିବାରେ ସାହାଯ୍ୟ କରିବ , ସଂନ୍ଧ୍ୟାରେ ମନ ଉଦାସ ରହିବ , ଅନ୍ୟଙ୍କ ଉପରେ ଭରସା କରନ୍ତୁ ନାହିଁ , ମାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ , ଚାକିରି ପେଶା କରୁଥିବା ଲୋକ ସଂମ୍ଭାଳିକରି ରହିବା ଦରକାର ପଡୁଛି,  ନିଜ ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ରହିବ ।

Leave a Reply

Your email address will not be published. Required fields are marked *