CBI ତଦନ୍ତ ଜାରି । ବିଦ୍ୟା ଭାରତୀ ଓ CFO ଙ୍କର ହେବ ଲାୟ ଡିଟେକ୍ସନ୍ ଟେଷ୍ଟ ।

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା ଦିନକୁ ଦିନ ସୋସିଆଲ ମିଡ଼ିଆରେ ଖୁବ ଶିଘ୍ର ଭାଇରାଲ ହେବାକୁ ଲାଗିଥିଵା ବେଳେ ଏହାର ତଦନ୍ତ ପାଇଁ ପୋଲିସ ମଧ୍ୟ ଲାଗି ରହିଛି | ତେବେ ଏହାକୁ କିଏ ମୃତ୍ୟୁ କହୁଥିବା ବେଳେ କିଏ ଏହାକୁ ମଡର ବୋଲି ପ୍ରମାଣିତ କରିଛି | ତେଵେ ସୋମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି | ଏହା ହତ୍ୟା କିଆତ୍ମହତ୍ୟା ସ୍ପଷ୍ଟ ପ୍ରମାଣିତ ହୋଇ ନାହିଁ |

ଏହା ପଛରେ ରହିଛି ଅନେକ ରହସ୍ୟ | ଏହି ଦୁଇ ଜଣଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ସୋସିଆଲ ମିଡ଼ିଆରେ ଖୁବ ଶିଘ୍ର ଭାଇରାଲ ହେବାକୁ ଲାଗିଥିଵା, ଏହାର ତଦନ୍ତ କରିବା ପାଇଁ କେତେକ ସାଇନ୍ଟିଫିକ ଟିମ୍ ଆଗକୁ ବଢିଥିଲେ ମଧ୍ୟ କୈାଣସି ଫଳା ଫଳ ଆସି ନାହିଁ | ତେବେ ଏହାକୁ କିଏ ମୃତ୍ୟୁ କହୁଥିବା ବେଳେ କିଏ ଏହାକୁ ମଡର ବୋଲି ପ୍ରମାଣିତ କରିଛି |

souummyaa

ମୃତ୍ୟୁ ମାମଲାରେ ଏପରି ଵହୁ ନୂଆ ତଥ୍ୟ ସାମ୍ନାକୁ ଆସିଛି ଯାହା ଦ୍ଵାରା ସ୍ପଷ୍ଟ ପ୍ରମାଣିତ ହୋଇଛି ଯାହା ଏମାନଙ୍କ ମୃତ୍ୟୁର କାରଣ କୁ ସ୍ସପେନସ ରେ ରଖିଛି | ଆଦିତ୍ୟଙ୍କ ମୃତ୍ୟୁର କାରଣ କୁ କିଏ ସରକାରକୁ ଦୋଷ ଦେଉଥିବା ଵେଳେ କିଏ ତାଙ୍କ ସ୍ତ୍ରୀକୁ ଦୋଷ ଦେଇଛି | ଏପଟେ ସୋମ୍ୟରଞ୍ଜନଙ୍କ ମୃତ୍ୟୁରେ ମଧ୍ୟ ତାଙ୍କ ସ୍ତ୍ରୀ ଅନ୍ୟ ସହ ସଂପର୍କ ରଖି ତା’ର ସାଙ୍ଗମାନଙ୍କ ଦ୍ଵାରା ସୋମ୍ୟରଞ୍ଜନଙ୍କ ମୃତ୍ୟୁ କରାଇଛି ବୋଲି କୁହାଯାଉଛି |

ତେବେ ପରିବାର ଲୋକ ସରକାରଙ୍କ ପାଖରେ ଦ୍ଵାରସ୍ଥ ହୋଇଛନ୍ତି ଓ ସି.ଵି.ଆଇ ର ଯାଞ୍ଚ ପାଇଁ ନିବେଦନ କରିଛନ୍ତି |  ସରକାର ଏହା ପାଇଁ ଏପର୍ଯ୍ୟନ୍ତ ମଞ୍ଜୁରି ଦେଇ ସାରିଛି | ସୋମ୍ୟରଞ୍ଜନଙ୍କ ପରିଵାର ଲୋକ ସମେତ ଯାହାକୁ ସନ୍ଦେହ କରାଯାଉଛି ସମସ୍ତଙ୍କୁ ଡକାଯାଇଛି | ଏପଟେ କୁହାଯାଇଛି ଯଦିଓ ଵିଦ୍ୟାଭାରତୀଙ୍କ ସି.ଏଫ.ଓ ସହ ସଂପର୍କ ରହିଛି ତେବେ ତେବେ ସି.ଵି.ଆଇ ଏହାର ଯାଞ୍ଚ କରିଵ |

souummyaa

ଏଥିପାଇଁ ସୀ.ଵି.ଆଇ କେତେକ ପ୍ରକାରର ଟେଷ୍ଟ କରିବା ପାଇଁ ଵିଦ୍ୟାଭାରତୀ ଓ ସିଂ.ଏଫ.ଓଙ୍କୁ ଲେଵ ଟେଷ୍ଟ ପାଇଁ ଡାକିଛନ୍ତି | ତେବେ ସି.ଵି.ଆଇ ସରକାର ତରଫରୁ ବିଦ୍ୟା ଭାରତୀ ଓ CFO ଙ୍କର ହେବ ଲାୟ ଡିଟେକ୍ସନ୍ ଟେଷ୍ଟ ପାଇଁ ମଞ୍ଜୁର ନେଇ ଆସିଛି ଏହି ଟେଷ୍ଟ ପରେ ସତ୍ୟତା ସାମ୍ନାକୁ ଆସିବ , ସେତେ ପର୍ଯ୍ୟନ୍ତ ପରିବାର ଲୋକେ ଚାହିଁ ବସିଛନ୍ତି ଏହା ପଛରେ ଥିବା ରହସ୍ୟକୁ , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *