cbi

CBI ତଦନ୍ତ ପାଇଁ ଦାବୀ କରିଛନ୍ତି ସୌମ୍ୟ ଙ୍କ ପରିବାର । ଦରକାର ବହୁଲ ଜନସମର୍ଥନ ।

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋସିଆଲ ମିଡ଼ିଆ ଖୋଲି ଦେଖିଲେ ବର୍ତ୍ତମାନ ସମୟରେ ସୋମ୍ୟରଞ୍ଜନ ମୃତ୍ୟୁ ମାମଲାର ବିଭିନ୍ନ ପ୍ରକାରର ମୋଡ଼ ନେଇଛି , ଏହି ମୋଡ଼ ମଧ୍ୟରେ ଫଶି ରହିଛନ୍ତି ସାରା ପରିବାର ବର୍ଗ , ସୋମ୍ୟରଞ୍ଜନଙ୍କ ପରିବାରରେ ଶୋକର ବାତାବରଣ ଖେଳିଥିବା ବେଳେ ମୃତୁ୍ୟର ସତ୍ୟତା ସାମ୍ନାକୁ ନ ଆସିବାରୁ ପୂରା ପୁରି ଭାଙ୍ଗି ପଡ଼ିଛି ପରିବାର |

ଏପଟେ ପରିବାର ଲୋକେ ନିଜ ବହୂ ବିଦ୍ୟାଭାରତୀଙ୍କୁ ଦୋଷି ସାଵ୍ୟସ୍ତ କରୁଥିବା ବେଳେ | ବିଦ୍ୟା ଭାରତୀ ଏହି ଦୋଷକୁ ନିଜ ଓକିଲ ସାହାଯ୍ୟରେ କେସକୁ ଖାରଜ କରିଛି ନା ଏଥିରେ କିଛି ସତ୍ୟତା ମିଳୁଛି ନା ଏହାର କୈାଣସି ଫଳାଫଳ ବାହାରୁଛି | ତେବେ ଏତେ ମଧ୍ୟରେ ମଧ୍ୟ ଆଜି ପରିବାର ଲୋକ ଦଣ୍ଡସ୍ଥ ହୋଇଛନ୍ତି ସରକାରଙ୍କ ଆଗରେ ଏବଂ ସରକାରଙ୍କୁ ନିଵେଦନ କରିଛନ୍ତି ଯେ ସିଂ.ଵି.ଆଇ ମାଧ୍ୟମରେ ଏହାର ଯାଞ୍ଚ ପ୍ରତାଳ କରିବା ପାଇଁ | ତେବେ ସରକାର ଏହି ଗୁହାରି କୁ ମଞ୍ଜୁର କରିଵ ନା ନାହିଁ ଏହା ସରକାର ଉପରେ ନିର୍ଭର କରୁଛି |

ଏପଟେ ସୋମ୍ୟରଞ୍ଜନଙ୍କ ପରିଵାର ଜନସମର୍ଥନ ମାଗିଛନ୍ତି ଯାହା ଫଳରେ ଏହାର କୈାଣସି ସତ୍ୟତା ସାମ୍ନାକୁ ଆସିବ | ତେବେ ସାରା ଓଡ଼ିଶାରେ ଏହା ଚାନ୍ଚଲ୍ୟ ସୃଷ୍ଟି କରିଛି | ସୋମ୍ୟରଞ୍ଜନ ଓ ଵିଦ୍ୟା ଭାରତୀଙ୍କ ଵିଵାହ ହେବା ପରେ ମଧ୍ୟ ବିଦ୍ୟାଭାରତୀ ସନ୍ତୁଷ୍ଟ ହୋଇନାହାନ୍ତି ଯାହାଫଳରେ ସେ ସିଂ.ଏଫ.ଓ ଙ୍କ ସହ ରାସଲିରା ରଚିଛନ୍ତି ଏଥିରେ ତାଙ୍କର ମନ ଭରି ନାହିଁ ଶେଷରେ ସୋମ୍ୟ କୈାଣସି ପ୍ରକାରର ବାଧା ସୃଷ୍ଟି ନ କରିପାରୁ ଭାବି ସୋମ୍ୟରଞ୍ଜନଙ୍କୁ ତାଙ୍କ ସାଂଙ୍ଗ ମାନଙ୍କ ସାହାଯ୍ୟରେ ସୋମ୍ୟରଞ୍ଜନଙ୍କ ମୃତ୍ୟୁର ଷଡ଼ଯନ୍ତ୍ର ରଚିଥିଲେ ଓ

ପରେ ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲେ ତେବେ ପରିବାର ଲୋକ ବିଦ୍ୟା ଉପରେ ସନ୍ଦେହ ସୃଷ୍ଟି କରିଛନ୍ତି ଓ ସରକାରଙ୍କୁ ସିଂ.ଵି.ଆଇ ଯାଞ୍ଚ କରିବା ପାଇଁ ନିବେଦନ କରିଛନ୍ତି ଓ ଜନତାଙ୍କୁ ମଧ୍ୟ ସପୋଟ କରିଵା ପାଇଁ ପ୍ରାର୍ଥନା କରିଛନ୍ତି ତେବେ ଆମ ତରଫରୁ ପୂରା ସପୋଟ ରହିଛି , ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *