ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆସନ୍ତୁ ଜାଣିବା ଏହାକୁ ଆପଣ କେମିତି ବନାଇବେ ଓ ଏହାକୁ ପ୍ରୟୋଗ କେମିତି କରିବେ ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଆବଶ୍ୟକ ନିର୍ମୂଳୀ ଯାହାକୁ ଆମେ ଓଡ଼ିଆରେ ପୁନ୍ତି ବୋଲି କହିଥାଉ ଏହାର ପ୍ରୟୋଗ ଆଖିରେ ଆଲୁଅ ସମସ୍ୟା ହେଲେ କରାଯାଇଥାଏ ଏହାର ବ୍ୟବହାର ବହୁ ପରଖିତ ଏବଂ ଏହା ଦ୍ୱାରା ଆପଣଙ୍କୁ କୌଣସି ପ୍ରକାର କ୍ଷତି ହୋଇନଥାଏ। ଏହା ଆପଣଙ୍କୁ କୌଣସି ମେଡ଼ିକାଲରୁ ଟଙ୍କାଟେ କିମ୍ବା ଦୁଇ ଟଙ୍କା ବହୁତ ସହଜରେ ମିଳିଯିବ।
ଏହି ଉପଚାର ଆପଣଙ୍କୁ ଦୁଇଟି ପୁଣ୍ଟିର ଆଵଶ୍ୟକତା ପଡିବ ପ୍ରଥମେ ଆପଣ ଏହାକୁ ଛିଡାଇ ଏଥିରେ ଥିବା ଲିକୁଇଡ଼କୁ ଏକ ପାତ୍ରରେ କାଢି ନିଅନ୍ତୁ ଏବେ ଏଥିପାଇଁ ଆପଣଙ୍କୁ ଦ୍ୱିତୀୟ କାମ ଆବଶ୍ୟକ କର୍ପୂର ଏହା ଆପଣଙ୍କର ପୂଜା ଘରୁ ବହୁତ ସହଜରେ ମିଳିଯିବ ଆପଣ ଏଥିରେ ଅଧା ଚାମୁଚ କର୍ପୂର ଗୁଣ୍ଡ ମିଶାନ୍ତୁ ଆପଣ ଏହାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ଧ୍ୟାନ ଦେବେ କର୍ପୂରକୁ ଆପଣ ଭଲ ଭାବରେ ଗୁଣ୍ଡ କରି ଏଥିରେ ମିଶାନ୍ତୁ ଏହାକୁ ଲଗେଇବା ଦ୍ୱାରା ଅର୍ସ ଭଳି ବିଭିନ୍ନ ସମସ୍ୟା ଦୂର ହୋଇଯିବ।ଏବେ ଆମର ଉପଚାର ପ୍ରସ୍ତୁତ ଏବେ ଜାଣିବା ଆପଣ ଏହାକୁ ପ୍ରୟୋଗ କେମିତି କରିବେ ଏହାକୁ ଆପଣ ହାତରେ ନେଇ ଅର୍ସରେ ଲଗେଇ ଦିଅନ୍ତୁ ଏହାର ପ୍ରୟୋଗ ଆପଣ ରାତିରେ ଶୋଇବା ପୂର୍ବରୁ କରିବାକୁ ହେବ। ରାତିରେ ଲଗେଇ ଏହାକୁ ଛାଡି ଦିଅନ୍ତୁ ସକାଳେ ଉଷୁମ ପାଣିରେ ଆପଣଙ୍କ ଅର୍ସକୁ ଧୋଇ ଦିଅନ୍ତୁ ଦିନରେ ଆପଣ ଚାହିଁଲେ ଏହାକୁ ଥରେ ପ୍ରୟୋଗ କରିପାରିବେ ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହେଇଯିବ। ଯେମିତିକି ଅର୍ସରେ କୁଣ୍ଡେଇ ହେବା ରକ୍ତ ପଡିବା ଏହି ଭଳି ସବୁ ସମସ୍ୟା ଦୂର ହୋଇଯିବ ଏହାର କେବଳ ତିନି ଦିନ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଅର୍ସ ମୂଳରୁ ଶେଷ କରିଦେବ।
ଏହାର ପ୍ରଥମ ଦିନ ବ୍ୟବହାର ଦ୍ୱାରା ଆପଣଙ୍କୁ ଏହାର ରେଜଲ୍ଟ ମିଳିଯିବ ନୂତନ ଓ ପୁରାତନ ଏହି ଉପଚାର ଶୁଭ ଦାୟକ ଅଟେ। ଆଉ ଗୋଟେ ସହଜ ଉପାୟ ହେଉଛି ଯାହା ଆପଣଙ୍କୁ ସେବନ କରିବାକୁ ହେବ ବନ୍ଧୁଗଣ ଆପଣ ଏକ ଗ୍ଲାସ ଗରମ ଖୀରରେ ଅଧା ଚାମୁଚ ଲେମ୍ବୁ ପାଣି ମିଶାନ୍ତୁ ଏବଂ ତାକୁ ତୁରନ୍ତ ପିଇ ନିଅନ୍ତୁ କ୍ଷୀର ଛିଣ୍ଡିବା ପୂର୍ବରୁ ପିଇ ଦିଅନ୍ତୁ ଏହାକୁ ଆପଣ ସକାଳେ ଖାଲି ପେଟରେ ସେବନ କରନ୍ତୁ। ଚାରି ଦିନ ଏହାକୁ ସେବନ କରନ୍ତୁ ଏହା ବହୁତ ପରୀକ୍ଷିତ ଉପାୟ ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।