rasi

୧୯ ଅଗଷ୍ଟ ବୁଧବାର ୨୦୨୧ ରାଶିଫଳ – କେମିତି କଟିବ କାଲି ଆପଣଙ୍କର ଦିନ |

RASIPHALA

ମେଷ ରାଶି : ଆଜି ଆପଣଙ୍କ ଘର ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ , ଧନାର୍ଜନ ହେବ , ଆଜି ପରିବାର ସହ ଟିକିଏ ଭଲ ସମୟ ବିତାଇବେ , ଆଜି ବିଦେଶ ଯାତ୍ରାରେ ଯୋଗ ହେଉଚି , ସବୁ କାର୍ଯ୍ୟ ସମୟରେ ଜଲଦି ପୁରା ହୋଇଯିବ , ଆପଣ ନିଜ ବିଜନେସ୍ ସହ ଯୋଡି ହୋଇଥିବା ଗତିବିଧିଗୁଡିକ ଉପରେ ନଜରରଖିବେ , ଚୋରି କାରଣରୁ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ , ଆପଣଙ୍କୁ ସାବଧାନ ଓ ସତର୍କ ରହିବାକୁ ଆବଶ୍ୟକତା ଅଛି , ଧାର୍ମିକ ଆୟୋଜନରେ ସାମିଲ୍ ହେବାକୁ ଅବସର ମିଳିବ ।

ବୃଷ ରାଶି : ଆଜି ପରିବାରରେ କେଉଁ ସଦସ୍ୟର ସହ ମତଭେଦ ହୋଇପାରେ , ଯଦି ଆପଣ କେଉଁ ସଚ୍ଚା ମନରେ ପ୍ରେମ କରୁଛନ୍ତି ତେବେ ଆପଣ ନିଜ ପ୍ରେମୀଙ୍କୁ ଏହି ସମୟର ପ୍ରେମର ପ୍ରସ୍ତାବ ଦିଅନ୍ତୁ , କିଛି ବାହାନ ସଂବନ୍ଧିତ ବ୍ୟବସାୟ ଓ କୃଷିରୁ ଅତିରିକ୍ତ ଆୟ ପ୍ରାପ୍ତ କରିପାରିବେ , ନିଜ ବ୍ୟବହାର କରିଥିବା ଶବ୍ଦର କାରଣରୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି , ଆପଣଙ୍କୁ ଶାନ୍ତିରେ ଦିନ ବିତାଇବାର ଚେଷ୍ଟା କରିବା ଦରକାର , ଘର ବଡଙ୍କୁ ନଜର ଅନ୍ଦାଜ କରନ୍ତୁ ନାହିଁ ।

ମିଥୁନ ରାଶି : ଆଜିର ଦିନ କ୍ୟାରିୟର ହିସାବରେ ସାମାନ୍ୟ ହେବ , ପରିବାରରେ ନୁଆ ଉର୍ଜା ଆସିବ , କେଉଁ ବାହାନ ଖରାପ ହେବାରୁ ଚିନ୍ତାରେ ପଡିପାରନ୍ତି , ହନୁମାନଜୀଙ୍କ ଆରତି ପୂର୍ବରୁ ଚାଲିଆସୁଥିବା ସବୁ ସମସ୍ୟା ଦୂର ହୋଇଯିବ , କରାଯାଇଥିବା ବାଦା ନିଭାଇବେ , ଓ ଅନ୍ୟମାନଙ୍କ ଉପରେ ବିଶ୍ୱାସ କରନ୍ତୁ , ମନମାଫିକ୍ କାର୍ଯ୍ୟ ପୁରା ହେବାର ହର୍ଷ ରହିବ , ଜାଗା ବାଡି ଦାୟିତ୍ୱରେ ସମୟ ଅନୁକୁଳ ଅଛି , କାମ କିମ୍ବା ନିଜ ବ୍ୟବସାୟ ପାଇଁ ଯାତ୍ରା କରିବାକୁ ପଡିପାରେ |

mithun

କର୍କଟ ରାଶି : ଅଫିସ୍ ରେ ସିନିୟର୍ସ କାମରେ ପ୍ରଭାବିତ ହେବେ , ଯଦି ଆପଣ କେଉଁ ନୁଆ ଜାଗା କିଣିବାକୁ ଯାଉଛନ୍ତି , ତେବେ ଆଜି କିଣିପାରିବେ , ଏହା ଦ୍ୱାରା ଭବିଷ୍ୟରେ ଫାଇଦା ନିଶ୍ଚିତ ହେବ , ଆଜି ଆପଣଙ୍କୁ ଆର୍ଥିକ ତଙ୍ଗିର ସାମ୍ନା କରିବାକୁ ପଡିପାରେ , ସାମୁଦାୟିକ ଓ ବୁଝାମଣା କାର୍ଯ୍ୟ ସୁଚାରୁ ରୁପେ ଆଗକୁ ବଢିବ , ଓ ନିଜ ବ୍ୟକ୍ତିଗତ ଶିଖରରେ ହେବ , କୋର୍ଟ କଚେରିରେ ବିଜୟ ପ୍ରାପ୍ତି କରିବେ , କେଉଁ ରଚନାତ୍ମକ କାର୍ଯ୍ୟର ପକ୍ଷରୁ ପ୍ରବୃତ ରହିବେ ।

ସିଂହ ରାଶି : ପ୍ରେମ ସଂବନ୍ଧ ପାଇଁ ସମୟ ଠିକ୍ ଅଛି , ଜୀବନସାଥୀଙ୍କ ଠାରୁ ମଧୁରତା ରହିବ , ଆଜି କାମର ସିଲସିଲାରେ ବିଦେଶ ଯିବାର ମଉକା ମିଳିପାରେ , ପ୍ରୋପଟି କିଣିବା କିମ୍ବା ବିକ୍ରି କରିବା ଦୁହେଁରେ ଲାଭ ହେବ , ଇଶ୍ୱରଙ୍କ ପ୍ରତି ଶ୍ରଦ୍ଧାରେ ବୃଦ୍ଧି ହେବ ଏବଂ ଧାର୍ମିକ କାର୍ଯ୍ୟରେ ମନ ଲାଗିବ , ଯଦି ଆପଣ କାହାଠାରୁ ପଇସା ଉଧାରି ନେଇଛନ୍ତି , ତେବେ ଏହା ଆପଣଙ୍କ ପାଇଁ ସୌହାର୍ଦପୁର୍ଣ୍ଣ ବୁଝାମଣା କରିବାର ଶ୍ରେୟକର ରହିବ , ନିଜ ଶତ୍ରୁଙ୍କୁ ପରାଜିତ ଓ ଚିନ୍ତା ଅନୁଭବ କରିବେ ।

କନ୍ୟା ରାଶି : ଆଜିର ଦିନରେ ରାଜକୀୟ ସମ୍ମାନ ମିଳିବ , ଚିନ୍ତାକୁ ନେଇ ଘରର ମାହୋଲ୍ ବିଗଡିବାକୁ ଦିଅନ୍ତୁ ନାହିଁ , କେଉଁ ଫଙ୍କସନରେ ଯିବାକୁ ମନ ବଳାଇବେ , ବହୁତ ସାରା ଚିନ୍ତାରୁ ବୁଝାମଣା କରିବେ , ଷ୍ଟୁଡେଣ୍ଟଙ୍କ ପାଇଁ ପରିଶ୍ରମର ପରିଣାମ ମିଳିବ । କିଛି କହିବାର ପୂର୍ବରୁ ଥରେ ଭାବିନିଅନ୍ତୁ , ଆପଣଙ୍କ ନକରାତ୍ମକ ବିଚାର ଆପଣଙ୍କ ପାଇଁ ସମସ୍ୟା ଆଣିପାରେ,  ଏଥିପାଇଁ ସାବଧାନ ରହିବା ଦରକାର ।

kanya

ତୁଳା ରାଶି : ଆଜି କେଉଁ ବଡ ଫଇସଲା ନ ନିଅନ୍ତୁ , ସ୍ତ୍ରୀଙ୍କ ମିତ୍ରଙ୍କ ସହ ସାକ୍ଷାତ କରିବେ , ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ କରିବେ , ଲଭ୍ ପାର୍ଟନର ସହ ବୁଲିବାକୁ ଇଚ୍ଛାଥିଲେ ତାହା ସ୍ଥଗିତ ହୋଇପାରେ , ଯାହାକୁ ନେଇ ନାରାଜ୍ ହୋଇପାରନ୍ତି , ଅନିୟମିତତା ଯୋଗୂଁ କ୍ଷତି ହୋଇପାରେ । ଭାଗ୍ୟର ଆଶିଂକ ସହଯୋଗ ରହିବ , ଆପଣ କେଉଁ ବଡ ଦାୟିତ୍ୱ ମିଳିବାର ଯୋଗ ଅଛି , ନିଜ ପରିଶ୍ରମରେ ଫଳରୁ ସନ୍ତୁଷ୍ଟ ହୋଇପାରିବେ ନାହିଁ , ବାହାନ କିମ୍ବା ଘର କିଣିବା ପାଇଁ ଏହା ସବୁଠାରୁ ଉତ୍ତମ ସମୟ ଅଛି ।

ବିଛା ରାଶି : ଆଜି ଆପଣଙ୍କ କାର୍ଯ୍ୟରେ ପ୍ରଗତି ହେବ , ପୈତୃକ ସଂମ୍ପତ୍ତି ଲାଭ ହେବ , ଆଜିର ଦିନ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ହେବାର ସଙ୍କେତ ଅଛି । ଆପଣଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ହେବାର ଦେଖିବାକୁ ମିଳିବ , ଦାମ୍ପତ୍ୟ ଜୀବନରେ ଆନନ୍ଦମୟ ହେବ , କାମକାର୍ଯ୍ୟରେ ମନ କମ୍ ଲାଗିବ , ଲେଣଦେଣରେ ସାବଧାନୀ ରଖନ୍ତୁ । ବ୍ୟକ୍ତିଗତ ସଂବନ୍ଧ ମଜବୁତ୍ ହେବ , ଓ ଆପଣ ଯେବେ ଚାହିଁବେ ନିଜ ଜୀବନସାଥୀଙ୍କ ପୁରା ସହଯୋଗ ପ୍ରାପ୍ତି କରିବେ , ଯାତ୍ରାର ସମ୍ଭାବନା ରହିବ ।

ଧନୁ ରାଶି : ଆଜି ଆପଣଙ୍କ କାମରେ ବିଚଳିତ ଅନୁଭବ କରିବେ । ଆପଣଙ୍କ କିଛି ନୁଆ କାମ ଆରମ୍ଭ କରିବାକୁ ମନ ବଳାଉଛନ୍ତି , ଅଚାନକ ହୋଇଥିବା ରୋମାଣ୍ଟିକ୍ ସାକ୍ଷାତ ଆପଣଙ୍କ ପାଇଁ କିଛି ଅସୁବିଧା ସୃଷ୍ଟୀ କରିପାରେ , ଯଦି ଆପଣଙ୍କ ଲାଇଫ୍ ରେ ଏକେଲା ଅଛନ୍ତି ଜଲଦି ହିଁ କାହାର ପ୍ରେମରେ ପଡିପାରନ୍ତି , ଆପଣ ନିଜ କାମକୁ ରୁଚି ରଖିବା ପୂର୍ବରୁ ଅଧିକା ବଢିବ , ପରିବାର ଲୋକଙ୍କ ସଂବନ୍ଧରେ ସୁଧାର ଆସିବ , ଜରୁରୀ କାମ ନିପଟାଇଦିଅନ୍ତୁ ।

dhanu

ମକର ରାଶି ; ଆଜି ଟୀକିଏ ଚେଷ୍ଟାରେ ଅଟକିଥିବା କାମ ପୁରା ହୋଇଯିବ , ଆଜି ଯେଉଁ କ୍ଷେତ୍ରରେ କାମକରିବେ ତାହା ସଫଳତା ପାଇବେ , ଏହି ସଫଳତା ହାସିଲ୍ କରିବାକୁ ବହୁତ ସଂଘର୍ଷ କରିବାକୁ ପଡିପାରେ , ଚାକିରି ଓ ବିଜନେସ୍ ସଂବନ୍ଧିତ ମାମଲାରେ ଭଲ ଦିନ କଟିବ , ଆପଣ ଅଧିକା ପ୍ରୋଜେକ୍ଟରେ ସାମିଲ୍ ହୋଇପାରିବେ , ଓ ସମୟର ଅଭାବ ଅନୁଭବ କରିବେ , ସହକର୍ମୀ ଆପଣଙ୍କୁ ସାହାଯ୍ୟ କରିବେ ।

କୁମ୍ଭ ରାଶି : ଆଯି ପର୍ଯ୍ୟନ୍ତ କିଛି ବି ପ୍ରତିଶ୍ରୁତି ଦିଅନ୍ତୁ ନାହିଁ , ଯେବେ ପର୍ଯ୍ୟନ୍ତ ଆପଣ ପୁରା ଭାବେ ତାହାକୁ ପୁରା କରିବାରେ ସକ୍ଷମ ନ ହୁଅନ୍ତି , ଯଦି ଆପଣ କେଉଁ ଆଡେ ଯାଉଛନ୍ତି ତେବେ ଆପଣଙ୍କୁ ଭଲ ଜୀବନସାଥୀ ମିଳିବାର ସମ୍ଭାବନା ଅଛି , ନୁଆ ପ୍ରୋପଟି କିଣିବାର ଯୋଗ ଅଛି , ଅନିୟମିତତା କରାଯାଇଥିବା କାମ ଆପଣଙ୍କୁ ଅସୁବିଧାର ସାମ୍ନାକରିବାକୁ ପଡିପାରେ , ବହୁତ  ସାରା ଗତିବିଧି ସଂପନ୍ନ ହୋଇପାରେ , ଯାତ୍ରା ଲାଭଦାୟକ ହେବ , ନିଜ ସ୍ୱାସ୍ଥ୍ୟକୁ ଠିକ୍ କରିବାପାଇଁ ମେଡିସିନ୍ ରେ ପଇସା ଖର୍ଚ୍ଚ କରିବେ ।

ମୀନ ରାଶି : ଆଜି ଅପିସ୍ ରେ ସହକର୍ମୀଙ୍କର ସହଯୋଗ ମିଳିବ , ପାର୍ଟନରଙ୍କୁ ନିରାଶା କରିପାରନ୍ତି , ପରିବାରରେ ବୟସ୍କ ଲୋକଙ୍କର ଧ୍ୟାନ ରଖନ୍ତୁ , କିଛି ବନ୍ଧୁ ଯାତ୍ରା କରିବାକୁ ଯାଇପାରନ୍ତି , କେଉଁ ନୁଆ ପରିଯୋଜନା ଲଗାଇବା ପରେ ଧନ ଅର୍ଜନ କରିପାରିବେ , ଜୀବନସାଥୀଙ୍କର ସହ କେଉଁ ଆଡେ ମିଳିବାର ମନ ବଳାଇପାରନ୍ତି , ଲଭ୍ ଲାଇଫ୍ ରେ ଦିନ ଭଲ କଟୀବ , ଆପଣ ନିଜ ସାଥୀଙ୍କର ଫାଇଦା ପହଞ୍ଚାଇବା ଓ ତାଙ୍କୁ ପ୍ରଭାବିତ କରିବାରେ ଅବସର ପୁର୍ଣ୍ଣ ଲାଭ କରିବେ ।

Leave a Reply

Your email address will not be published. Required fields are marked *