rasi

25 ଅଗଷ୍ଟ 2021 ରାଶିଫଳ – ମା ମଙ୍ଗଳା ଙ୍କ କୃପାରୁ କେମିତି କଟିବ କାଲି ଆପଣଙ୍କର ଦିନ ।

RASIPHALA

ମେଷ ରାଶି : ଆଜି ଚାକିରି କରୁଥିବା ଲୋକଙ୍କର ପଦୋନ୍ନତି ହେବାର ଆଶା ଅଛି , ବାହାର ଯିବାର କାର୍ଯ୍ୟକ୍ରମ କରିପାରନ୍ତି , ଉତ୍ସାହ ଓ ପ୍ରସନ୍ନତା ସହ କାର୍ଯ୍ୟ କରିବେ , ଭାବନା ଓ ଓତପ୍ରୋତ ହେବ , କାରୋବାରରେ କ୍ଷତିର ଭରଣା ହେବ , ବୁଦ୍ଧିମତାରେ ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବେ , ଉତ୍ସାହପୁର୍ବକ ନୁଆ ଯୋଜନା ସକ୍ରିୟ ହେବ । ଆପଣଙ୍କୁ ନ୍ୟାୟାଳୟରେ ଲାଭ ମିଳିବ , ଆଜି ସଂନ୍ଧ୍ୟାରେ ଆପଣଙ୍କୁ କେଉଁ କ୍ଷତିର ଖବର ମିଳିପାରେ ।

ବୃଷ ରାଶି : ଆଜି ବିଶ୍ୱାସଘାତ ହୋଇପାରେ , ବାହାନର ଯତ୍ନ ଉପରେ ଖର୍ଚ୍ଚ କରିପାରନ୍ତି , କେଉଁ ବିବାଦରେ ବିଜୟ ପ୍ରାପ୍ତି ହେବ । ପ୍ରେମ ପ୍ରସଙ୍ଗ ଅନୁକୁଳ ରହିବ । ସାର୍ଥକ କାମରେ ଲାଗିଲେ ନିଜ ଉର୍ଜାକୁ ବଞ୍ଚାଇରଖନ୍ତୁ , ଦରକାର ଲୋକଙ୍କ ପାଇଁ ଭୋଜନ ବ୍ୟବସ୍ଥା କରିବାପାଇଁ ଆପଣଙ୍କୁ ଶ୍ରେୟସ୍କର ହେବ , ନିଜ କ୍ୟାରିୟର ଓ ପେଶାର ପ୍ରଗତି ପାଇଁ ସବୁ ସମ୍ଭବ ଚେଷ୍ଟା କରିବେ , ମନରେ କେଉଁ ପ୍ରକାରର ଶଙ୍କା ନିଅନ୍ତୁ ନାହିଁ , ଭୁଲ୍ ସ୍ୱିକାର କରୁଥିବା ସହ ନିଜ ସଂମ୍ପର୍କୀୟଙ୍କ ମଧ୍ୟରେ ନିଜ ସଂମ୍ପର୍କକୁ ସୁଧାରନ୍ତୁ ।

ମିଥୁନ ରାଶି : ଆଜି କିଛି ନୁଆ ଯୋଜନା କରିବେ , ଯାହା ଭବିଷ୍ୟରେ କାମ ଦାୟକ ହେବ , କେଉଁ ତୀର୍ଥଯାତ୍ରାରେ କାର୍ଯ୍ୟ କ୍ରମ କରିପାରନ୍ତି , କେଉଁ ସାଧୁ ସନ୍ଥଙ୍କ ଆଶିର୍ବାଦ ମିଳିପାରେ , ଆଜି ଯୋଜନା କରି କାମ କରିବେ , ଲମ୍ବା ସମୟରୁ ଚାଳି ଆସୁଥିବା ସମସ୍ୟାରୁ ମୁକ୍ତି ମିଳିବ , ବିଦ୍ୟାର୍ଥିଙ୍କ ପାଇଁଂ ତାଙ୍କ କ୍ୟାରିୟରରେ ଭଲ ସମୟ ଚାଲୁଛି , ଷଡଯନ୍ତ୍ର କାରି ବିଫଳ ହେବେ ।, ପରିବାରର କେଉଁ ବଡ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

କର୍କଟ ରାଶି ; ଆଜି ମଜୁବୁତ୍ ମନୋବଳ ସହ କିଛି ସାହାସୀ କାର୍ଯ୍ୟ ହାତରେ ନେବେ , ବିବେକର ପ୍ରୟୋଗ କରନ୍ତୁ , ନିଜ ଟାରଗେଟ୍ ଲଗାତାର ଧ୍ୟାନ ରଖନ୍ତୁ , ଦିନଚର୍ଚ୍ଚାରେ ଟିକିଏ ପରିବର୍ତ୍ତନ ଆସିପାରେ ସନ୍ତାନର ସଂବନ୍ଧି ଚିନ୍ତା ବୃଦ୍ଧି ହେବ ,। ଆପଣଙ୍କୁ କ୍ୟାରିୟରରେ ଉନ୍ନତି ପାଇଁ ଅବସର ମିଳିବ , ପ୍ରୟାସରତ କାର୍ଯ୍ୟରେ ସଫଳତା ହାସିଲ୍ କରିବେ , ଲେଖନରେ ଲାଭ ହେବ । ଆପଣଙ୍କୁ ଅଧିକା ପରିଶ୍ରମ କରିବାକୁ ପଡିବ ।

ସିଂହ ରାଶି : ଆଜି ଆପଣଙ୍କ କାମ ଦେଖିକରି ଲୋକେ ଖୁସି ହେବେ , ଲୋକ ଆପଣଙ୍କ ସହ ଯୋଡି ହେବାକୁ ଚେଷ୍ଟା ବି କରିବେ , ସାମାଜିକ କାର୍ଯ୍ୟରୁ ପ୍ରେରଣ ମିଳିବ  ଘର ବାହାର ହୋଇପାରନ୍ତି , କେଉଁ ସୁଖଦ ଯାତ୍ରା ଯିବାର ଅବସର ମିଳିବ , ସନ୍ତାନର ସ୍ୱାସ୍ଥ୍ୟ ବିକାର ହୋଇପାରେ , ପୁରୁଣା କାମ କରିବେ , ଲାଇଫ୍ ପାର୍ଟନର୍ ସହ ବୁଲିବାକୁ ଯାଇପାରନ୍ତି ।

କନ୍ୟା ରାଶି : ଆଜି ଆପଣଙ୍କୁ ବେପାର କ୍ଷେତ୍ର୍ ଓ ଚାକିରି କ୍ଷେତ୍ରରେ ସଫଳତା ମିଳିପାରିବ , ବୁଡିଯାଈଥିବା ରାଶି ପାଇପାରନ୍ତି , ଭାଗ୍ୟର ସାଥ୍ ରହିବ , ସ୍ୱାସ୍ଥ୍ୟକୁ ନେଇକରି କିଛି ଚିନ୍ତା ଆସିପାରେ , ମନରେ ନକରାତ୍ମକ ବିଚାରକୁ ପ୍ରଭାବ ରହିବ , ଆଜି ଆପଣଙ୍କୁ ଅଧିକା ବ୍ୟସ୍ତତା ରହିବାର ଦେଖାଯାଇପାରେ , ପରିବାରର ସବୁ ସମସ୍ୟା ଚିନ୍ତା ଦୁର ହେବ , ଛୋଟ ଛୋଟ କଥାକୁ ନେଇକରି ପରିବାରରେ କଳହ ହୋଇପାରେ ।

ତୁଳା ରାଶି : ଆଜି ଆପଣଙ୍କୁ ବ୍ୟବସ୍ଥିତ ରୁପରେ ଆର୍ଥିକ ବିଷୟରେ ଆୟୋଜନ କରିବେ , କେଉଁ ବଡ ବ୍ୟୟ ହୋଇପାରେ , ଅନ୍ୟଙ୍କ ଉପେକ୍ଷା କରନ୍ତୁ ନାହିଁ , କେଉଁ ପ୍ରକାରର ଯୁକ୍ତିରେ ଭାଗ ନିଅନ୍ତୁ ନାହିଁ , ଜୀବନସାଥୀଙ୍କ ଠାରୁ ଉପହାର ମିଳିପାରେ , ଆପଣଙ୍କ ବିଗଡିଥିବା ଭାଗ୍ୟ ଅଚାନକ ଖୋଲିଯିବ , ଆପଣଙ୍କ ସେଭିଙ୍ଗ୍ ଖର୍ଚ୍ଚ ହୋଇପାରେ , ଭୁଲ୍ ରେ ଆପଣ କିଛି ଏପରି କାମ କରନ୍ତୁ ନାହିଁ , ଯାହା ଦ୍ୱାରା କାମ ବିଗଡିଯିବ ।

ବିଛା ରାଶି : ବିଛା ରାଶିର ଲୋକେ ବିତ୍ତିୟ ମାମଲାରେ ଟିକିଏ ଚିନ୍ତାରେ ରହିବେ , ଅପ୍ରତ୍ୟାଶିତ ଲାଭର ଯୋଗ ଅଛି , ଲଟେରି କିମ୍ବା ସଟ୍ଟାରୁ ଦୁରରେ ରୁହନ୍ତୁ , ଆପଣ ନିଜ ପ୍ରେମୀ ସହ କରିଥିବା କଥା ନିଭାଇବାରେ ଅସଫଳ ହୋଇପାରନ୍ତି , ନିଜ ଭାବନାକୁ ବଶରେ ରଖନ୍ତୁ , ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ , ଚାକିରି ରେ ପଦୋନ୍ନତି ହେବାର ସମ୍ଭାବନା ଅଛି , କିନ୍ତୁ ଇନକମ୍ କମ୍ ଆସିବାର ଯୋଗ ହେଉଚି ।

ଧନୁ ରାଶି : ଆଜି ବିବାହିତ ଲୋକଙ୍କ ପାଇଁ ଦିନ ବଢିଆ ଅଛି , ବେପାର କ୍ଷେତ୍ରରେ ଅଚାନକ ଭାରି ଧନ ଲାଭ ହେବାର ଦ୍ୱାରା ମନ ପ୍ରସନ୍ନ ରହିବ , ଘରେ ଅତିଥିଙ୍କ ଆଗମନ ହେବ , ଦୁରରୁ ଶୁଭ ସମାଚାର୍ର ପ୍ରାପ୍ତ ହେବ , ଆତ୍ମବିଶ୍ୱାସରେ ବୃଦ୍ଧି ହେବ , ସାଂସରିକ କଥା ଭୁଲିକରି ଆଧ୍ୟାତ୍ମିକ ପ୍ରବୃତିରେ ଲୀନ ରହିବେ , ମାନସିକ ଶାନ୍ତି ମିଳିବ , କିନ୍ତୁ କଥାବାର୍ତ୍ତାରେ ସଂୟତ ରଖନ୍ତୁ । ଅଫିସ୍ ରେ କିଛି ଲୋକଙ୍କ କଥା ସୁଚନା ଲୁଚାଇବାରେ ଚେଷ୍ଟା କରିପାରନ୍ତି । ବିଜନେସ୍ ରେ ଲାଭ ହିଁ ହେବ ।

ମକର ରାଶି : ଶାରରୀକ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ , ଚିନ୍ତାରୁ ମୁକ୍ତି ଅନୁଭବ କରିବେ , କେଉଁ ଅସହାୟ ବ୍ୟକ୍ତିଙ୍କ ସେବା କରିବାର ଅବସର ପ୍ରାପ୍ତ ହେବ , ସାମାଜିକ ପ୍ରତିଷ୍ଠା ବଢିବ , କାରୋବାରରେ ବୃଦ୍ଧି ହେବ , ଆପଣଙ୍କ ଅଟକିଥିବା କାମ ହେବାକୁ ଲାଗିବ , କେଉଁ ଭବନ ସମ୍ପତ୍ତିର ଧନାର୍ଜନ ସାଧନ ହୋଇପାରେ, ସମୟର ସଦୁପଯୋଗ୍ କରନ୍ତୁ , ଆଳସ୍ୟରେ ନିଜ ସମୟ୍ ନଷ୍ଟ କରନ୍ତୁ ନାହିଁ ,

କୁମ୍ଭ ରାଶି : ନୁଆ ସଂବନ୍ଧ ସ୍ଥାପନ୍ କରିବା ପୁର୍ବରୁ ଗମ୍ଭୀରତାରେ ବିଚାର କରିନିଅନ୍ତୁ , ଯାତ୍ରା କାର୍ଯ୍ୟକ୍ରମ ହୋଇପାରେ , ପରିବାର ସହ ସମୟ ପ୍ରସନତା ପୁର୍ବକ ବ୍ୟତିତ ହେବ , ବିତ୍ତିୟ ସ୍ତରରେ ସ୍ଥିତି ଭଲ ରହିବ । ସାର୍ବଜନୀନ ଜୀବନରେ ମାନ ପ୍ରତିଷ୍ଠା ବଢିବ , କ୍ରୋଧ ଓ ଆବେଶରେ ଅଧିକତା ରହିବ , ରୋଗ ଏବଂ ଶତ୍ରୁ ପରାସ୍ତ ହେବେ , ଓ ଆପଣଙ୍କୁ ନୁଆ କାର୍ଯ୍ୟରେ ଲାଭ ହେବ , ପିତୃପକ୍ଷ ଓ ଆପଣଙ୍କ ଲାଭ ହୋଇପାରେ ।

ମୀନ ରାଶି : କାରୋବାରରେ ଜବରଦସ୍ତ ଲାଭ ଦେଖିବାକୁ ମିଳିବ , ପାର୍ଟି କିମ୍ବା ପିକନିକ୍ ଆନନ୍ଦ ମିଳିବ , ଶୈକ୍ଷଣିକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ , ସରକାରା ତଥା ଉପର ଅଧିକାରୀଙ୍କ କାର୍ଯ୍ୟରେ ସଫଳତା ମିଳିବ , ପରିଶ୍ରମ୍ ଅଧିକତା ରହିବ ମାନସିକ ଶାନ୍ତି ରହିବ , ଆଜି ଆପଣଙ୍କୁ ଆତ୍ମ ସମ୍ମାନ ସହ ଚିନ୍ତା ଲାଗିପାରେ ,ପ୍ରେମୀ ଜୀବନସାଥୀଙ୍କ ସହ ସମୟ୍ ବିତାଇବେ , ସରକାରୀ କାର୍ଯ୍ୟରେ ସଫଳତା ମିଳିବ , ପେଟରେ ପିଡା ହୋଇପାରେ ।

Leave a Reply

Your email address will not be published. Required fields are marked *