ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି ପିଆଜ କୁ କେଉଁ ଭଳି ବ୍ୟବହାର କରିବା ଦ୍ୱାରା ଆମ ଶରୀରକୁ ଉପଶମ ମିଳିଥାଏ, ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ସେହି ବିଷୟ ରେ କିଛି ଉପାୟ, ଏକ ଚାମଚ ପିଆଜ ରସ ଏବଂ ଏକ ଚାମଚ ଥଣ୍ଡା ପାଣି ସହିତ ଦିନ କୁ ଦୁଇ ଥର କରି ଚାରି ଦିନ ରୁ ପାଞ୍ଚ ଦିନ ପିଇଲେ, ଆପଣମାନଙ୍କ ପାଖରେ ଅର୍ଶ ସମସ୍ୟା ରହିଥିଲେ ଭଲ ହୋଇଥାଏ । ସେହିପରି ବେଳେ ବେଳେ ବନ୍ଧୁଗଣ ଏହି ପିଆଜ ରସ ଆଖିରେ ପକେଇଲେ ଆଖିର ଧଳା ଶ୍ରାବ, ଆଖି ଧରା ଭଳି ରୋଗ ସଂମ୍ପର୍ଣ୍ଣ ଭାବେ ଦୂରେଇ ଯାଇଥାଏ ଓ ଦୃଷ୍ଟି ଶକ୍ତି ମଧ୍ୟ ବଢି ଥାଏ । ସେହିପରି ବନ୍ଧୁଗଣ ତୃତୀୟ ରେ ପିଆଜ ରସ କୁ ନାକ ପୁଡା ରେ ଚିପୁଡିଲେ ନାକ ରୁ ରକ୍ତ ପଡିବା ସଂମ୍ପର୍ଣ୍ଣ ଭାବେ ବନ୍ଧ ହୋଇ ଯାଇଥାଏ ।
ସେହିପରି ଏହି ପାଆଜ କୁ ନାମ ରେ ପକାଇଲେ ହାକୁଟୀ ଏବଂ ଆଜ୍ମା ମଧ୍ୟ ବନ୍ଧ ହୋଇଥାଏ, ସେହିପରି ବନ୍ଧୁଗଣ ଆପଣମାନେ ଏହି ସବୁ ଉପାୟ କୁ କରି ପାରିବେ କି ପିଆଜ ର ମାଳ କୁ ଆପଣ ମାନେ ଘର ର ଦ୍ୱାର ଦେଶ ରେ ବାନ୍ଧିଲେ ଆପଣମାନଙ୍କ ଘର କୁ ସଂଙ୍କ୍ରମକ ରୋଗ କେବେ ବି ପ୍ରବେଶ କରିବ ନାହିଁ । ସେହିପରି ଭାବେ ବନ୍ଧୁଗଣ ଏହି ପିଆଜ କୁ ଗ୍ରୀଷ୍ମ କାଳ ରେ ନିଜର ପାଖରେ ରଖି ଦୂର ସ୍ଥାନ କୁ ଯାତ୍ରା କରିଲେ ଆପଣଙ୍କର ସବୁ କାର୍ଯ୍ୟରେ ସଫଳ ହୋଇଥାଏ ଏବଂ ଆପଣମାନଙ୍କ ପାଇଁ ଶୁଭ ହୋଇ ଥାଏ ।
ଏମିତି କି ଆପଣ ମାନେ ଗରମ ସମୟ ରେ ଏହି ପିଆଜ ରସ ର ସେବନ କରିଲେ ଆପଣମାନଙ୍କୁ ଅଂଶୁଘାତ ରୁ ବିଁ ରକ୍ଷା ମିଳେ , ସେହି ଆପଣମାନଙ୍କ ଗୋଡ ସବୁ ସମୟ ରେ ଝିମ୍ଝିମ୍ ବା କାଲୁଆ ମାରୁଥିଲେ ଆପଣମାନେ, ଏହି ପଆଜ ରସକୁ ଦଶ ଦିନ କେବଳ ସେହି ସ୍ଥାନ ରେ ଲଗାନ୍ତୁ ଦେଖିବେ ଆପଣମାନଙ୍କ ସେହି ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ ତେବେ ଆପଣମାନେ ନିଶ୍ଚିତ ଭାବେ ପିଆଜ ବିଷୟରେ ସଂମ୍ପର୍ଣ୍ଣ ଭାବେ କିଛି ନା କିଛି ତଥ୍ୟ ପାଇସାରି ଥିଲେ , ଏହି ଭଳି ପୋଷ୍ଟ ସବୁବେଳେ ପାଇବା ପାଇଁ ଏହି ପେଜ କୁ ଲାଇକ ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।