stree

ସ୍ତ୍ରୀ ଶରୀରରେ ଦୁଇଟି ଅଙ୍ଗ ଥିଲେ ମଧ୍ୟ ଜାଣିପାରିନଥିଲେ ସ୍ୱାମୀ , ଡେଲିଭରି ବେଳେ ଏମିତି ହେଲା ଖୁଲାସା |

NEWS

ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥାଏ । ଆଜି ଆମେ ଆପଣକୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣମାନେ କେବେବି ବିଶ୍ବାସ କରିବେ ନାହିଁ । ଆମେରିକାର ଉତ୍ତର କାରୋଲିନାରେ ରହୁଥିବା ଜଣେ ବର୍ଷର ବ୍ରିଟିନି ଯାଦବ ତାଙ୍କ ପୁଅକୁ ଜନ୍ମ ଦେଇଥିଲେ , ସେତେବେଳେ ସେ ବହୁତ ଗମ୍ଭୀର ସ୍ଥିତିରେ ଅଛନ୍ତି ବୋଲି ଅନୁଭବ କରିଥିଲେ । ବାସ୍ତବରେ ବ୍ରିଟିନିଙ୍କର ଦୁଇଟି ଯୌ-ନା-ଙ୍ଗ ଏବଂ ଦୁଇଟି ଗର୍ଭାଶୟ ଅଛି ।

ଆଶ୍ଚର୍ଯ୍ୟର କଥା , ଯେତେବେଳେ ସେ ନିଜ ପୁଅକୁ ଜନ୍ମ ଦେଇଥିଲେ ସେତେବେଳେ ସେ ତାଙ୍କ ଏହି ଅବସ୍ଥା ବିଷୟରେ ଜାଣିବାକୁ ପାଇଥିଲେ । ସେ ସେତେବେଳେ ଗର୍ଭବତୀ ଥିଲେ ଏବଂ ନିଜ ସନ୍ତାନକୁ ନେଚୁରାଲ ଭାବରେ ଜନ୍ମ ଦେବାକୁ ଚାହୁଁଥିଲେ । ଯଦିଓ ତାଙ୍କ ପାଇଁ ଏହା ବହୁତ ଯନ୍ତ୍ରଣାଦାୟକ ଥିଲା । ବାସୁବରେ ବ୍ରିଟିନି ତାଙ୍କ ଯୋନୀରେ ଥିବା ସେପ୍ଟେମ୍ ।

କାରଣରୁ ଏହି ସମସ୍ୟା ଭୋଗୁଥିଲେ । ଏହି ସେପ୍ଟେମ୍ ତାଙ୍କ ଯୋ-ନୀକୁ ଦୁଇଟି ବିଭାଗରେ ବିଭକ୍ତ କରୁଥିଲା । ଦୁଇଟି ଯୌ-ନଙ୍କ ଥିବା ଏହି ମହିଳାଙ୍କ ଚିକିତ୍ସା ଅବସ୍ଥାକୁ ute-rine dide-lphys କୁହାଯାଏ । ଏହା ଅତ୍ୟନ୍ତ ବିରଳ ଅବସ୍ଥା ଅଟେ । ଏହା ବ୍ୟତୀତ ବ୍ରିଟିନି ମଧ୍ୟ ତାଙ୍କ ସ୍ବାମୀଙ୍କ ସହ ସମ୍ପର୍କ ଥିବାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଏହା ସହିତ ବ୍ରିଟାନି ମଧ୍ୟ କହିଛନ୍ତି ଯେ ମୁଁ ଡାକ୍ତରଙ୍କ ପାଖକୁ ଯାଇ ସେମାନଙ୍କୁ କହିଥିଲି ଯେ ମୋ ସ୍ବାମୀଙ୍କ ସହ ଶା-ରୀ-ରି-କ ସମ୍ପର୍କ ସ୍ଥାପନ କରିବାବେଳେ ମୁଁ ବହୁତ ଯନ୍ତ୍ରଣା ଅନୁଭବ କରୁଛି । ଯଦିଓ ଡାକ୍ତରମାନେ ମୋତେ ଅଣଦେଖା କରି କହିଲେ ଯେ ମୋର ସମ୍ପର୍କ ରଖୁବା ପୂର୍ବରୁ ମୋତେ ଆରାମ କରିବାକୁ ପଡ଼ିବ , ଡାକ୍ତରଙ୍କ ଏହି କଥାରୁ ମୁଁ ଜାଣିବାକୁ ପାଇଲି ମୋର କେଉଁଠି ଗୋଟେ ସମସ୍ୟା ରହିଛି ।

ଉଲ୍ଲେଖନୀୟ କଥା ହେଉଛି କି ଯେପର୍ଯ୍ୟନ୍ତ ଝିଅ ମାନେ ସେମାନଙ୍କ ବ୍ୟକ୍ତିଗତ ଅଂଶରେ ଯନ୍ତ୍ରଣା କିମ୍ବା ଅସ୍ବାଭାବିକ ଋତୁସ୍ରାବର ଅଭିଯୋଗ କରିନାହାନ୍ତି ସେ ପର୍ଯ୍ୟନ୍ତ ଅନେକ ଝିଅ ମାନେ ଏହି ଗର୍ଭାଶୟ didelphys ବିଷୟରେ ଜାଣନ୍ତି ନାହିଁ ।ମାତ୍ର ଏହି ସମୟରେ , ଅନେକ ମହିଳା ସମ୍ପର୍କ କିମ୍ବା ପ୍ରସବ ସମୟରେ ଏହି ଅବସ୍ଥା ବିଷୟରେ ଜାଣିବାକୁ ପାଇଥାନ୍ତି ।

ତଥାପି , ଅନେକ ମହିଳାମାନଙ୍କୁ ଏହି ଅବସ୍ଥାର କୌଣସି ଲକ୍ଷଣ ଦେଖାଯାଏ ନାହିଁ । ବ୍ରିଟାନି କହିଛନ୍ତି ଯେ ମୋର ଏହି ଅବସ୍ଥା ଜନ୍ମଗତ ଦୋଷ ବୋଲି କୁହାଯାଉଛି । କିନ୍ତୁ ଏହା ଅତ୍ୟନ୍ତ ଆଶ୍ଚଯ୍ୟ କଥା ଯେ ଅନେକ ଡାକ୍ତର ଗର୍ଭାଶୟର ଏପରି ଅସ୍ବାଭାବିକତା ବିଷୟରେ ଜାଣି ନାହାଁନ୍ତି । ସେଥପାଇଁ ମୋତେ ନିଜେ ମୋ ଅବସ୍ଥା ବିଷୟରେ ଗବେଷଣା କରିବାକୁ ପଡିଲା ଏବଂ ମୋର ସମାନ ଅବସ୍ଥା ସହିତ ସଂଘର୍ଷ କରୁଥିବା କିଛି ମହିଳାଙ୍କ ସହ ମଧ୍ୟ କଥା ହେବାକୁ ପଡିଥିଲା ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି , ବ୍ରିଟିନି ବର୍ତ୍ତମାନ ଟିକଟକରେ ଭିଡିଓ କରି ତାଙ୍କର ଏହି ଅବସ୍ଥା ବିଷୟରେ ଲୋକଙ୍କୁ ସଚେତନ କରାଉଛନ୍ତି । ବ୍ରିଟିନିଙ୍କ ଏହି ଭିଡିଓ ଦେଖୁବା ପରେ ଜଣେ ବ୍ୟକ୍ତି ତାଙ୍କ ସହ କଥା ହୋଇଥିଲେ ଓ ସେ ମଧ୍ୟ ତାଙ୍କ ପତ୍ନୀଙ୍କର ଏହି Ute-rus dide-lphys ଥିଲା ବୋଲି କହିଥିଲେ ।

ବ୍ରିଟାନି ଆହୁରି କହିଛନ୍ତି ଯେ ଏହି ବ୍ୟକ୍ତି ମୋତେ କହିଲେ ଯେ ଅସ୍ତ୍ରୋପଚାର ସମୟରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇ ଥିବା ବେଳେ ତାଙ୍କ ଛୁଆଟିର ମଧ୍ୟ ମୃତ୍ୟୁ ହୋଇଥିଲା । ଆଉ ଏହା ଶୁଣି ବ୍ରିଟିନି ବହୁତ ଦୁଃଖ ପ୍ରକାଶ କରିଥିଲେ ବୋଲି କହିଛନ୍ତି ।ଏଭଳି ଅଧିକ ଦେଶ ଦୁନିଆ ଖବର ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।

Leave a Reply

Your email address will not be published. Required fields are marked *