କୁହାଯାଏ ପ୍ରେମ ସତ୍ୟ , ଶାଶ୍ବତ ଓ ଚିରନ୍ତନ । ଯିଏ ଯାହାକୁ ପ୍ରେମ କରେ ଏହା ତା ଜୀବନର ଏକ ସୁନ୍ଦର ଅନୁଭବ ହୋଇଥାଏ । କେତେବେଳେ ଯୁବପିଢି ପ୍ରେମରେ ପଡିଯାଆନ୍ତି , ସେମାନେ ଜାଣିପାରନ୍ତି ନାହିଁ ।
ମାତ୍ର ଯଦି ଆପଣ ସାଇଟ୍ ଲଭ କରୁଛନ୍ତି ତେବେ ସତର୍କ ରହିବା ଆବଶ୍ୟକ । କାରଣ ଏଥିରେ ନିରାଶ ହେବାର ସମ୍ଭାବନା ଅଧୁକ ଥାଏ ।ଯେଉଁ କାରଣରୁ ଆପଣ ଭାଙ୍ଗିପଡ଼ିପାରନ୍ତି ଓ ଏହା ଆପଣଙ୍କ ଜୀବନ ପ୍ରତି ଅଧୁକ ବିପଦଜ୍ଜନକ ହୋଇପାରେ । ତେଣୁ କିଛି କଥା ଉପରେ ଧ୍ୟାନ ରଖୁବା ଉଚିତ୍ ।
ପ୍ରଥମତଃ ଯଦି କାହାକୁ ଏକତରଫା ପ୍ରେମ କରୁଛନ୍ତି ଏବଂ ପ୍ରକାଶ କରିବା ମାତ୍ରେ ଯଦି ପାର୍ଟନର କହୁଛନ୍ତି ଆମେ ଭଲ ବନ୍ଧୁ ବୋଲି , ତେବେ ଏଥିରୁ ବୁଝି ଯାଆନ୍ତି ଯେ ସେ ତୁମକୁ ଭଲ ପାଉନାହାଁନ୍ତି । ଏହି କ୍ଷେତ୍ରରେ ଆପଣ ତାଙ୍କ କଥାକୁ ସମ୍ମତି ଦେଇ ତାଙ୍କ ସହିତ ବନ୍ଧୁତାକୁ ଆଗେଇ ନିଅନ୍ତୁ । ଭବିଷ୍ୟତରେ ଏହା ପ୍ରେମର ରୂପ ନେବାରେ ଅଧୁକ ସମ୍ଭାବନା ଥାଏ । ଯେତେବେଳେ ପାର୍ଟନର ସହ କଥାବା ର୍ କରିବାକୁ ଚେଷ୍ଟା କରି ମଧ୍ୟ କୌଣସି ପ୍ରତିକ୍ରିୟା ମିଳୁନାହିଁ । ସେଠାରେ ଆପଣ ରହିଯିବା ଉଚିତ୍ । ବାରମ୍ବାର ଚେଷ୍ଟା କରି ତାଙ୍କୁ ଚିଡାନ୍ତୁ ନାହିଁ ।
ଆପଣ ଚାହିଁଲେ ଆପଣଙ୍କ ମନ କଥା ସ୍ମାର୍ଟସଆପ ସ୍ବାଟସ୍ର ମଧ୍ୟ ଦେଇପାରିବେ । ପାର୍ଟନର ବନ୍ଧୁ ଭାବି ଯାହା କହିବେ , ତାଙ୍କ କଥା ଓ ପସନ୍ଦ ଅନୁସାରେ କର୍ଯ୍ୟ କରନ୍ତୁ । କେବେ ତାଙ୍କ ଉପରେ ବିରକ୍ତ ହୁଅନ୍ତୁ ନାହିଁ । ଏସବୁ ଦିଗ ଉପରେ ଧ୍ୟାନ ରଖୁଲେ ଭବିଷ୍ୟତରେ ଆପଣଙ୍କ ଏକତରଫା ପ୍ରେମ ଦୁଇତରଫା ହେବାର ସମ୍ଭାବନା ଅଧିକ ଥାଏ।
ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।