Thursday, September 23, 2021
sasura

ବୋହୁକୁ ନେଇ ଶ୍ବଶୁର ଫେରାର୍ , ଅନେକ ବର୍ଷ ପରେ ଛୁଆକୁ ନେଇ ଉଭୟ ଘରକୁ ଫେରି କଲେ ଏମିତି କାମ |

RASIPHALA

ବୋହୁକୁ ନେଇ ଶ୍ବଶୁର ଫେରାର୍ , ଅନେକ ବର୍ଷ ପରେ ଛୁଆକୁ ନେଇ ଉଭୟ ଘରକୁ ଫେରି କଲେ ଏମିତି କାମ |ଆପଣ ମାନେ ପ୍ରେମକୁ ନେଇ ସମାଜ ସହିତ ଲଢୁଥିବା ଅନେକ ଯୋଡ଼ିକୁ ଦେଖୁବେ । ହେଲେ ଉତ୍ତରପ୍ରଦେଶର ବଦାୟରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ଶ୍ବଶୁରକୁ ତାର ବୋହୁ ଏତେ ପସନ୍ଦ ଆସିଲା ଯେ , ତାକୁ ନେଇ ଫେରାର୍ ହୋଇଯାଇଛି ।

ଏଥିରେ ବୋହୁ ବି ସହମତି ପ୍ରକାଶ କରିଛି ।ଆଉ ଫେରାର୍ ହେବାର ଅନେକ ବର୍ଷ ପରେ ଗୋଟିଏ ଦୁଇ ବର୍ଷର ଛୁଆକୁ ନେଇ ଦୁହେଁ ଘରକୁ ଫେରିଛନ୍ତି । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ , ଏହି ମାମଲା ବଦାୟୁର ବିସୌଲୀ କୋଲୀ ଅଞ୍ଚଳରୁ ଆସିଛି । ମହିଳାଙ୍କ ବିବାହ ୨୦୧୬ରେ ହୋଇଥିବା ବେଳେ ସେ ସମୟରେ ସେ ନାବାଳିକା ଥିଲେ ।

ବିବାହ କରି ଆସିବା ପରେ ଶ୍ବଶୁର ନିଜ ବୋହୁକୁ ପ୍ରେମ କରି ବସିଲେ । ସେ ସମୟରେ ବୋହୁ ଓ ପୁଅ ମଧ୍ୟରେ ଝଗଡ଼ା ଦେଖା ଦେଇଥିଲେ । ଯାହାପରେ ବୋହୁ ଜଣକ ଶ୍ଵଶୁରଙ୍କ ଆଡ଼କୁ ଢ଼ଳିବାରେ ଲାଗିଥିଲେ । ଏମିତି କିଛି ଦିନ ବିତିବାପରେ ଉଭୟ ଶ୍ବଶୁର ବୋହୁ ବିବାହ କରିବା ନେଇ ନିଷ୍ପତି ନେଲେ । ତେଣୁ ସ୍ବାମୀଙ୍କ ଠାରୁ ମହିଳା ଜଣକ ଛାଡପତ୍ର ନେଇଥିଲେ ଓ ନିଜ ଇଚ୍ଛାରେ ଶ୍ବଶୁରଙ୍କ ସହିତ ବିବାହ କଲେ ।

ଶ୍ଵଶୁରଙ୍କ ବୟସ ୪୫ ବର୍ଷ ହୋଇଥିବା ଜଣାପଡ଼ିଛି । ତେବେ ବିବାହର ଅନେକ ବର୍ଷ ପରେ ସେମାନେ ଗୋଟିଏ ଦୁଇ ବର୍ଷର ଛୁଆକୁ ନେଇ ଘରକୁ ଫେରିଥିଲେ । ଉକ୍ତ ଛୁଆକୁ ସେମାନେ ପୋଷ୍ୟ ଭାବେ ଗ୍ରହଣ କରିଥଲେ ।

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Leave a Reply

Your email address will not be published. Required fields are marked *