ଏହି ସମଗ୍ର ପୃଥିବୀରେ ମନୁଷ୍ୟ ମାନଙ୍କର ସେକ୍ସ କରିବାର ପ୍ରକ୍ରିୟା ସମସ୍ତ ଜୀଵ ମାନଙ୍କ ଠାରୁ ସମ୍ପୂର୍ଣ ଅଲଗା ପ୍ରକାରର।ସେଥିପାଇଁ ଆମେ ମାନେ ସମସ୍ତ ଜୀବ ଜନ୍ତୁଙ୍କ ଠାରୁ ଅଲଗା।ସେଥିପାଇଁ ମନୁଷ୍ୟକୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଇଛି।ମନୁଷ୍ୟ ମାନଙ୍କର ସେକ୍ସ କରିବାର ପ୍ରକ୍ରିୟା କେବଳ ମଜା ପାଇବା ପାଇଁ କଟାଯାଇ ଥାଏ।ଏହି ସେକ୍ସ କରିବା ଦ୍ୱାରା ଆମ ମାନଙ୍କର ମଧ୍ୟ ବିଭିନ୍ନ ପ୍ରକାରର ସୁବିଧା ହୋଇଥାଏ।ଏହି ସେକ୍ସ କରିବା ଦ୍ୱାରା ଆମ ମାନଙ୍କର କନଫିଡେନ୍ସ ବଢିଥାଏ।ଆପଣ ମାନେ ଜାଣି ଥିବେ ବ୍ୟକ୍ତିଟିଏ ସୁସ୍ଥ ରହିବାକୁ ହେଲେ ତାକୁ କେବଳ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଲେ ଜଣେ ବ୍ୟକ୍ତି ସୁସ୍ଥ ରହିପାରିବ ନାହିଁ।ସୁସ୍ଥ ରହିବାକୁ ହେଲ ଆମକୁ ପ୍ରଥମେ ଆମର ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ ରହିବାକୁ ପଡିବ।ଯଦି ଆପଣ ଶାରୀରିକ ସ୍ତରରେ ଫିଟ ରହିବାକୁ ଚାହିଁବେ ତେବେ ଆପଣ।ସେକ୍ସ ଦ୍ୱାରା ହିଁ ତାହା ସମ୍ଭବ ହୋଇଥାଏ।ତେଣୁ ଆମ ମାନଙ୍କ ସୁସ୍ଥ ଜୀବନ ପାଇଁ ସେକ୍ସ କରିବା ବହୁତ ମାତ୍ରାରେ ଆବଶ୍ୟକ।ଯଦି ଆପଣ ନିଜ ଜୀବନରେ ସେକ୍ସ କରୁନାହାନ୍ତି ତେବେ ଆପଣଙ୍କର ଶରୀର ଉପରେ ବହୁତ ଖରାପ ପ୍ରଭାବ ପଡିବ।
ମନେକର ଆମର କୌଣସି ପ୍ରକାରେ ମନ ଭଲ ନାହିଁ ଯଦି ଆମେ କିଛି ଖାଦ୍ୟ ଖାଉଛୁ ତାହେଲେ କଣ ହେବ ନା ଆମର ଠିକ ଭାବରେ ହଜମ ପ୍ରକ୍ରିୟାଟି ହୋଇପାରି ନଥାଏ।ଆପଣ ମାନେ ଭଲ ଖାଦ୍ୟ ଖାଉଛନ୍ତି କିନ୍ତୁ ଆପଣଙ୍କର ମନ ଅଶାନ୍ତି ଅଛି।ତାହେଲେ ଆପଣଙ୍କୁ ଯେଉଁ ଶକ୍ତିଟା ଖାଦ୍ୟରୁ ମିଳିବା କଥା ତାହା ମିଳିପାରି ନଥାଏ।ଯଦି ମନ ଭଲ ଅଛି ତାହେଲେ ଆପଣ ଯାହା ଖାଦ୍ୟ ଖାଇଲେବି ଆପଣଙ୍କକୁ ଭଲ ଲାଗିଥାଏ।ତେଣୁ ଆପଣ ସୁସ୍ଥ ରହିବାକୁ ଚାହିଁଲେ ନିଜର ମନକୁ ପ୍ରଥମେ ଭଲରେ ରଖିବାକୁ ଚେଷ୍ଟା କରନ୍ତୁ।ଏହି ଶାରୀରିକ ସମ୍ପର୍କ ଦ୍ୱାରା ଆମର ମନଟି ଖୁସି ପାଇଥାଏ।ଏହି ସେକ୍ସ କରିବା ଦ୍ୱାରା ବ୍ୟକ୍ତିଟିର ଶାରୀରିକ ସ୍ତରରେ ଏକ ପ୍ରକାରର ବ୍ୟାୟାମ ହୋଇଥାଏ।ସେକ୍ସ କରିବାକୁ ମଧ୍ୟ ଶ୍ରେଷ୍ଠ ବ୍ୟାୟାମ ବୋଲି କୁହାଯାଏ।ଯଦି ଆପଣଙ୍କର ମନ ଭଲ ଅଛି ତେବେ ସେକ୍ସ କରିବା ଦ୍ୱାରା ଆପଣଙ୍କର ଉପରେ କେବେବି ଖରାପ ପ୍ରଭାବ ପଡିବ ନାହିଁ।ଆପଣ ମାନେ ମନେରଖିବା ଉଚିତ ଯେ ସେକ୍ସ କରିବା ପୂର୍ବରୁ ଆମକୁ ପ୍ରଥମେ ଆମ ମାନଙ୍କର ବୟସ ପ୍ରତି ବହୁତ ମାତ୍ରାରେ ଧ୍ୟାନ ରଖିବା ଉଚିତ।
ଯଦି ଆମ ମାନଙ୍କର ବୟସ ସୀମା ବହୁତ ମାତ୍ରାରେ ଠିକ ନଥାଏ ତେବେ ଏହି ସେକ୍ସ କରିବା ସମୟରେ ଅନେକ ଯନ୍ତ୍ରଣା ଅନୁଭବ ହୋଇଥାଏ।ଏବଂ ଏହା ଅସନ୍ତୁଳିତ ଯୌନ ସମ୍ପର୍କ ମଧ୍ୟ ହୋଇଥାଏ।ତାପରେ କଣ ହୁଏ ନା ଦୁଇଜଣ ଲାଇଫ ପାଟନରଙ୍କର ମଧ୍ୟରେ ମାନସିକ ଯନ୍ତ୍ରଣା ଆସିଥିବା ବେଳେ ଅନ୍ୟଜଣଙ୍କର ଶାରୀରିକ ଯନ୍ତ୍ରଣା ସ୍ୱାଭାବିକ ଭାବରେ ଆସିଥାଏ।ତେଣୁ ଏଠାରେ ଆମକୁ ପ୍ରଥମେ ସୁସ୍ଥ ଭାବରେ ରହିବା ଦରକାର।ମନେକର ଧରି ନିଅନ୍ତୁ ଆମର ଯେତିକି ଝାଳ ନିର୍ଗତ ହେବା କଥା ଯଦି ଆମର ଶରୀରରୁ ଝାଳ ନିର୍ଗତ ହେଉ ନାହିଁ ତାହେଲେ ଆମକୁ ବିଭିନ୍ନ ପ୍ରକାରର ରୋଗ ହେବାର ସମ୍ଭାବନା ରହିଥାଏ।ଏହା ଠାରୁ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ଯଦି ଆମର ଜୀବନରେ ଠିକ ପରିମାଣରେ ଧାତୁ ନିର୍ଗତ ହେଉନାହିଁ।ତେବେ ଆମେ ଶାରୀରିକ ସ୍ତରରେ ବହୁତ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।ତେଣୁ ଆମର ସୁସ୍ଥ ଜୀବନ ପାଇଁ ସେକ୍ସ କରିବା ଅତ୍ୟନ୍ତ ଆବଶ୍ୟକ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।