ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବହୁତ ସମୟରେ ବହୁତ ଲୋକ ମାନେ ଏମିତି ଭାବନ୍ତି କି ସ୍ତ୍ରୀ ମୋର ଭର୍ଜିନ୍ ନାହିଁ ତ ମୁଁ କଣ କରିବି । ଆମେ ଜାଣିଛୁ ଆପଣ ମାନେ କେବେ ନା କେବେ ଏମିତି କିଛି ଭାବି ଥିବ । ବନ୍ଧୁ ମାନଙ୍କ ସହିତ ଆପଣ ମାନେ ଏମିତି କଥା ହୁଅନ୍ତି କି ଆପଣ ମାନେ ଚତୁର୍ଥି ରାତିରେ ସ୍ତ୍ରୀ ର ବ୍ଲିଡିଂ ହେଲା ନାହିଁ । ତେବେ ଆପଣ ମାନେ କଣ କରିବେ । ମାନେ ଯଦି ସିଲ୍ ଖୋଲା ହୋଇ ଥିବ ତେବେ ଆପଣ କଣ କରିବେ । ତେବେ ଏଠାରେ ଜିଏ ଜାହାର ପୟଣ୍ଟ କୁ ରଖିବା ମାନି ନିଅ କି ଆପଣ ମାନେ ନିଜ ବାପା ମାଆ ଙ୍କ କଥା ରେ ଆରେଞ ମେରେଜ୍ କରିଲ । ଏବଂ ମେରେଜ୍ ର 4 ରୁ 5 ଦିନ ଆଗରୁ ଆପଣ ତାଙ୍କୁ ଜାଣନ୍ତି । ପରେ ଫାଷ୍ଟ ନାଇଟ୍ ରେ ବ୍ଲିଡିଂ ହେଲା ନାହିଁ । ତେବେ ସେଠାରେ ଭାବ କି ସେହି ଝିଅ ଭର୍ଜିନ୍ ନାହିଁ । ମାନେ ଆଗରୁ କାହା ସହିତ ରିଲେସନ ରେ ରହିଛି ।
ଏମିତି ରେ ଆପଣ ମାନଙ୍କ କଥା ସଂମ୍ପର୍ଣ୍ଣ ଭୁଲ ଅଟେ , କାରଣ କେବଳ ଶାରୀରିକ ସମ୍ପର୍କ ନୁହେଁ ବିଭିନ୍ନ କାର୍ଯ଼୍ୟ କଲେ ଭର୍ଜିନିଟ ଲସ ହୋଇଯ଼ାଏ , ଯେମିତିକ ବେଡମିଣ୍ଟନ ଖେଳିଲେ , ଦୌଡା ଦୋଡି କଲେ ଲସ ହୋଇ ଥାଏ , ଏମିତି ବହୁତ ପରିଶ୍ରମୀ କାମ ଗୁଡିକୁ କଲେ ବି ଆପଣ ମାନଙ୍କର ଭର୍ଜିନିଟି ଲସ୍ ହୋଇ ଥାଏ । ହେଲେ ଯଦି କୈଣସି ଲୋକ ଙ୍କ ସହିତ ଶାରିରୀକ ସଂମ୍ପର୍କ ରଖିଛନ୍ତି ତେବେ କଣ ହେବ । ଆଜିର ସମୟ ରେ ସମସ୍ତେ ଏହି କଥା କୁ ହିଁ ଭାବି ଥାନ୍ତି ଯଦି ଚତୁର୍ଥି ରାତି ରେ ବେଡ୍ ଲାଲ୍ ରଙ୍ଗ ହୋଇ ଗଲା ତେବେ ହିଁ ଜାଣନ୍ତୁ ଏହା ଅସଲ ବର୍ଜିନିଟି ଏହି କଥା କୁ ସବୁ ଲୋକ ମାନେ ଭାବି ଥାନ୍ତି ।