basha

ବର୍ଷଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର, ସାମ୍ନାକୁ ଆସିଲା ଅନୁଭବଙ୍କ ଘର ଭିତର ର ଭିଡିଓ ।

NEWS

ହାଏ ସାଙ୍ଗମାନେ ଆପଣମାନେ ସମସ୍ତେ ତ ଜାଣିଥିବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଉଭୟ ନିଜ ସହମତିରେ ପ୍ରେମ ବିବାହ କରିଥିଲେ । ବିବାହ ପରଠାରୁ ଏବେ ପର୍ଯନ୍ତ ସେମାନେ ପରସ୍ପର ଠାରୁ ଦୂରେଇ ରହିଛନ୍ତି । ଆଉ କୁହା ଯାଉଥିଲା କି ଓଲିଉଡ ଜଗତର ସବୁଠୁ ଭଲ ଯୋଡି ହେଉଛନ୍ତି ଏହି ଦୁଇଟି ଯୋଡି । ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଉଭୟଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା ଏବଂ ଉଭୟ ମଧ୍ୟ ମିଶି ଚଳଚିତ୍ର ଜଗତକୁ ବହୁତ ଭଲ ଭଲ ଚଳଚିତ୍ର ମଧ୍ୟ ଓଲିଉଡ ଜଗତକୁ ଭେଟି ଦେଇଛନ୍ତି ।ଆପଣମାନେ ଜାଣିଥିବେ ଆମ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଏବେ ବିବାଦ ଚାଲିଛି ।ଆଉ ଏବେ ବହୁତ ଶୀଘ୍ର ସେମାନେ ଦୁଇଜଣ ବହୁତ ଜଲ୍ଦି ଅଲଗା ହବାକୁ ମଧ୍ୟ ଯାଉଛନ୍ତି । ଏହାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ଓ ଏହାକୁ ନେଇ ଅନୁଭବ ମହାନ୍ତି ହାଇକୋର୍ଟ ରେ ପିଟିସନ ଦାଖଲ କରିସାରିଛନ୍ତି ।

barsha

ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଉଭୟ ଙ୍କ ବିବାହ କୁ ପ୍ରାୟତଃ ଛଅ ବର୍ଷ ପୁରୀ ସାରିଲାଣି ମଧ୍ୟ ଦୁଇଜଣ ଅଲଗା ହେବାକୁ ଯାଉଛନ୍ତି । ଏହାର ମୁଖ୍ୟ କାରଣ ଏମାନଙ୍କ ବିବାହର ଛଅ ବର୍ଷ ହେଲେ ମଧ୍ୟ ଏମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନଥିଲା । ତଥାପି ତାଙ୍କର ବିବାଦ ଥମି ନାହିଁ ଓ ତାପରେ ତାଙ୍କ ବିବାଦରେ ଆସିଛି ଏକ ନୂଆ ମୋଡ଼ । ଅନୁଭବ ଙ୍କର ମା ବର୍ଷା ପ୍ରିୟଦର୍ଶିନୀ ଙ୍କ ନାମରେ ଦେଇଛନ୍ତି ଏତଲା ।ତାର ପ୍ରତି ଉତ୍ତର ରଖି ବର୍ଷା ପ୍ରିୟଦର୍ଶିନୀ ଆଣିଛନ୍ତି ଏକ ପାଲଟା ଅଭିଯୋଗ, ତାହା ଆଜି ଆମେ ଜାଣିବା ଯେ କଣ ରହିଛି ବର୍ଷା ଙ୍କ ପାଲଟା ଅଭିଯୋଗ । ଆଜି ଆପଣମାନେ ଜାଣିବେ ଯେ କଣ ରହିଛି ବର୍ଷା ଙ୍କ ପାଲଟା ଅଭିଯୋଗ । ଆପଣମାନେ ଜାଣିଥିବେ ଯେ ଅନୁଭବ ଙ୍କ ମା ଯେ ହେଉଛନ୍ତି ମଧୁସ୍ମିତା ମହାନ୍ତି, ବର୍ଷା ଙ୍କ ନାମରେ ପୁରିଘାଟ ଥାନାରେ ଏତଲା ଦେଇଛନ୍ତି । ଅନୁଭବ ଙ୍କ ମା ମଧୁସ୍ମିତା ମହାନ୍ତି ଙ୍କ କହିବା ଅନୁଯାୟୀ ସେ ବର୍ଷା ଙ୍କୁ ଦଶ ଦିନ ହେବ ତାଙ୍କ ବାପଘରକୁ ପଠାଇବାକୁ ଚାହୁଁଛନ୍ତି ହେଲେ, ବର୍ଷା ତାଙ୍କ ବାପ ଘରକୁ ଜୀବାକୁ ଜମା ରାଜି ହେଉନାହାନ୍ତି । ଆଉ ତାଙ୍କ କଥାରେ କୌଣସି ଉତ୍ତର ରଖିନାହାଁନ୍ତି ।

ଅନୁଭବ ମହାନ୍ତି ଙ୍କ ମା ଙ୍କ ଅଭିଯୋଗ ଅନୁଯାଇ ଅନୁଭବ ଙ୍କ ଘର ପ୍ରାୟ ୬୦ (ଷାଠିଏ) ବର୍ଷ ର ଘର ଅଟେ । ଘରର ମରାମତି ବର୍ତ୍ତମାନ ସମୟରେ ଆବଶ୍ୟକ ଅଟେ ଏପରିକି କି ଘରର ପାଇଖାନା ଟାଙ୍କି ଖରାପ ଥିବା ହେତୁ ତାର ମରାମତି ପାଇଁ ମିସ୍ତ୍ରୀ ଙ୍କ ସହିତ କଥା ହୋଇଥିଲେ । ଆଉ ସେ ପାଇଖାନା ଟାଙ୍କି ର ମରାମତି ପାଇଁ ଦଶ ଦିନ ଲାଗିବ ବୋଲି ମଧ୍ୟ କହିଥିଲେ । ଆଉ ସେଥିପାଇଁ ସେ ବର୍ଷା ଙ୍କୁ ନିଜ ବାପଘରକୁ ଯିବାକୁ କହିଥିଲେ । ଆଉ ବର୍ଷା ଏହାର ପ୍ରତି ଉତ୍ତର ରେ କୌଣସି ବକ୍ତବ୍ୟ ରଖି ନଥିଲେ । ଆଉ ସେଠି ନିମନ୍ତେ ଅନୁଭବ ଙ୍କ ମା ବର୍ଷା ଙ୍କ ବିରୁଦ୍ଧରେ ପୁରୀ ଘାଟ ଥାନା ରେ ଏତଲା ଦେଇଛନ୍ତି ।

anubha

ଆଉ ବର୍ତ୍ତମାନ ସମୟରେ ଯାହା ଶୁଣିବାକୁ ଆସିଛି ବର୍ଷା ତାଙ୍କ ଶାଶୁଙ୍କ ଏତଲା ବିରୁଦ୍ଧରେ ଏକ ପାଲଟା ଉତ୍ତର ରଖିଛନ୍ତି । ଆଉ ସେହି ପାଲଟା ଉତ୍ତରରେ କହିଛନ୍ତି ଅନୁଭବ ଙ୍କ ଘର ଲୋକ ତାଙ୍କୁ ଘରୁ ବାହାର କରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି । ତେବେ ଦେଖାଯାଉ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଉଭୟଙ୍କ ଏହି କେଶ କେଉଁ ମୋଡ଼ ନେଉଛି ଓ କେଉଁ ମୋଡରେ ପହଁଚୁଛି ।

Leave a Reply

Your email address will not be published. Required fields are marked *