rasi

20 ସେପ୍ଟେମ୍ବର 2021,ଆଜିର ରାଶିଫଳ – କେମିତି କାଟିବ ଆଜି ଆପଣଙ୍କ ଦିନ – ଏହି ୭ଟି ରାଶି ପାଇବେ ଭଲ ଖବର

RASIPHALA

ମେଷ ରାଶି : ଆଜିର ଦିନ ଆରମ୍ଭରୁ ଶୁଭ ସମାଚାର ମିଳିବ , କ୍ୟାରିୟରରୁ ଆପଣଙ୍କର ବୃଦ୍ଧି ସୁନିଶ୍ଚିତ ହେବ । ପାଠ ପଢାର ପାଇଁ ସମୟ ବଢିଆ ଅଛି , ତୀର୍ଥ ଯାତ୍ରାର ଯୋଗ ହେଉଛି , ଶୁଭ କାର୍ଯ୍ୟରେ ଧନ ବ୍ୟୟ ହେବ , ଉନ୍ନତିର ଶୁଭ ସମାଚାର ହେବ , ଆଜି ପାରିବାରିକ କାମ ପୁରା କରିବାର ସବୁ ସଦସ୍ୟଙ୍କର ସହଯୋଗ ପ୍ରାପ୍ତ ହେବ , ବିଦେଶ ସ୍ଥିତ ସ୍ନେହଜନ ସମାଚାର ମିଳିବାର ଆନନ୍ଦ ହେବ , ନିଜ ଗୁରୁଙ୍କୁ କିଛି ଗିଫ୍ଟ କର , ଆପଣଙ୍କୁ ସବୁ ଅସୁବିଧା ନିବାରଣ ହେବ

ବୃଷ ରାଶି : ଆଜି କେଉଁ ବଡ ଅର୍ଡର ମିଳିପାରେ , ପ୍ରୟାସ ଓ ସତର୍କତା ରୁ କାର୍ଯ୍ୟରେ ସଫଳତା ମିଳିବ , ନିଜ ସହଯୋଗ ଦେବେ , ଚିନ୍ତା ଦୁର ହେବ , ମନ ପ୍ରସନ୍ନ ରହିବ , ଆଜି ଆପଣଙ୍କୁ ସୁଖ ସୁବିଧା କମି ହୋଇପାରେ , ଆଜି ଦିନରେ ବିତ୍ତିୟ କାର୍ଯ୍ୟରେ ଫାଇଦା ପାଇବେ , ଆପଣ ଅସୀମ ଦୌଲତର ମାଲିକ ହୋଇପାରନ୍ତି , ଆୟର ସ୍ରୋତ ବାହାରିବ , ବିନା କେଉଁ ଖର୍ଚ୍ଚରେ ନିଜ ବନ୍ଧୁଙ୍କର ମନୋରଞ୍ଜନ କରିବେ , ଆପଣଙ୍କ କେଉଁ ସହପାଠି ଆପଣଙ୍କୁ ନିଜ କଥା ସେୟାର୍ କରିବ ।

ମିଥୁନ ରାଶି : ଶିକ୍ଷାରେ ଆସୁଥିବା ବାଧା ଦୁର ହେବ , ଆଜି ଆପଣଙ୍କର ଜିବନରେ ନୁଆ ଆୟାମ ଅନୁଭବ ହେବ , ରଚନାତ୍ମକ ଓ ସଂବେଦନଶୀଲତା କୁ ନେଇ ମନରେ ଖୁସି ଆସିବ , ବ୍ୟବସାୟିକ କାର୍ଯ୍ୟରେ କିଛି ଅନାବଶ୍ୟକ ଚିନ୍ତା ଆସିପାରେ , ଯାହାର କାରଣରୁ ମନ ଟିକେ ବିଚଳିତ ହେବ , ଆଜି କିଛି ବିତ୍ତିୟ ସମସ୍ୟାଗୁଡିକ ଆପଣଙ୍କୁ ଚିନ୍ତିତ କରିପାରେ , ବହୁତ ଦିନରୁ ଅଟକିଥିବା କାମ ପୁରା ହେବ ।

କର୍କଟ ରାଶି : ଆଜି ବ୍ୟର୍ଥ ଝଗଡାରେ ନ ପଡିବା ଭଲ , ଆପଣଙ୍କ ଠାରୁ ଅଧିକା ବୟସ୍କ ବ୍ୟକ୍ତି ଆପଣଙ୍କ ଆଡକୁ ଆକର୍ଷିତ ହୋଇପାରେ,  ନିଜ ଭାବନାରେ କାହାକୁ ଦୋଷ ଦେବେ ନାହିଁ , ବିତ୍ତିୟ ସ୍ଥିତିରେ ସୁଧାର ଆସିବ , କିନ୍ତୁ ସାବଧନତାରେ ଭାବିବାପରେ ସଂପତ୍ତିର ନିବେଶ କରିବେ , ଆଧ୍ୟାତ୍ମିକ ଗତିବିଧିଗୁଡିକ ଆକର୍ଷିତ ହେବେ , ନିଜ ବାଣୀରେ ସଂଜମତା ରଖନ୍ତୁ , ଅଧିକାର ପୁର୍ବକ ନିର୍ଣ୍ଣୟ ନେବାରେ , ଓ କାମ କରିବାର ସମୟ ଅଛି , କେଉଁ କଥାରେ ପଛ ଘୁଞ୍ଚା ଦେବେ ନାହିଁ ।

ସିଂହ ରାଶି : ଆଜି ଆପଣଙ୍କର ପୁରୁଣା କରଜ ସମସ୍ୟା ଆସିପାରେ , ସଫଳତା ପାଇବେ , ସଂମ୍ପର୍କ ସ୍ଥାପନ୍ କରିବେ , କିଛି ପ୍ରଭାବଶାଳୀ ଲୋକ ଦେଖାଦେବେ , ବନ୍ଧୁଙ୍କ ସହ କେଉଁ ଖାସ୍ କଥାରେ ଆଲୋଚନା କରିବେ , କିଛି ସିଖିବାକୁ ମିଳିବ , ଭୌତିକ ସୁଖ ଓ ଅଧିକା ପ୍ରେସର ରହିବ , ଖର୍ଚ୍ଚ ବଢିବାର ଆଶଙ୍କା ଅଛି , ସ୍ୱାସ୍ଥ୍ୟର ମାମଲାରେ ଆପଣ ଫିଟ୍ ରହିବେ , କାରୋବାରୀଙ୍କର ବିଶେଷ ଲାଭ ହେବ , ସାମାଜିକ ସ୍ତରରେ ଆପଣଙ୍କର ମର୍ଯ୍ୟଦା ବଢିବ ।

କନ୍ୟା ରାଶି : ଯଦି ଆପଣ ଆଜି କ୍ରୋଧରେ ସଂଜମତା ରଖିବେ ନାହୀଁ ତେବେ ବିବାଦରେ ଫସିପାରନ୍ତି , ପାରିବାରିକଜୀବନରେ ଜୀବନସାଥୀ ତଥା ଭାଇ ଭଉଣିଙ୍କର ସହ କିଛି ମନୋମୁତାବ ହୋଇପାରେ , ବୟସ୍କ ଙ୍କର ସ୍ୱାସ୍ଥ୍ୟର କିଛି ନରମ ଗରମ ହୋଇପାରେ , ଜୀବନସାଥୀର କାରଣରୁ ମାନସିକ ଚିନ୍ତା ବଢିପାରେ , ଆଜିର ଦିନ ବହୁତ ପ୍ରଗତୀଶୀଲ ରହିବ , ଆଜି ବାପା ମାଙ୍କ ସହ ମନ୍ଦିର ଦର୍ଶନ କରିବାକୁ ଯିବେ , ନିଜ ବ୍ୟବହାର ଦ୍ୱାରା କିଛି ଲୋକଙ୍କୁ ପ୍ରଭାବିତ୍ କରିପାରନ୍ତି ।

ତୁଳା ରାଶି : ଆଜି ନାନାଦି ଆଲୋଚନା କିମ୍ବା କୌଣସି ମିଥ୍ୟା ପ୍ରବଚନାରୁ ଦୁରରେ ରୁହନ୍ତୁ , ଆପଣ ଆଧ୍ୟାତ୍ମିକ ଓ ଧାର୍ମିକ ଗତିବିଧିରେ ଆକର୍ଷିତ ରହିବେ , ପାରିବାରିକ ଜୀବନ ଖୁସିମୟ ରହିବ , ଆଜି ଛୁଆଙ୍କ ଉପରେ ଗର୍ବ କରିବେ , ପରିବାରର କେଉଁ ନୁଆ ଅତିଥି ଆଗମନ ହେବାର ସଙ୍କେତ ଅଛି  ,ଯାହା ଦ୍ୱାରା ପରିବାରରେ ଖୁସିମୟ ବାତାବରଣ ରହିବ , ଆଜି ପୁରୁଣା ମିତ୍ରଙ୍କର ସହ ସାକ୍ଷାତ ହୋଇପାରେ , ଘରୋଇ ଖର୍ଚ୍ଚ ବଢିବ , କାମକୁ ନେଇକରି ଅସମଞ୍ଜସ୍ୟ ରହିବେ , ସଂଚିତ ଧନ ବୃଦ୍ଧି ହେବ , କାରୋବାରରେ ସ୍ଥିତି ସୁଧୁରିବ ।

ବିଛା ରାଶି : ଆଜି ଆପଣଙ୍କର ଭାଗ୍ୟବର୍ଦ୍ଧକ ଦିନ ଅଛି , ଆଜି ଆପଣ ଯେଉଁ କାମକୁ ଆରମ୍ଭ କରିବେ , ସେଥିରେ ସଫଳତା ହାସିଲ୍ କରିବେ , ଆପଣ ଏକ ଭଲ ପରିବାର ରୁ ବିବାହ ପ୍ରସ୍ତାବ ଆସିପାରେ , ଛୁଆ ନିଜ ନିଜ କ୍ଷେତ୍ରରେଭଲ କରିବେ , ଓ ତାଙ୍କ ଉପରେ ଆପଣ ଗର୍ବ କରିବେ , ପରିବାର ଆପଣଙ୍କର ପୁର୍ଣ୍ଣ ସହଯୋଗ କରିବ , ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହି ବାତାବରଣ ରହିବ , ସମ୍ମାନ ସମାଜ ଓ ପରିବାରରେ ଅଧିକା ରହିବ , କେଉଁ ମିତ୍ରଙ୍କର ଆଗମନ ହୋଇପାରେ ।

ଧନୁ ରାଶି : ଆଜି ସ୍ୱାସ୍ଥ୍ୟର ମାମଲାରେ ଆପଣଙ୍କୁ ପେଟ ସଂବନ୍ଧିତ ରୋଗର ସମସ୍ୟା ରହିବ ,  ଶତ୍ରୁଙ୍କର ବିପକ୍ଷରେ ଗୁପ୍ତ ରୁପରେ କାମ କରିବେ , ଏହା ଆପଣଙ୍କୁ ଚିନ୍ତାରେ ପକାଇବ , ବାହାନ ସାବଧନତାପୁର୍ବକ ଚଲାନ୍ତୁ , ସେୟାର୍ ଆଦିରେ ନିବେଶ କରନ୍ତୁ ନାହିଁ,  କେଉଁ ଘଟଣାରେ ନିରାଶ କିମ୍ବା ଚିନ୍ତିତ ହେବାର ଦରକାର ନାହିଁ , ପିତା ଏବଂ ପୈତୃକ ସଂମ୍ପତ୍ତିରେ ଲାଭ ହେବାର ଯୋଗ ଅଛି , ଆପଣ ଏକ ଆକସ୍ମିକ ଘଟଣା ପରିଣାମ ସ୍ୱରୁପ ଆଘାତ ହୋଇପାରନ୍ତି , ଆତ୍ମବିଶ୍ୱାସ ରୁ ଭଲ ପାଇବା ବଢିବ ।

ମକର ରାଶି : ଆଜି ଆପଣଙ୍କର ଜୀବନସାଥୀ ଆପଣଙ୍କ ପାଇଁ ବହୁତ ଖାସ୍ କରିବାର ଅଛି , ବେପାରରେ କାହାର କଠିନତା ସମାଧାନ କରିବାପାଇଁ ବିଶେଷଜ୍ଞର ସାହାଯ୍ୟ ନେବେ , ବିତ୍ତିୟ ମାମଲାରେ ସହଜରେ ପ୍ରଗତି କରିବେ , ମନରେ ନିରାଶା ଏବଂ ଅସନ୍ତୋଷ ଭାବ ରହିବ , କାର୍ଯ୍ୟକ୍ଷେତ୍ରରେ ସ୍ଥିତିରେ ସୁଧାର ଆସିବ , ପରିଶ୍ରମ ଅଧିକା ରହିବ , ଏହି ଦିନରେ ଯୋଜନାକୁ ସାକାର କରିବାରେ ସଫଲତା ଦେବାର ଅଛି , ନୁଆ ସଂବନ୍ଧ ବନିବ , ଓ ଭବିଷ୍ୟତ ଲାଭଦାୟକ ହେବ , କାର୍ଯ୍ୟରେ ସଫଳତାର ପ୍ରବଳ ସଂମ୍ଭାବନା ଅଛି ,

କୁମ୍ଭ ରାଶି : ଆଜି ଆପଣଙ୍କର ଆତ୍ମବିଶ୍ୱାସର ବୃଦ୍ଧି ହେବ , ବ୍ୟବହାରରେ ଅଧିକା ଉତାବପୁର୍ଣ୍ଣ ଦେଖାନ୍ତୁ ନାହିଁ , ଭୁଲ୍ ହେବାର ଚ୍ୟାନ୍ସ ଅଛି , ଆପଣଙ୍କ ଜୀବନସାଥୀ ଏହା ଉପରେ କିଛି ମୁଦ୍ଧା ଉଠାଇପାରନ୍ତି , ଯାହା ସ୍ଥାନନ୍ତରଣ କିମ୍ବା ମାଇଗ୍ରେସନ୍ କାରଣ ହୋଇପାରେ , ପରିଶ୍ରମରୁ କାର୍ଯ୍ୟ ହେବ , ଏବଂ ଦୈନିକ କାର୍ଯ୍ୟର ସମୟରେ ପୁରା କରିପାରିବେ , କେଉଁ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ ତେବେ ସାମାଜିକ ସ୍ତରରେ ପ୍ରତିଷ୍ଠା ବୃଦ୍ଧି ହେବ ,ମାନ ସମ୍ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ , ଚାକିରି ବ୍ୟବସାୟରେ ଚାଲୁଥିବା ସମସ୍ୟା ଶେଷ ହେବ ।

ମୀନ ରାଶି : ଆଜି ଆପଣଙ୍କର କାରୋବାର ଭଲ ହୋଇପାରେ , ଆପଣଙ୍କର ସଂମ୍ପର୍କ ମଜବୁତ୍ ହେବ , ଓ ପରିଣମ ସୁତ୍ରରେ ବନ୍ଧନରେ ଶୁଭ ଯୋଗ ନିର୍ମିତ ହେବ , କ୍ରୋଧର୍ ନିୟନ୍ତ୍ରଣ ରଖନ୍ତୁ , ନିଜର କ୍ଷତି ହେବ , ବାହାନ ସାବଧନତା ସହ ଚଲାନ୍ତୁ , ଆଘାତ ଆସିପାରେ , ଆପଣଙ୍କ ସବୁ କାମ ସଫଳ ହେବ , କିନ୍ତୁ ଟୀକିଏ ସାବଧନତାରଖିବେ , କିଛି ଅନାବଶ୍ୟକ ଖର୍ଚ୍ଚ ବି ସାମ୍ନାକୁ ଆସିପାରେ , ଚାକିରିରେ ପଦୋନ୍ନତି ହୋଇପାରେ , ଅଜ୍ଞାତ ଭୟରୁ ଚିନ୍ତାରେ ଆସିପାରନ୍ତି ।

Leave a Reply

Your email address will not be published. Required fields are marked *