rasi

20 ସେପ୍ଟେମ୍ବର 2021,ଆଜିର ରାଶିଫଳ – କେମିତି କାଟିବ ଆଜି ଆପଣଙ୍କ ଦିନ – ଏହି ୭ଟି ରାଶି ପାଇବେ ଭଲ ଖବର

RASIPHALA

ମେଷ ରାଶି : ଆଜିର ଦିନ ମିଶାଳିଆ ରହିବ , ଆପଣଙ୍କୁ ସମାଜରେ ମାନ ସମ୍ମାନ ବୃଦ୍ଧି ହେବ , ଘରେ ଚାଲୁଥିବା କଳହ ଦୁର ହେବ , ଯଦି କେଉଁ ମୁଖ୍ୟ ଯୋଜନା ଲାଗୁ କରିବାର ଅପେକ୍ଷାରେ ଅଛନ୍ତି , ତେବେ ଏହା ଉଚିତ୍ ସମୟ ଅଛି  ଯୋଜନା ବନାଇବାପାଇଁ ବହୁତ ବିଚାର କରିପାରିବେ , କିଛି ବଡ କାର୍ଯ୍ୟ ପାଇଁ ଟିକିଏ ବୁଝାମଣା କରିପାରିବାକୁ ପଡିବ , ଆପଣଙ୍କ ଘରେ ଶୁଭ କାର୍ଯ୍ୟ ହେବାର ସଂମ୍ଭାବନା ଅଛି , ଆପଣଙ୍କ ବନ୍ଧୁ ଆପଣଙ୍କୁ କିଛି କାମ କରିବାପାଇଁ କହିପାରେ ।

ବୃଷ ରାଶି : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିଳମ୍ବତା କଷ୍ଟକାରୀ ହୋଇପାରେ , ଆପଣଙ୍କ ଶତ୍ରୁଙ୍କ ସହ କେବେ ବି କୌଣସି କଥାରେ ଲାଗନ୍ତୁ ନାହିଁ , ଆଜି ସବୁ ଅସୁବିଧାର ଅନ୍ତ ଘଟିବ , ଆପଣଙ୍କ ଜୀବନରେ ହେଉଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ଖୁସିଖବର ନେଇଆସିବ , ଏହି କଥାକୁ ବିଶେଷ ଧ୍ୟାନ ରଖିବେ କି ଆପଣଙ୍କ ଫଇସଲାରେ କାହାକୁ ଯେମିତି ଦୁଃଖ ନ ଆସୁ , ଯାହା ଆପଣଙ୍କ ଭାବନାତ୍ମକ ରୁପରେ ନିର୍ଭର ଅଛନ୍ତି , ଏକେଲା ସମୟ ବିତାଇବା ବିଭିନ୍ନ ତରିକାରେ ସହାୟକ ସିଦ୍ଧ ହେବ ।

ମିଥୁନ ରାଶି : ଆଜି ବେପାରରେ ବହୁତ ଧନ ଲାଭ କରିବାର ସଙ୍କେତ ମିଳୁଛି , ଏହି କଥାର ପୁରା ସଂମ୍ଭାବନା ଅଛି କି ଏହି ସମୟରେ କେଉଁ ଖାସ୍ ବ୍ୟକ୍ତିଙ୍କ ସହ ଦେଖା କରିବେ , ଆଜି ଆପଣଙ୍କର ସବୁ ଅସୁବିଧାଗୁଡିକର ଅନ୍ତ ହେବ , ଆପଣଙ୍କ ଜୀବନରେ ହେବାକୁ ଥିବା ପରିବର୍ତ୍ତନରୁ ଖୁସିଖବର ମିଳିବ , ଏହି କଥାକୁ ବିଶେଷ ଧ୍ୟାନ ରଖିବେ କି ଆପଣଙ୍କ ଫଇସଲାରେ କେଉଁ ବ୍ୟକ୍ତି ଦୁଃଖି ନହଉ |

mithun

କର୍କଟ ରାଶି : ଆଜି ଆପଣଙ୍କ ଜୀବନସାଥୀଙ୍କ ଓ ପରିଜନଙ୍କର ଭରପୁର୍ ସହଯୋଗ ମିଳିପାରିବ , ଅଧିକାରୁ ଅଧିକା ପ୍ରୋଜେକ୍ଟ ହାତରେ ନେବେ , ଓ ଭଲ ଲାଭ ମିଳିବ , ବ୍ୟସ୍ତତା ଭିତରେ କିଛି ଭୁଲ୍ ଫଇସଲା ନିଅନ୍ତୁ ନାହିଁ , ଯାହା ଦ୍ୱାରା ଜୀବନରେ ପଛରେ ହଇରାଣ ହେବାକୁ ପଡିପାରେ,  ଆପଣଙ୍କ ଜୀବନରେ ସବୁ ପ୍ରକାରର ବିନାଶକାରୀ ଶକ୍ତିଗୁଡିକ ସମାପ୍ତ ହେବ , ବାରମ୍ବାର ଲଗାତାର କରାଯାଇଥିବା ପ୍ରୟାସ ଆପଣଙ୍କ ପାଇଁ ଲାଇଫ୍ ଚେଞ୍ଜିଙ୍ଗ୍ ହେବ , ମହିଳା ନିଜ କର୍ତ୍ତବ୍ୟକୁ ନେଇ ଚିନ୍ତିତ ହେବେ ।

ସିଂହ ରାଶି : ଆଜି ମାତାରାଣୀଙ୍କର କୃପା ଦୃଷ୍ଟି ଆପଣଙ୍କର ଉପରେ ଲଗାତାର ରହିବ , ଯାହା ଆତ୍ମବିଶ୍ୱାସ ସହ ଆପଣଙ୍କୁ ଭରସାଦେବ କି ଲୋକ ବହୁତ କିଛି କରିପାରିବେ । ବାହାନ ସାବଧନତାପୁର୍ବକ ଚଲାନ୍ତୁ , ଆପଣଙ୍କ ଜୀବନରେ ସବୁ ପ୍ରକାରର କଷ୍ଟର ନିବାରଣ ହେବ , ଆପଣଙ୍କ ପରିବାରକୁ ବହୁତ ସାରା ଆଶା ଅଛି , ଯାହାକୁ ନେଇ ଆପଣ ତାହା ସଂମ୍ପାଦନ କରିବେ , ଧନ ସହ ଯୋଡି ହୋଇଥିବା ଅସୁବିଧା ଶେଷ ହୋଇଯିବ ,

କନ୍ୟା ରାଶି : ଆଜି ଆପଣଙ୍କର ଆମଦାନୀ ଭଲ ରହିବ , ଯେତେ ଆପଣ ମାନେ ଅଲଗା ଲୋକଙ୍କର ଭଲ କରିବେ , ନିଜ ଜୀବନରେ ସେତେ ଅଧିକା ପ୍ରଗତି କରିବେ , ଓ ସଫଳତା ହାସିଲ୍ କରିବେ , ଆପଣଙ୍କ ଭାଇ ବନ୍ଧୁଙ୍କର ସହଯୋଗ ପ୍ରାପ୍ତି ହେବ , ଆପଣଙ୍କ ବ୍ୟବହାରରେ ବସ୍ ପ୍ରଭାବିତ ହୋଇପାରନ୍ତି , ଲେଣଦେଣ ସହ ଯୋଡି ହୋଇଥିବା ବଡ କାର୍ଯ୍ୟ ସମୟରେ ହେବାର ଦେଖିବାକୁ ମିଳିବ , ମାତାପିତାଙ୍କର ଓ ବଡ ସହଯୋଗ ମିଳିବ , ଆପଣଙ୍କୁ ଶିକ୍ଷା ଚାକିରି ଓ ବେପାରରେ କିର୍ତ୍ତିମାନ ସ୍ଥାପିତ କରିବେ ।

kanya

ତୁଳା ରାଶି : ଆଜି କହିବାର ଅପେକ୍ଷା ଶୁଣିବା ଉପରେ ଅଧିକା ଧ୍ୟାନ ଦେବେ , ମସ୍ତିଷ୍କରେ କିଛି ଭଲ ଇଚ୍ଛା ରଖିବାର ଦେଖିବାକୁ ମିଳିପାରେ,  କିଛି ବ୍ୟସ୍ତତାପୂର୍ଣ୍ଣ ଫଇସଲା ନିଅନ୍ତୁ ନାହିଁ । କିଛି ନିର୍ଣ୍ଣୟ ନେବା ପୂର୍ବରୁ ଆରାମ ସେ ଭାବନ୍ତୁ , ସହଯୋଗ ଆପଣଙ୍କୁ ମିଳିପାରିବ , ବୁଝିବିଚାରି ନିଜର ବିବେକ ଦ୍ୱାରା କାର୍ଯ୍ୟ କରିବାର ଆବଶ୍ୟକତା ଅଛି , ଆପଣଙ୍କ ଜୀବନରେ ଅଧୁରା ମନୋକାମନା ପୁରା ହେବ , ସ୍ୱାସ୍ଥ୍ୟ ଉପରେ ବିଶେଷ ଦାୟିତ୍ୱ ରଖିବେ , ନୁଆ ପରିଚୟ ବନାଇବାରେ ସକ୍ଷମ ନଜର ଆସିବେ ।

ବିଛା ରାଶି : ଆଜି କେଉଁ ବ୍ୟକ୍ତି ଧୋକା ଦେଇପାରେ , କାର୍ଯ୍ୟ ସହ ଯୋଡି ହୋଇଥିବା କିଛି ବଡ କ୍ଷେତ୍ରରେ ଆପଣଙ୍କ ପୁର୍ଣ୍ଣ ହୋଇଥିବାର ଦେଖିବାକୁ ମିଳିବ , ଶତ୍ରୁଙ୍କ ଉପରେ ବିଜୟ ପାଇଲେ ମଜବୁତି ମିଳିବ , ଚାକିରି ପାଇବାର ବହୁତ ଭଲ ଅବସର ପାଇବେ , ପାଠ ପଢିବା ଦିଗରେ ନିଜର ପରିଶ୍ରମ କେଉଁ କାରଣରୁ କମ୍ କରନ୍ତୁ ନାହିଁ , ଅଫିସ୍ ରେ କାମକୁ ପ୍ରାଥମିକତା ସହ ସମୟ ଦିଆଯିବାର ଦରକାର ଅଛି , ଆପଣ କିଛି ଏମିତି କାମ କରିପାରିବେ ,  ଯାହା ବିଷୟରେ କେବେ ଭାବିନଥିବେ ।

ଧନୁ ରାଶି ; ଆଜି ବୁଦ୍ଧିମତାର ପ୍ରୟୋଗ କରି ଆଗକୁ ବଢିବ , ଲଗାତାର ପ୍ରୟାସ ଦ୍ୱାରା ଆପଣଙ୍କୁ ସଫଳ ହେବାର ଦେଖିବେ , ଆପଣଙ୍କ ସାଥୀ ସହଯୋଗୀଙ୍କର ଆଲୋଚନା ଆପଣଙ୍କ ପ୍ରତି ହୋଇପାରେ , ଭଲ ଖୁସିଖବର ପ୍ରାପ୍ତି ହେବ , ପରିସ୍ଥିତିରେ କିଛି ସୁଧାର ଆସିପାରେ , ଆପଣଙ୍କ ବିଶ୍ୱାସ ଓ ଇଚ୍ଛାଗୁଡିକ ପରିପୁର୍ଣ୍ଣ ହେବ , ଭବିଷ୍ୟରେ ଯୋଜନା ବନାଇବାର ଭାବନା ରଖିପାରନ୍ତି ।

dhanu

ମକର ରାଶି : ଆଜି ଆପଣଙ୍କର ଅଟକିଥିବା ଧନ ପ୍ରାପ୍ତି ହେବ , ଯାତ୍ରା ମନୋରଞ୍ଜନ ହେବ , ଆୟରେ ବୃଦ୍ଧି ହେବ , କିଛି ବଡ୍ କାମ ଶେଷ କରୁଥିବାର ଦେଖିବାକୁ ମିଳିଥାଏ , ଲଗାତାର ପରିଶ୍ରମରେ ବହୁତ ସାରା ଜିନିଷ ସମ୍ଭାଳିପାରିବେ  ,ଯେଉଁଥିରେ ଲୋକଙ୍କ ପ୍ରତି ହେଉଥିବା ଇଚ୍ଛା ସାମିଲ୍ ହୋଇଛି , ବିଶାଳ ମାର୍ଗଦର୍ଶନରୁ ଆପଣଙ୍କର ଲୋକଙ୍କର ହାସିଲ୍ ହୋଇପାରିବ  କେଉଁ ପ୍ରକାରର ଦସ୍ତାବିଜ କାମ ସାବଧାନରେ କରିବେ , ଆଶାବାଦୀ ହୁଅନ୍ତୁ , ଓ ଉଜଳା ପକ୍ଷକୁ ଦେଖନ୍ତୁ  ।

କୁମ୍ଭ ରାଶି : ଆଜି ଆପଣଙ୍କୁ ପରିଶ୍ରମ ଜାରି ରଖିବାକୁ ହେବ , ସହଯୋଗ ଆପଣ ଲୋକଙ୍କ ଠାରୁ ପ୍ରାପ୍ତି ହେବାର ଅଛି , ଜୀବନସାଥୀଙ୍କ ସହ ଏମିତି ଗଣ୍ତଗୋଳ କରନ୍ତୁ ନାହିଁ ଯାହା ଅସୁବିଧାରେ ପକାଉ , କାର୍ଯ୍ୟକ୍ଷେତ୍ରରେ ବଡ ସଫଲତା ହାତରେ ଦେଖାଯାଇଛି । ଏହି ଦିନ ଆପଣଙ୍କୁ କିଛି ସମସ୍ୟା ନେଇକରି ଆସିବ , କିନ୍ତୁ ଯଦି ଧୈର୍ଯ୍ୟ ଓ ଶାନ୍ତ ମନରେ କାମ କରିଥାନ୍ତି ତେବେ ସବୁ ସମସ୍ୟାଗୁଡିକ ସମାଧାନ ହୋଇଯିବ ।

ମୀନ ରାଶି : ଆଜି ଧାର୍ମିକ ସଂଙ୍ଗୀତରେ ରୁଚି ବଢିବ , ଘର ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ , କିଛି ବଡ ପରିସ୍ଥିତିରେ ପଡିବେ , ଭବନ ପାରିବାରିକ  ସୁଖ ଶାନ୍ତି ସ୍ତରରେ ଅଗ୍ରସର ହେବାର ନଜର ଆସୁଛି , ଘର ପରିବାରର ଖୁସି ବନାଇ ରଖିବାପାଇଁ ମନରେ ଧୈର୍ଯ୍ୟ ରଖନ୍ତୁ , ମଉକା ମିଳିଲେ ଆପଣଙ୍କୁ କେହି ନିଚ୍ଚ ଦେଖାଇପାରିବେ ନାହିଁ , ଭାବୁକତା ରୁ କିଛି ବଡ କାର୍ଯ୍ୟ କରିବାରୁ ବଞ୍ଚନ୍ତୁ ।

Leave a Reply

Your email address will not be published. Required fields are marked *