guptaa

ସ୍ତନ ବୃଦ୍ଧିର କାରଣ ଆଉ ନିରାକରଣ ।

HEALTH

ସ୍ତନ ବୃଦ୍ଧିରେ ସମସ୍ୟା:- ଏହା ଅତି ଛୋଟ କଥା ହେଲେ ମଧ୍ୟ ଏହାକୁ ଅଣଦେଖା କରିବା ଉଚିତ ନୁହେଁ, ଭବିଷ୍ୟତରେ ଏହା ମଧ୍ୟ ଭୟାବହ ରୁପ ନେଇପାରେ। ସ୍ତନ ବୃଦ୍ଧି ନ ହେବା ଦ୍ୱାରା ଝିଅଟି ତା ଫ୍ରେଣ୍ଡ ମାନଙ୍କ ସାମ୍ନାରେ ହାସ୍ୟାସ୍ପଦ ହୋଇଥାଏ। ଖାଲି ସେତିକି ନୁହେଁ ମାଆ ମାନେ ମଧ୍ୟ ଏଥି ପାଇଁ ବହୁତ ବ୍ୟସ୍ତ ହୋଇଥାନ୍ତି।ଏଥିପାଇଁ ଡାକ୍ତରଙ୍କ ପରାମର୍ଶରେ ଔଷଧ ବ୍ୟବହାର କଲେ ଧୀରେ ଧୀରେ ଏହି ସମସ୍ୟା ଦୂର ହୋଇଯିବ। ଜଣେ ନାରୀର ସୌନ୍ଦର୍ଯ୍ୟ ଦେଖିଲେ ତାର ଶରୀର ସହ ସ୍ତନର ବୃଦ୍ଧି ମଧ୍ୟ ହୋଇଥିବା ଦରକାର । ଦ୍ଵିତୀୟରେ ବିବାହ ପରେ ସେ ତାର ଛୁଆକୁ ଠିକ ଭାବରେ ସ୍ତନ ପାନ କରାଇଥାଏ।ଆସନ୍ତୁ ଜାଣିବା କଣ ପାଇଁ ସ୍ତନ ବୃଦ୍ଧି ହୁଏ ଓ ହୁଏନାହିଁ ? କୈଶୋର ବୟସ ଆରମ୍ଭ ହେବା ପରେ ଧୀରେ ଧୀରେ ମାମାରି ଗ୍ଲାଣ୍ଡର ବୃଦ୍ଧି ଆରମ୍ଭ ହୋଇଥାଏ ।

girll

ମ୍ୟାଚୁରିଟି ପରେ ମାମାରି ଗ୍ଲାଣ୍ଡର ବୃଦ୍ଧି ହୋଇଥାଏ ।ଏହା ଏମିତି ଏକ ସମୟରେ ହୋଇଥାଏ ,କିଛି ପିଲାଙ୍କର ବୃଦ୍ଧି ହୋଇଥାଏ ଆଉ କିଛି ପିଲାଙ୍କର ଅଳ୍ପ ବୃଦ୍ଧି ହୋଇ ରହିଯାଏ। ଯଦି ଝିଅଟି ରୋଗଗ୍ରସ୍ତ ଅଛି ତେବେ ତାହାର ସ୍ତନ ବୃଦ୍ଧି ହୋଇନଥାଏ। ଯଦି ମାସିକ ଋତୁ ସ୍ରାବ ଠିକ୍ ଭାବରେ ହେଉନାହିଁ ,ନିଜର ଯେତିକି ଓଜନ ରହିବା କଥା ତାହା ଠାରୁ କମ ଅଛି ତେବେ ଠିକ୍ ଭାବେ ସ୍ତନ ବୃଦ୍ଧି ହୋଇନଥାଏ।ଏହାକୁ ଠିକ୍ କରିବା ପାଇଁ ଆମକୁ ନିଉଟ୍ରେଟିଭି ଫୋର୍ସ ଦେବାକୁ ପଡିବ । ଯଦି ମାଛ ,ମାଂସ, ଅଣ୍ଡା ଖାଉଛନ୍ତି ତେବେ ଅଧିକ ପରିମାଣରେ ଖାଇବା ଦରକାର । କରଣ ଏହି ସବୁ ମସଲ ବୃଦ୍ଧି ପାଇଁ ସାହାଯ୍ୟ କରିଥାନ୍ତି । ଯଦି ଆମିଷ ଖାଉ ନାହାନ୍ତି ତେବେ ବିରି ଜାତୀୟ ଖାଦ୍ୟ ଅଧିକ ପରିମାଣରେ ଖାଇବା ଦରକାର। |

girllll

କାରଣ ବିରି ଓଜନ ବୃଦ୍ଧିରେ ସାହାଯ୍ୟ କରିଥାଏ।, କଞ୍ଚା ଚୁଡ଼ା ଓ କଦଳୀ ଖାଇବା ଦ୍ୱାରା ମଧ୍ୟ ସ୍ତନ ବୃଦ୍ଧି ହୋଇଥାଏ।, ଯଦି ଆମିଷ ଖାଉଛନ୍ତି ତେବେ ମାଂସ ଅପେକ୍ଷା ଛେଳି ମାଂସ ଖାଆନ୍ତୁ। କାରଣ ଛେଳି ମାଂସ ଖାଇବା ଦ୍ୱାରା ଆପଣଙ୍କ ଶରୀର ବୃଦ୍ଧି ସହ ସ୍ତନ ମଧ୍ୟ ବୃଦ୍ଧି ହୋଇଥାଏ।ସ୍ତନ ବୃଦ୍ଧିପାଇଁ ମଧ୍ୟ କିଛି ନିର୍ଦ୍ଦିଷ୍ଟ ବ୍ୟାୟାମ ରହିଛି ଏହି ବ୍ୟାୟାମ କରିବା ସହ କିଛି ତୈଳ ଲାଗେଇବାକୁ ପଡିବ ଓ ଔଷଧ ମଧ୍ୟ ଖାଇବାକୁ ପଡିବ । କିଛି ଘରୋଇ ଉପଚାର ମଧ୍ୟ ରହିଛି :- ଯେମିତି ସତାବରୀ , ଅଶ୍ଵଗନ୍ଧା ଓ ବିରିକୁ ସମାନ ପରିମାଣରେ ନେବା ଓ ତାକୁ ଭଲଭାବେ ମିଶାଇ ଲେପ ତିଆରି କରି ଲଗେଇବା ,ଏହି ଲେପକୁ ଭଲ ଭାବରେ ଲଗାଇବା ଦ୍ଵାରା ଧୀରେ ଧୀରେ ସ୍ତନ ବୃଦ୍ଧି ହୋଇଥାଏ। , କେବଳ ସ୍ତନର ବୃଦ୍ଧି ନହେବା ଦ୍ଵାରା ନୁହେଁ ,ଯଦି ସ୍ତନ ଦରକାର ଠାରୁ ଅଧିକ ବଡ ହୁଏ ତେବେ ତାହା ମଧ୍ୟ ଅସୁବିଧାର କାରଣ ହୋଇଥାଏ। ତେଣୁ ନିଜର ଛାତିର ମାପ ଅନୁସାରେ ଇନର ବ୍ୟବହାର କରନ୍ତୁ। ଏହାଦ୍ବାରା ସ୍ତନ ମଧ୍ୟ ସୁରକ୍ଷିତ ରହିବ।

girl1

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। |

Leave a Reply

Your email address will not be published. Required fields are marked *