ଧନତେରସ ଦିନ ଭୁଲରେ ମଧ୍ୟ କିଣନ୍ତୁ ନାହିଁ ଏହି ପାଞ୍ଚଟି ଟି ଜିନିଷ ନଚେତ ଆପଣ କାଙ୍ଗାଳ ହୋଇଯିବେ । ଏହି ଦିନ ନୂଆ ଜିନିଷ କିଣିବାକୁ ଶୁଭ ମାନାଯାଏ । କିନ୍ତୁ, କିଛି ଏମିତି ଜିନିଷ ଅଛି ଯାହାକୁ କିଣିବା ଦ୍ୱାରା ଆପଣଙ୍କର ବହୁତ କ୍ଷତି ହୋଇପାରେ । ଏମିତି ମାନା ଯାଏ କି ଧନତେରସ ଦିନ ମାତା ଲକ୍ଷ୍ମୀ କୁବେର ଏବଂ ଧନ୍ୟନ୍ତରୀ ଙ୍କର ପୂଜା କରାଯାଏ । ଏପରି ମାନା ଯାଏ କି ଏହି ଦିନ ମାତା ଲକ୍ଷ୍ମୀ ଙ୍କର ପୂଜା କରିବା ପୂର୍ବରୁ କୁବେର ଙ୍କର ଆରାଧନା କରିବା ଦରକାର ଯଦି ସେହି ଦିନ ମାତା ଲକ୍ଷ୍ମୀ ଙ୍କର ପୂଜା କରାଯିବ ତ ତାଙ୍କର କୃପା ମିଳିବ ଏବଂ ସ୍ଵାସ୍ଥ୍ୟ ବି ଭଲ ରହିବ । ତେବେ ଚାଲନ୍ତୁ ଦେଖିବା ସେହି ଦିନ କେଉଁ ଜିନିଷ କିଣିବା ଭଲ ରହିବ । ସେଥିପାଇଁ ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ପଢନ୍ତୁ । ଏହା ପୂର୍ବରୁ ଏହି ଲେଖା ଟିକୁ ଗୋଟେ ଲାଇକ କରନ୍ତୁ ସମସ୍ତେ ଜାଣିବା ପାଇଁ ଏହାକୁ ଅଧିକ ରୁ ଅଧିକ share କରନ୍ତୁ ଏବଂ କମେଣ୍ଟ ବକ୍ସ ରେ ନିଶ୍ଚିତ ଭାବରେ ଜଣାନ୍ତୁ ଏହିପରି କିଛି କଥା ଜାଣିବା ପାଇଁ ।
୧. ଧନତେରସ ଦିନ କଚର ଜିନିଷ ଜମାରୁ ବି କିଣିବା ଭଲ ନୁହେଁ, ଏହାର ସମ୍ବନ୍ଧ ରାହୁ ସହିତ ହୋଇଥାଏ । ସେଥିପାଇଁ ଏହି ଜିନିଷ କିଣନ୍ତୁ ନାହିଁ । ୨. ଏପରି ମାନା ଯାଏ କି ଏହି ଦିନ ଆଲୁମିନିୟମ ର ଜିନିଷ କିଣିବା ଜମାରୁ ଠିକ ନୁହେଁ, ଏହାର ଆଧିପତ୍ୟ ରାହୁ ହୋଇଥାନ୍ତି, ସେଥିପାଇଁ ଏହି ଜିନିଷ ଧନତେରସ ଦିନ କିଣନ୍ତୁ ନାହିଁ । ୩. ଏହିଦିନ କୌଣସି ଧାରୁଆ ଜିନିଷ କିଣନ୍ତୁ ନାହିଁ, ଯେମିତିକି କଇଁଚି ବା ଛୁରୀ ଭଳି ଧାରୁଆ ଜିନିଷ କିଣନ୍ତୁ ନାହିଁ, ଏହା ଦ୍ୱାରା ଦରିଦ୍ରତା ବଢିଥାଏ ।
୪. ଏହି ଦିନ ନୂଆ ବାହନ ବି କିଣିବା ଭଲ ନୁହେଁ, ଜଦି କିଣୁଛନ୍ତି ତେବେ ରାହୁ ଏବଂ କେତୁଙ୍କର ଧ୍ୟାନ ରଖି କିଣନ୍ତୁ। ୫. ପ୍ରାୟ ଶୁଭ ଦିନରେ କଳା ବସ୍ତ୍ର ପିନ୍ଧା ଯାଏ ନାହିଁ, ମାନା ଯାଏ କି ଧନତେରସ ଦିନ କଳା ବସ୍ତ୍ର କିଣିବା ଅଶୁଭ ହୋଇଥାଏ । ଏହା ଦ୍ୱାରା ବହୁତ କ୍ଷତି ଭୋଗିବାକୁ ପଡିଥାଏ |୬. ଲୁହା ନିର୍ମିତ ବସ୍ତୁ ଭୁଲ ରେ ବି ଆପଣ ଧନତେରସ ଦିନ ଘରକୁ ଆଣନ୍ତୁ ନାହିଁ ଏହା ଦ୍ୱାରା ଘରେ ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ । ଧନତେରସ ଦିନ ଭୁଲରେ ମଧ୍ୟ ଏହି ଛଅଟି ଜିନିଷ ସର୍ବନାଶ ହେବ |
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।