କମଳାର ଏପରି ଗୁଣ ଆପଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ।

HEALTH

ବହୁତ ବହୁତ ଭଲ ଫଳ ହେଉଛି କମଳା ଏହା ସବୁ ଋତୁରେ ମିଳେ।ଏହା ପୁରା ଭାରତ ସାରା ସବୁ ଦେଶରେ ମିଳିଥାଏ।ଏହାକୁ ଖାଇଲେ ଆପଣ ସୁସ୍ଥ ରହିବାରେ ସକ୍ଷମ ହେବେ।ଏହା ଭିଟାମିନ ସି ର ଏକ ବଡ଼ ସୋର୍ସ ଅଟେ ଏହା ଖାଇବାକୁ ମଧ୍ୟ ଭଲ ଲାଗେ।ଏହା ସ୍ବାସ୍ଥ୍ୟ ଏବଂ ସ୍ଵାଦରେ ଭଲ ଅଟେ ଏଥିରେ ପ୍ରଚୁର ପରିମାଣର ଭିଟାମିନ ରହିଛି।

ଆମ ଶରୀରକୁ ୬୦ ରୁ ୭୦ ଗ୍ରାମ ଭିଟାମିନ ସିର ଆବଶ୍ୟକ ରହିଛି ଏବଂ ଗୋଟିଏ କମଳାରେ ୭୦ ଗ୍ରାମ ଭିଟାମିନ ସି ରହିଛି। କମଳା ଆମ ଶରୀରର ଚର୍ମକୁ ଠିକ୍ ରଖେ ଏହା ଆମ ଚର୍ମକୁ ଦାଗ ମୁକ୍ତ କରେ।ଏହି କମଳା ଆମ ଶରୀରର ବିଭିନ୍ନ ପ୍ରକାରର କାମରେ ଆସିଥାଏ ଏହା ଆମ ଶରୀରକୁ ସୁନ୍ଦର କରିବାରେ ସାହଯ୍ୟ କରେ। ଭିଟାମିନ ସି ଆମକୁ ବିଭିନ୍ନ ଚର୍ମ ରୋଗରୁ ଦୂର କରିଥାଏ। ଗୋଟିଏ କମଳାରେ ୬୦କ୍ୟାଲେରି ଭିଟାମିନ ଥାଏ।ଏହା ମଧ୍ୟ ଓଜନ କମାଇବାରେ ସାହାଯ୍ୟ କରେ।

orange 1
ଏଥିରେ କୌଣସି ରକ୍ତ ଚାପ୍ ଜନିତ ରୋଗ ନଥାଏ।ଏହା ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ଦୂର କରିଥାଏ।ଏହାକୁ ଖାଈବା ଦ୍ଵାରା ଆମ ଶରୀରରେ ଚର୍ମ ରୋଗ ଦେଖା ଦିଏନାହିଁ।ଏହା ବହୁତ୍ ଭଲ ଖାଇବାକୁ ଏହା ଖାଇଲେ ରକ୍ତଚାପ୍ ଦୂର ହୁଏ। କ୍ୟାନ୍ସର ଭଲ କରିବାରେ ସହାୟକ ହୁଏ।ଏହା ବହୁତ୍ ଭଲ ଜିନିଷ ଶରୀର ପାଇଁ ।ଏହା ଆମ ଶରୀରକୁ ବହୁତ ସୁନ୍ଦର କରିବାରେ ସାହାଯ୍ୟ କରେ।ଏହା ଆମକୁ ଯୁବକ ରଖିବାରେ ସହାୟତା କରେ ।

ଏଥିରେ ଯେଉଁ ମିଠା ଥାଏ ତାହା ପ୍ରାକୃତିକ ସେଥିପାଇଁ ଏହା ଖାଇଲେ ଡାଇବେଟିସ ଭଳି କିଛି ରୋଗ ହୋଇନଥାଏ।ଏହା ମଧ୍ୟ ଛୋଟ ପିଲାଙ୍କ ପାଇଁ ବହୁତ୍ ଭଲ।ଏହା ମଧ୍ୟ ଆମ ଆଖିର ପାୱାର ବଢ଼ାଇଥାଏ।ଏଥିରେ କୋଲଜେନ୍ ଥାଏ ଏହା ଆମ ଚର୍ମକୁ ଭଲ ରଖିଥାଏ ଏହା ଆମ ଚର୍ମକୁ ଭଲ ରଖିଥାଏ।ଏହାକୁ ମହିଳା ମାନେ ମୁହଁରେ ଲଗାଇଥାଆନ୍ତି ଏହାକୁ ମୁହଁରେ ଲଗାଇଲେ ଏହା ଆମ ମୁହଁର ଉଜ୍ଜଳ ଆଣିଥାଏ।ସେଥିପାଇଁ କମଳା ସବୁଦିନ ଗୋଟିଏ ଖାଆନ୍ତୁ।ଏହା ଶରୀର ପାଇ ବହୁତ୍ ଭଲ ଏହାକୁ ଖାଇଲେ କୌଣସି ଚର୍ମ ରୋଗ ଦେଖାଯାଏନାହିଁ ଏହାକୁ ଖାଇଲେ ଏହା ଆମ ଶରୀରr ବିଭିନ୍ନ ଉନ୍ନତି କରିଥାଏ।

orange
ଏହା ଆମକୁ ସୁନ୍ଦର୍ ଚେହେରା ବଜାୟ ରଖିବାକୁ ସାହାଯ୍ୟ ଜରେ।ଏହା ଖାଇଲେ ଆମ ଶରୀରରୁ ରକ୍ତ ଚାପ ଦୂର ହୁଏ। ଏହା ସବୁ ଋତୁରେ ପ୍ରାୟ ମିଳିଥାଏ।ଏହା ବହୁତ୍ ଭଲ।ଏହାକୁ ଖାଇଲେ ଆମେ ଯୁବକ ପରି ଦେଖାଯିବା।ଏହା ଆମ ଶରୀରକୁ ସୁନ୍ଦର୍ କରିବାରେ ସାହାଯ୍ୟ କରେ।ଏହାକୁ ଆମେ ସବୁଦିନ ବ୍ୟବହାର କରିପାରିବା ହେଲେ ଥଣ୍ଡା ଥିଲେ ଏହାକୁ ଖାଇବେ ନାହିଁ ଅଧିକ। ତେବେ ଏହା ଥିଲା ଆଜିର ବିଷୟ, କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ। ଆମେ ଏମିତି ଆପଣଙ୍କ ପାଇଁ ବିଶେଷ ତଥ୍ୟ ନେଇକି ଆସିଥାଉ। ଆମ ସହିତ ଯୋଡି ହୋଇରୁହନ୍ତୁ ଏବଂ ନୂଆ ନୂଆ ତଥ୍ୟ, ମଜାଦାର କଥା ଜାଣିବାରେ ସହାୟକ ହୁଅନ୍ତୁ।

Leave a Reply

Your email address will not be published. Required fields are marked *