tarabhuja

ତରଭୂଜର ଫାଇଦା ଜାଣିଲେ ହେବେ ଆଶ୍ଚର୍ଯ୍ୟ! ଶୀଘ୍ର ଜାଣନ୍ତୁ।

NEWS

ଗରମ ଦିନେ ଆପଣଂକୁ ଗୋଟେ ଫଳକୁ ବହୁତ୍ ଖାଇବାକୁ ମଜା ଲାଗେ। ଏହାର ରସକୁ ଖରା ଦିନେ ପିଆଯାଏ। ଲୋକେ ଏହାକୁ ତରଭୂଜ କୁହନ୍ତି। ଏହାର ବୈଜ୍ଞାନିକ ନାମ ଶିପ୍ତୁଲ ମଣ୍ଡାତଲାସ ଅଟେ। ଏହା ୧୦୦ ଗ୍ରାମ ଖାଇଲେ ଏଥିରେ ୧୬ଗ୍ରାମ କ୍ୟାଲୋରି ରହିଥାଏ।ଯେଉଁଥିରେ ୩ଗ୍ରାମ କାର୍ବୋହାଇଡ୍ରେଟ, ଫାଇବର ୨ ଗ୍ରାମ, ପ୍ରୋଟିନ ୨ଗ୍ରାମ, ଫ୍ୟାଟ୍ଟ ବହୁତ୍ କମ୍ ଥାଏ ଏଥିସହିତ ଏଥିରେ ମଧ୍ୟ କ୍ୟାଲସିଅମ, ପୋଟାସିୟମ ଇତ୍ୟାଦି ମିଳିଥାଏ।

ଯିଏ ଓଜନ କମେଇବାକୁ ଇଚ୍ଛା କରୁଛନ୍ତି ସେ ଏହାକୁ ଖାଈବା ଉଚିତ୍। ଯିଏ ଓଜନ କମାଇବାକୁ ଇଚ୍ଛା କରୁଛନ୍ତି ସେ ଦିନକୁ ୨,୩ ଗ୍ଲାସ ତରଭୁଜ ରସ ପିଇବା ଉଚିତ୍।ଏହା ଶରୀରରେ ଜଳର ମାତ୍ରାକୁ ବଢାଇଥାଏ। ଏହା ଖରା ଦିନେ ଆମ ଶରୀରରୁ ଜଳୀୟ ଅଂଶ କମିବାକୁ ଦିଏ ନାହିଁ।ଏହା ଚର୍ମକୁ ଭଲ ରଖିଥାଏ। ଏବଂ ଏହା ଦିତଫିକେସନ କରିଥାଏ। ଏହା ଆମ ଶରୀର ପାଇଁ ବହୁତ୍ ଦରକାରୀ।ଏହା ଖାଈବା ଦ୍ଵାରା ଆମ ଶରୀରର ଭୋକ ହୋଇନଥାଏ ଏବଂ ଓଜନ ବୃଦ୍ଧି ହୋଇନଥାଏ।

water millan
ଏହା ଡାଇବେଟିସ ଲୋକଙ୍କ ପାଇଁ ମଧ୍ୟ ଭଲ ହୋଇଥାଏ।ଏହା ହାର୍ଟ ପାଇଁ ମଧ୍ୟ ଭଲ ହୋଇଥାଏ। ତରଭୁଜ ଶରୀରରେ ବିଲାତି ଭଳି କାମ ଦେଇଥାଏ। ଦାନ୍ତର ପ୍ରୋବେଲମ ମଧ୍ୟ ଦୂର କରିଥାଏ। ବ୍ଲଡ ପ୍ରେସର ଲୋକଙ୍କୁ ମଧ୍ୟ ଏହା ଭଲ ହୋଇଥାଏ ଏହା ବହୁତ୍ ଦେହ କୁ ଉପକାରୀ।ଏହାର ରସ ମଧ୍ୟ ଆମ ଶରୀର ପାଇଁ ବହୁତ୍ ଭଲ ଏହାକୁ ଖାଇବା ଦ୍ଵାରା ଆମ ଓଜନ କମିଯାଏ।ଏହାକୁ ଖରାଦିନେ ଖାଇବା ଉଚିତ କାରଣ ଏହା ଆମ ଶରୀରର ଜଳିଅଂଶ ବଢାଇଥାଏ।

ଏହା ଖାଇବା ଦ୍ଵାରା ଆମ ଶରୀରର ଭୋକ ମଧ୍ୟ କମ୍ ହୋଇଥାଏ।ଏହା ଶରୀର ପାଇଁ ବହୁତ୍ ଉପଯୋଗୀ।ଏହା ମିଠା ବୋଲି ଭାବି ଆମେ ନଖାଇଲେ ଚଳିବନି ଏହା ମଧ୍ୟ ଡାଇବେଟିସ ଲୋକ ଖାଇପରିବେ।ଏହା ଏବେ ସବୁ ଋତୁରେ ମିଲିଲାନି।ଏହାକୁ ପ୍ରଚୁର ପରିମାଣରେ ଖାଇବା ଉଚିତ୍।ଏହା ଆମ ଶରୀରକୁ ବହୁତ୍ ସୁନ୍ଦର ଏବଂ ସୁସ୍ଥ ରଖେ।ଏହା ଖାଇଲେ ଆମକୁ ଅନେକ ରୋଗରୁ ମୁକ୍ତି ମିଳେ ଏହା ଶରୀର ପାଇଁ ଏକ ପ୍ରୋଟିନ ଭଳି କାମ କରେ।

water millan 1

ଏହା ଖାଇଲେ ଆମେ ଆମ ତ୍ୱଚାରେ ମଧ୍ୟ ଉନ୍ନତି ପାଇପାରିବା। ଏହା ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ। ଏହା ଖାଇଲେ ଆମକୁ ଖରା ଦିନରେ ପାଣିର ଅଭାବ ହୋଇନଥାଏ । ତରଭୁଜ ଏକ ଗ୍ରୀଷ୍ମ ଋତୁରେ ମିଳେ କିନ୍ତୁ ଏବେ ଏହାର ଚାହିଦା ଦେଖି ଏହାର ଅମଳ କରିଥାନ୍ତି।ଏହା ଆମେ ଖାଇଲେ ଆମ ଶରୀରରୁ ଜଳୀୟ ଅଂଶ କମିନଥାଏ।ଏହା ଶରୀର ପାଇଁ ବହୁତ୍ ଦରକାର।ତେବେ ଏହା ଥିଲା ଆଜିର ବିଷୟ, କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ। ଆମେ ଏମିତି ଆପଣଙ୍କ ପାଇଁ ବିଶେଷ ତଥ୍ୟ ନେଇକି ଆସିଥାଉ। ଆମ ସହିତ ଯୋଡି ହୋଇରୁହନ୍ତୁ ଏବଂ ନୂଆ ନୂଆ ତଥ୍ୟ, ମଜାଦାର କଥା ଜାଣିବାରେ ସହାୟକ ହୁଅନ୍ତୁ।

Leave a Reply

Your email address will not be published. Required fields are marked *