smmm

ସେକ୍ସ କରିବାର ଉପଯୁକ୍ତ ବୟସରେ ଏମିତି ସବୁ କରିବା ଆବଶ୍ୟକ ।

HEALTH

ଆପଣମାନଙ୍କୁ ଆମ ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ଚାଲନ୍ତୁ ଜାଣିବା ପ୍ରଥମେ ହେଉଛି ବିଜ୍ଞାନ ଅନୁସାରେ ଶାରୀରିକ ସମ୍ବଦ୍ଧ ପାଇଁ ଠିକ ବୟସ ହେଉଛି ଅଠର ବର୍ଷ କିନ୍ତୁ ପ୍ରାକୃତିକ ବୟସ ହେଉଛି ତେଇଶି ବୟସ ସଠିକ ବୟସ ଏବଂ ପ୍ରାକୃତିକ ବୟସ କଣ ଆପଣ ଯେତେବେଳେ ଗୋଟେ ଅଶ୍ଳୀଳ ୱେବ୍ସାଇଟକୁ ଖୋଜିବାକୁ ଯାଆନ୍ତି ଆପଣଙ୍କୁ ଯଦି ଅଠର ବୟସ ହେଇଯାଇଛି ତ ଆପଣ ଏଣ୍ଟ୍ରି କରିପାରିବେ ଅନ୍ୟଥା ଏଣ୍ଟ୍ରି କରିପାରିବେ ନାହିଁ ତେବେ ବୁଝିବାକୁ ପଡିବ ଅଠର ବର୍ଷ ବୟସ ଶାରୀରିକ ବୟସ ପାଇଁ ଉଚିତ ବୟସ ଭାରତରେ ଅଠର ବର୍ଷର ଝିଅମାନଙ୍କର ବିବାହ କରିଦିଆଯାଏ ଏ ଦୃଷ୍ଟିରୁ ଶାରୀରିକ ସମ୍ବଦ୍ଧ ପାଇଁ ଅଠର ବର୍ଷ ଠିକ କିନ୍ତୁ ଆଦର୍ଶ ବୟସ କଥା ହେଲେ ତାର ବୟସ ହେଉଛି ତେଇଶି ବୟସ ଏ ଦୁଇଟି ବୟସ ମଧ୍ୟ୍ୟରେ ପାର୍ଥକ୍ୟ କଣ ଏ ବୟସ କାହିଁକି ଧରାଗଲା ଏ ବୟସ ପୂର୍ବରୁ କଣ ଶାରୀରିକ ସମ୍ବଦ୍ଧ ବନେଇ ହବନି ଯଦି ବି କରନ୍ତି କଣ ଅସୁବିଧା ହୋଇଯିବ l

girll

ଦ୍ୱିତୀୟ ହେଉଛି ଯୌନ ସଂଚାରିତ ରୋଗ ଆପଣ ଯଦି ଅଠର ବୟସପୂର୍ବରୁ ସେ କାମ କରନ୍ତି ଆପଣଙ୍କୁ ଯୌନ ସଂଚାରିତ ରୋଗ ଖୁବ ଶୀଘ୍ର ହୋଇପାରେ ମାନେ ଆପଣଙ୍କ ପାଇଁ ଯୌନ ସଂଚାରିତ ରୋଗ ଖୁବ ବଢିଯାଏ ଏ ରୋଗ ଧୀରେ ଧୀରେ ତାର ଅସର ଦେଖାଇବ ଓ ଆପଣଙ୍କ ଯୌନ ଜୀବନକୁ ସମ୍ପୂର୍ଣ ଭାବେ ନଷ୍ଟ କରିଦେବ ଏକ ରିସିରଚ ଅନୁସାରେ ଜଣାପଡିଛି ଯେ  ଯେଉଁ ମାନେ ଅଠର ବର୍ଷରୁ କମ ବୟସରେ ସେ କାମ କରନ୍ତି ସେମାନଙ୍କର ଯୌନ ରୋଗର ସମ୍ଭାବନା ବହୁତ ବଢିଯାଏ ତୃତୀୟ ହେଉଛି ଭାବନାତ୍ମକ ବିକାସ ଆପଣ ଯଦି ଅଠର ବର୍ଷରୁ କମ ବୟସରେ ଶାରୀରିକ ସମ୍ବଦ୍ଧି ବନାନ୍ତି ତ ଆପଣଙ୍କ ଭାବନାତ୍ମକ ବିକାଶ ହୋଇପାରିବ ନାହିଁ ଆପଣ ଇମୋସନାଲି ସୃଷ୍ଟି କରିପାରିବେ ନାହିଁ ପରିବାର ସମ୍ଭାଳିବା ଓ ଅନ୍ୟାନ୍ୟ ଦାୟିତ୍ୱ ଦିନେ ନା ଦିନେ ବଢିବ ଏ ସବୁରେ ଆପଣଙ୍କ ଦାୟିତ୍ୱ ଆସିବନି ଅଠର ବର୍ଷରୁ କମ ବୟସର ସେ କାମ କରୁଥିବା ଲୋକ ମାନଙ୍କର ବୁଝାମଣାର ଅଭାବ ଦେଖାଯାଏ l

girl1

ପରବର୍ତୀ ହେଉଛି ଉଦାସ ରହିବାର ସମ୍ଭାବନା ଆପଣ ଯଦି ଅଠର ବର୍ଷରୁ କମ ବୟସରେ ସେ କାମ କରୁଛନ୍ତି ତ ଆପଣ ଆଗକୁ ଖୁସିରେ ରହିପାରିବେ ନାହିଁ ଖୁସି ରହିବାର ଚାନ୍ସ ଆପଣଙ୍କ ପାଇଁ କମ ରହିବ ଯେଉଁ ମାନେ ଏମିତି କରନ୍ତି ତାଙ୍କର ଉଦାସ ହବାର ସମ୍ଭାବନା ବହୁତ ବଢିଯାଏ ଆପଣ ସିଧା ସଳଖ ଜାଣିପାରିବେନି କିନ୍ତୁ ଆପଣକୁ ଲାଗିବ ଯେ କାମର ଚାପ ବହୁତ ବଢିଯାଇଛି ଆପଣଙ୍କ ଉପରେ ଦାୟିତ୍ୱ ବଢ଼ିଯିବା କାରଣରୁ ଆପଣଙ୍କୁ ବୋଧେ ଏମିତି ହେଉଛି ସାମାନ୍ୟ ଟିକେ ଖୁସି ପାଇଁ ଆପଣଙ୍କ ଜୀବନ ନଷ୍ଟ ହୋଇଯିବ ଶେଷ ହେଉଛି ଶାରୀରିକ ବିକାଶ ଆପଣଙ୍କ ଶାରୀରିକ ଅଭିବୃଦ୍ଧି ଭାବନାତ୍ମକ ଅଭିବୃଦ୍ଧି ମାନସିକ ବିକାଶରେ ବାଧା ସୃଷ୍ଟି ହେବ ଯେଉଁ ମଣିଷ ଏତେ କମ ବୟସରୁ ଏସବୁ କରେ ତେବେ ସେ ଖୁବ ଶୀଘ୍ର ବାର୍ଦ୍ଧକ୍ୟରେ ପହଂଚିଯାଏ କାହିଁକି ନା ତା ଲାଇଫକୁ ସେ କମ ବୟସରୁ ଉପଭୋଗ କରିନେଲା ଯେତେବେଳେ ସେ ପଚାଶ ବୟସରେ ପହଂଚିବ ସେତେବେଳେକୁ ସେ ବାର୍ଦ୍ଧକ୍ୟରେ ପହଂଚିସାରିଥିବ ଶେଷରେ ଏତିକି ଜାଣିବ ଯେ ଶାରୀରିକ ସମ୍ବଦ୍ଧି ପାଇଁ ଅଠର ବର୍ଷ ସଠିକ ବୟସ ହେଲେ ବି ପ୍ରାକୃତିକ ବା ଆଦର୍ଶ ବୟସ ହେଉଛି ତେଇଶି ବର୍ଷ ଏ ବୟସରେ ଶାରୀରିକ ମାନସିକ ଭାବନାତ୍ମକ ଓ ବୌଦ୍ଧିକ ବିକାଶର ସମ୍ପୂର୍ଣ ଭାବରେ ଅଭିବୃଦ୍ଧି ଘଟିଥାଏ ବନ୍ଧୁଗଣ ଆମ ଅନୁଚିନ୍ତାଟି ଆପଣ ମାନଙ୍କୁ ଯଦି ଟିକେ ବି ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ଲାଇକ କରନ୍ତୁ l

Leave a Reply

Your email address will not be published. Required fields are marked *