ସ୍ମାର୍ଟଫୋନ ମାନଙ୍କୁ ଗୋଲ ବନାଯାଏ ନାହିଁ କାହିଁକି?

NEWS

ଆଜି ଆମେ ଆପଣଙ୍କ ପାଖରେ ଆଉ କିଛି ବହୁତ ଧ୍ୟାନଦାୟକ କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଉନ୍ନତ ହେଇପାରେ। ଆଜି ଆମେ ଆପଣଙ୍କ ପାଖରେ କିଛି ଦୁନିଆର ଏଭଳି ସତ୍ୟତା କହିବାକୁ ଯାଉଛୁ ଯାହା ଆପଣ ଜାଣିବା ପରେ ଭାବିବେ କି ଆଜି ଯାଏ ଆପଣ ଏକ ଭ୍ରମରେ ଥିଲେ। ତେବେ ଏହା ବାବଦରେ ଆଉ ଡେରି ନକରି ଆରମ୍ଭ କରିବା ଆସନ୍ତୁ। କଣ ଆପଣ କେବେ ଭାବିଛନ୍ତି କି ଦୁନିଆର ସବୁଠୁ ଅଧିକ ସ୍ମାର୍ଟଫୋନ କମ୍ପାନୀ ମାନେ ନିଜର ଫୋନକୁ ଗୋଲ କରନ୍ତି ନାହିଁ କାହିଁକି? ଆଉ କଣ ଆପଣ ଭାବିଛନ୍ତି କି ଦୁନିଆର କେତେ ପ୍ରକାର ଆଉ କିଭଳି ଧର୍ମ ଅଛି? ତେବେ ଯଦି ଆପଣ ଏହି ସବୁ ବାବଦରେ କେବେ ଜାଣି ନାହାନ୍ତି ତାହେଲେ ଆଜି ହି ଆକେ ଆପଣଙ୍କ ପାଖରେ ଏହା କହିବାକୁ ଯାଉଛୁ। ତେବେ ଆସନ୍ତୁ ଆରମ୍ଭ କରିବା।

ଆଜିର ପ୍ରଥମ କଥା ଯାହା ଆମେ ଆପଣଙ୍କ କହିବାକୁ ଯାଉଛୁ ତାହା ଆମ ପଡୋଶୀ ଦେଶ ଚାଇନାର ଅଟେ। କଣ ଆପଣ ଜାଣନ୍ତି କି ଚାଇନା କେବଳ କିଛି ଶୋ ମାନଙ୍କ ପାଇଁ ଚିଅର ଲିଡର ମାନଙ୍କୁ ରଖେ ନାହିଁ। ଏହି ପ୍ରଥା ଚାଇନାରେ ବହୁଳ ମାତ୍ରାରେ ଲୋକପ୍ରିୟ ଅଟେ ମାତ୍ର ଏହା ଆପଣଙ୍କୁ ଜାଣିବା ଦରକାର କି ଏହା ବହୁତ ଅଜୀବ ଲାଗେ। ଚାଇନାରେ ନିଜର ମୃତ ଯାତ୍ରାକୁ ଲୋକପ୍ରିୟ ଆଉ ମନେ ରଖିବା ଭଳି ବନେଇବା ପାଇଁ ମୃତାହ କର୍ମରେ ମଧ୍ୟ ଚିଅର ଲିଡର ମାନଙ୍କୁ ଡ଼କା ଯାଇଥାଏ।

phone 1
କଣ ଆପଣ ଜାଣନ୍ତି କି ଆମ ଭାରତୀୟ ଜାତୀୟ ସଙ୍ଗୀତ କିଏ ଲେଖିଥିଲେ? ତେବେ ଏହାକୁ ବେଙ୍ଗୋଲି ଲେଖକ ରବୀନ୍ଦ୍ର ନାଥ ଟାଗୋର ଲେଖିଥିଲେ ଆଉ ଏହାକୁ କେହି ବି ପୁରା ପୁରି ଭାବେ ଗାଇବା ପାଇଁ ସକ୍ଷମ ଅଟନ୍ତି। ତେବେ କେବେ ଆପଣ ଏହାକୁ ନିଜେ ଟାଗୋରଙ୍କ ମୁହଁରୁ ଗାଉଥିବାର ଶୁଣିଛନ୍ତି? ତେବେ ଏଭଳି ଏକ ରେଆର ଭିଡିଓ ଅଛି ଯେଉଁଠାରେ କି ନିଜେ ଟାଗୋର ଏହି ଗୀତକୁ ଗାଇଛନ୍ତି। ତେବେ ଏହା ଆଜିକାଲି ବହୁତ ଜଲଦି ଭାଇରାଲ ହେବାରେ ଲାଗିଛି।

ତେବେ ଆପଣ ଜାଣନ୍ତି କି ଭାରତରେ ଆଗ କାଳରେ ପଇସା ବଦଳରେ ଜିନିଷ ମାନଙ୍କର ଆଦାନ ପ୍ରଦାନ ହେବାକୁ ଚାଉଳ ଅଥବା ଧାନର ବ୍ୟବହାର କରା ଯାଉଥିଲା। ଆପଣଙ୍କୁ କଣ ଲାଗିବ ଯଦି ମୁଁ ଆପଣଙ୍କୁ କହିବି କି ଏହି ପ୍ରଥା ପୁଣି ଥରେ ଦୁନିଆକୁ ଆସି ସାରିଛି? ବ୍ରାଜିଲର ତୋୟଟା କମ୍ପାନୀ ଏହି ପ୍ରଥାକୁ ପୁଣି ଆରମ୍ଭ କରିଛି ଯାହାଦ୍ୱାରା କି ଆପଣ ସୋୟାବୀନ ଅଥବା ଡାଲି ଅଥବା ଚାଉଳ ଦେବାଦ୍ୱାରା ଟୋୟୋଟା କାର ଅଥବା ଟ୍ରକ ଇତ୍ୟାଦି ପାଇପାରିବେ। ଏହା ବହୁତ ଉତ୍ତମ ପ୍ରଥା ଅଟେ ଯାହା କି ଭାରତରେ ମଧ୍ୟ ଲାଗୁ ହେବା ଦରକାର।

phone 2
ସ୍ମାର୍ଟଫୋନକୁ ଗୋଲ କଣ ପାଇଁ ବନାଯାଏ ନାହିଁ? ଏଥିପାଇଁ ବି ଗୋଲ କରାଯାଏ ନାହିଁ କି ଗୋଲ ହେଲେ ଆମେ ଗୋଟିଏ ହାତରେ ଫୋନକୁ ଚଳାଇପାରିବା ନାହିଁ, ହେଲେ ଯଦି ଏବେ ଯେମିତି ବନେ ସେମିତି ହେଲେ ଆପଣ ଫୋନକୁ ସହଜରେ ବ୍ୟବହାର କରିପାରିବେ।

Leave a Reply

Your email address will not be published. Required fields are marked *