police

ଭାରତୀୟ ପୋଲିସ କାହିଁକି ଦାଢ଼ି ରଖିପାରନ୍ତି ନାହିଁ।

NEWS

ତେବେ ଆଜି ଆମେ ଆପଣଙ୍କ ପାଖରେ ଆଜି କିଛି ଏପରି ସତ୍ୟତା କହିବାକୁ ଯାଉଛୁ ଯାହା କି ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ହେଇଯିବେ। ଆଜି ଆମେ ଆପଣଙ୍କ ପାଖରେ କିଛି ସତ୍ୟତା କହିବାକୁ ଯାଉଛୁ ଯାହା ଆପଣ ଜାଣିବା ପରେ ଭାବିବେ କି ଆଜି ଯାଏ ଆପଣ ଏକ ଭ୍ରମରେ ଥିଲେ। ତେବେ ଏହା ବାବଦରେ ଆଉ ଡେରି ନକରି ଆରମ୍ଭ କରିବା ଆସନ୍ତୁ। କଣ ଆପଣ କେବେ ଭାବିଛନ୍ତି କି ଭାରତୀୟ ପୋଲିସ ଦାଢ଼ି କାହିଁକି ରଖନ୍ତି ନାହିଁ? କଣ ଆପଣ ଭାବିଛନ୍ତି କି ଆମ ପୃଥିବୀରେ କେତେ ପ୍ରକାର ଆଉ କିଭଳି ଲୋକମାନେ ଅଛନ୍ତି? ତେବେ ଯଦି ଆପଣ ଏହି ସବୁ ବାବଦରେ କେବେ ଜାଣି ନାହାନ୍ତି ତାହେଲେ ଆଜି ହି ଆକେ ଆପଣଙ୍କ ପାଖରେ ଏହା କହିବାକୁ ଯାଉଛୁ। ତେବେ ଆସନ୍ତୁ ଆରମ୍ଭ କରିବା।

ତେବେ ଆଜିର ପ୍ରଥମ କଥା କି ଆପଣ ଦୁନିଆରେ ଲୋକଙ୍କୁ ନାନା ରଙ୍ଗର ହେୟାର ଷ୍ଟାଇଲା କରୁଥିବାର ଦେଖିଥିବେ ମାତ୍ର ଆଜି ଆମେ ଆପଣଙ୍କ ପାଖରେ ଏପରି ଜଣେ ବ୍ୟକ୍ତିଙ୍କ କଥା କହିବାକୁ ଯାଉଛୁ ଯିଏ କି ନିଜର ଚୁଟି ସ୍ଥାନରେ ସୁନାର ଚେନ ହି ଲଗାଇ ଦେଲେ। ତେବେ ମେକ୍ସିକାନ ରାପର ଡ୍ୟାନ ସୁର ନିଜର ଚୁଟି ଜାଗାରେ ସୁନାର ଚେନ ହି ଲଗାଇ ଦେଇଥିଲେ ଆଉ ଏହିଭଳି ଭାବରେ ତାଙ୍କର ଏହି ହେୟାର ଷ୍ଟାଇଲ ଦୁନିଆର ସବୁଠୁ ଦାମୀ ହେୟାର ଷ୍ଟାଇଲ ହେଇଗଲା।

police 1
ଆପଣ ଭାରତ ତଥା ଅନ୍ୟାନ୍ୟ ଦେଶ ମାନଙ୍କରେ ଅନେକ ପ୍ରକାରର ରେଷ୍ଟୁରାନ୍ତ ତଥା ହୋଟେଲ ଦେଖିଥିବେ। ମାତ୍ର କଣ ଆପଣ ଜାଣନ୍ତି କି ଆମେରିକାରେ ଏକ ଏପରି ରେଷ୍ଟୁରାଣ୍ଟ ଅଛି ଯେଉଁଠାରେ କି ଖାଇବା ସହ ଆହୁରି ବହୁତ କିଛି ଖିଆ ଯାଇଥାଏ। ତେବେ ଏଠାରେ ଖାଦ୍ୟ ଖାଇବା ଆଗରୁ ପ୍ରଥମେ ମାଡ ଖାଇବାକୁ ପଡେ। ତେବେ ଏହିଭଳି ଷ୍ଟ୍ରେଞ୍ଜ ରେଷ୍ଟୁରାଣ୍ଟ ଭାରତୀୟ ବଜାରରେ ବି ଖୋଲାଯିବା ଦରକାର।

ଆପଣ ଜାଣନ୍ତି କି ମାଛମାନେ ପରସ୍ପର ସହ କଥାବାର୍ତ୍ତା କରିବା ପାଇଁ ପାଣି ଭିତରେ ଅଲଗା ଅଲଗା ପ୍ରକାର ଆବାଜ ସୃଷ୍ଟି କରନ୍ତି ମାତ୍ର କଣ ଆପଣ ଜାଣନ୍ତି କି ଦୁନିଆର ଏଭଳି ଜଣେ ମାଛ ଅଛି ଯିଏ କି କଥା ହେବା ପାଇଁ ଆବାଜ ନୁହଁ ବରଂ ନିଜର ହାୱାର ସାହାରା ନିଅନ୍ତି। ଏହି ମାଛର ନାମ ହେରିଂ ଫିଶ।

ଆପଣ ଜାଣନ୍ତି କି ଦୁନିଆରେ ଏଭଳି ବୋଲର ମାନେ ମଧ୍ୟ ଅଛନ୍ତି ଯିଏ କି ନିଜର ବୋଲିଂ ବହୁତ ଭଲ ଭାବରେ କରନ୍ତି ମାତ୍ର କେହି ନା କେହି ବ୍ୟାଟ୍ସମ୍ୟାନ ଏଭଳି ଆସନ୍ତି ଯିଏ କି ତାଙ୍କ ବଲରେ ଛକା ମାରି ହି ଦିଅନ୍ତି। ମାତ୍ର କଣ ଆପଣ ଜାଣନ୍ତି କି ଏଭଳି ଜଣେ ବୋଲର ଥିଲେ ଯାହାଙ୍କ ବୋଲିଂରେ କେହି ବି ଛକା ମାରି ନଥିଲେ। ସେହି ବୋଲର ଥିଲେ ୱେଷ୍ଟ ଇଣ୍ଡିଜର ଆଉ ତାଙ୍କ ନାମ ଥିଲା ସାର କର୍ଟଲି ଆମ୍ବରୋଜ।

police 3
ଆପଣ ଜାଣନ୍ତି କି ଏକ ଦେଶର ଆର୍ମି ଅଥବା ପୋଲିସ ଏହାର ପ୍ରତିଛବିକୁ ଦେଖାଇ ଥାଏ। ଏହା ଭିତରେ ଶୃଙ୍ଖଳା ଆଉ ଯଦି ତାହାର ପାଳନ କରାଯିବ ନାହିଁ ତେବେ ଦେଶ ଆଗକୁ ଯିବ ନାହିଁ। ତେବେ ଏହି ସବୁ ପାଇଁ ଭାରତୀୟ ପୋଲିସ ଦାଢ଼ି ରଖେ ନାହିଁ କାରଣ ତାହା ଏମାନଙ୍କ ପାଇଁ ଶୃଙ୍ଖଳାର ପ୍ରତିଛବି ଅଟେ।

Leave a Reply

Your email address will not be published. Required fields are marked *