ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ।ଅଣ୍ଡା ଏକ ପୋଷକ ତତ୍ୱ ଖାଦ୍ୟ ଏହା ଆମ ଦେହ ପାଇଁ ଲାଭ ଦାୟକ ଅଟେ ଏହା ଆମର ଶରୀରକୁ ଭଲରେ ରଖେ ଏବଂ ଏହାକୁ ଖାଇଲେ ଆମ ସ୍ୱାସ୍ଥ୍ୟ ଭଲ ରୁହେ। ଅଣ୍ଡା ବହୁତ ପ୍ରକାର ଖାଇବାର ଲୋକ ଅଧିକାଂଶ ପ୍ରାୟତଃ ଖାଇଥାନ୍ତି ଏବଂ ଲୋକମାନଙ୍କୁ ମଧ୍ୟ ଭଲ ଲାଗିଥାଏ ଏହାକୁ ମଧ୍ୟ ତରକାରୀ ଏବଂ ଆମଲେଟ କରି ଖାଆନ୍ତି।
ବନ୍ଧୁଗଣ ଆଜିର ଏହି ଟପିକରେ ମୁଁ ଆପଣଙ୍କୁ କହିବି ଅଣ୍ଡା ଆମିଷ ନା ନିରାମିଷ ତେବେ ଆସନ୍ତୁ ଜାଣିବା ବହୁତ ଲୋକମାନେ ଏମିତି କରିଥାନ୍ତି ଯେ ଅଣ୍ଡା ଆମିଷ ନା ନିରାମିଷ ସେମାନେ କୌଣସି ବିନା ପ୍ରମାଣରେ ଯୁକ୍ତି କରିଥାନ୍ତି। କିନ୍ତୁ ଏହି ସମାଧାନରେ ପହଞ୍ଚିପାରନ୍ତି ନାହିଁ ଯେ ଅଣ୍ଡା ଆମିଷ ନା ନିରାମିଷ ତେବେ ବର୍ତ୍ତମାନ ବୈଜ୍ଞାନିକ ମାନେ ଏହାକୁ ପ୍ରମାଣିତ କରିଛନ୍ତି ଯେ ଅଣ୍ଡା ଆମିଷ ନା ନିରାମିଷ ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ବୈଜ୍ଞାନିକ ମାନଙ୍କ ଅନୁସାରେ ଅଣ୍ଡାର ଧଳା ଅଂଶଟି ସଂଫୁର୍ଣ ଭାବରେ ପୋଷକ ହୋଇଥୁବାରୁ ଏହା ସଂଫୁର୍ଣ ନିରାମିଷ ଅଟେ ତେଣୁ ଆମେ ଅଣ୍ଡାକୁ ଆମିଷ ବୋଲି କହିପରିବା ନାହିଁ।
ସେହିପରି ଏହାର ହଳଦିଆ ଅଂଶଟିର ଥିବା କିଛି କୋଷ ଗୁଡିକ ଏହାକୁ ଆମିଷ କରାଇଥାଆନ୍ତି କିନ୍ତୁ ବୈଜ୍ଞାନିକମାନଙ୍କ କହିବା କଥା ଯେ ଆମେ ଜଉ ଅଣ୍ଡା ଖାଇଥାଉ ସେଗୁଡିକରୁ ଛୁଆ ଜନ୍ମ ହେବାର କୌଣସି ସୁଯୋଗ ନଥାଏ। ତେଣୁ ଏହାକୁ ଆମିଷ କହିପରିବା ନାହିଁ ଯଦି ଗାଇର କ୍ଷୀରକୁ ଆମେ ନିରାମିଷ କହୁଛେ ତେବେ ଛୁଆ ଜନ୍ମ ହେବାର କ୍ଷମତା ଥିବା ଅଣ୍ଡାକୁ ମଧ୍ୟ ଆମେ ଆମିଷ କହିପାରିବା ନାହିଁ।
ବୈଜ୍ଞାନିକ ମାନେ ଏହାକୁ ପ୍ରମାଣିତ କରିଛନ୍ତି ତେଣୁ ଅଣ୍ଡାକୁ ଆମେ ଆମିଷ କହିବା ଠାରୁ ନିରାମିଷ କହିବା ଠିକ ହେବ ଏହା ବୈଜ୍ଞାନିକ ମାନଙ୍କ ମତ ଅଟେ। ଅଣ୍ଡା ଏକ ପୋଷକ ଅଟେ ତେଣୁ ଏହାକୁ ସଠିକ ଭାବରେ ଓ ସଠିକ ମାତ୍ରାରେ ଖାଇବା ଉଚିତ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ |