ଆପଣଙ୍କ ଘରକୁ ସର୍ବଦା ସଫା ସୁତୁରା ରଖିବାର କିଛି ଉପାୟ।

NEWS

ତେବେ ଆଜି ଆମେ ଆପଣଙ୍କ ପାଖରେ କିଛି ଏଭଳି ଉପାୟ କହିବାକୁ ଯାଉଛୁ ଯାହା କି ବ୍ୟବହାର କରିବା ଦ୍ୱାରା ଆପଣ ସର୍ବଦା ସଫା ସୁତୁରା ରଖିପାରିବେ ନିଜର ଘରକୁ। ବହୁତ ଲୋକଙ୍କୁ ପ୍ରଶ୍ନ ଆସିଥାଏ କି ସେମାନେ ତାଙ୍କ ଘରକୁ ସଫା ସୁତୁରା ରଖିବାକୁ ଚାହାନ୍ତି ଆଉ ସେମାନେ ତାଙ୍କ ଘର କିଭଳି ସଫା ରଖନ୍ତି। ତାହେଲେ ସେମାନେ କିଛି ଅଲଗା ଜିନିଷ କରନ୍ତି ନାହିଁ ବାସ ସେମାନେ କିଛି ଏଭଳି ଆଦତ ଆପଣେଇ ନିଅନ୍ତି ଯାହା କି ସେମାନଙ୍କ ପାଇଁ ବହୁତ ଜରୁରୀ ଅଟେ ଆଉ ଏହା ସେମାନଙ୍କ ଘର ନିମିତ୍ତ ବହୁତ ଜରୁରୀ ଅଟେ। ଆଜି ଆମେ ତାହା ବାବଦରେ ହି ଚର୍ଚା କରିବା।

ଆପଣଙ୍କ ଘର ଏକ ଏଭଳି ଜାଗା ହେଇଥାଏ ଯେଉଁଠାରେ କି ଆପଣ ନିଜର ସର୍ବାଢିମ ସମୟ କାଟି ଥାଆନ୍ତି। ଏହା ସଫା ରହିବା ନିହାତି ଦରକାର କାରଣ ଏହା ସଫା ରହିବା ଦ୍ୱାରା ହି ଆପଣଙ୍କ ଘରେ ଆପଣଙ୍କୁ ଶାନ୍ତି ମିଳିଥାଏ। ଆପଣ ଯେତେ ବି ଥକି ଯାଇକି ଆପଣଙ୍କ ଘରକୁ ଆସନ୍ତୁ ଆପଣ ଏଠାରେ ପହଂଚିବା କ୍ଷଣି ହି ଆପଣଙ୍କୁ ଅଲଗା ପ୍ରକାରର ଶାନ୍ତି ଅନୁଭବ ହୁଏ। ତେବେ ଆପଣଙ୍କ ଘର ସଫା ରହିବା ନିତାନ୍ତ ଜରୁରୀ।

room 1
ପ୍ରଥମ ଆଦତ ଯାହା ଆପଣଙ୍କୁ କରିବା ଦରକାର ତାହା ହେଉଛି କି ଆପଣ ବିଛଣାରୁ ଉଠିବା କ୍ଷଣି ହି ଆପଣ ନିଜର ବିଛଣା ଠିକ କରନ୍ତୁ ଯାହାଦ୍ୱାରା କି ଆପଣଙ୍କର ଏକ ଆଦତ କମ ହେଇଯିବ। ଆପଣ ଦିନରେ ଅଧିକ ସମୟ ପାଇବେ ଯାହା କି ଅତିରିକ୍ତ ମିଳିଯିବ।

ଦ୍ୱିତୀୟ ଆଦତ ଏହା କି ଆପଣ ଘରର ଚଟ୍ଟାଣ ସର୍ବଦା ସଫା ରଖନ୍ତୁ କାରଣ ଏହାଦ୍ୱାରା ଆପଣଙ୍କ ଘର ସର୍ବଦା ସୁନ୍ଦର ରହିବ ଆଉ ସଫା ମଧ୍ୟ ରହିବ। ଆପଣ ନିଜର ଚାଟ୍ଟାଣ ସଫା କରିବା ପାଇଁ ବଜାରରେ ମିଳୁଥିବା ତରଳ ବ୍ୟବହାର କରିପାରିବେ।

ଆପଣ ଚେଷ୍ଟା କରନ୍ତୁ କି ଆପଣ ରାନ୍ଧିବା ଆଗରୁ ଅଥବା ରାନ୍ଧିବା ପରେ ଆପଣ ନିଜର ଗ୍ୟାସ ଚୁଲା ଅଥବା ଗ୍ୟାସର ତଳ ଭାଗ ଭଲ ଭାବରେ ସଫା କରନ୍ତୁ। ଏହାଦ୍ୱାରା ଆପଣଙ୍କ ଘର ଅଧିକ ସୁନ୍ଦର ରହିବ ଆଉ ତାହା ସୁନ୍ଦର ଦେଖାଯିବ ମଧ୍ୟ।

room 2
ଆଉ ପଞ୍ଚମ ଭାବରେ ଆପଣ ସର୍ବଦା ଏହା ଚେଷ୍ଟା କରନ୍ତୁ କି ନିଜ ଘରର ବାସନ ଆପଣ ନିଜେ ହି ମାଜିବେ। କାରଣ ଆପଣଙ୍କ ଘରର ଚାକରାଣୀ ଯଦି ମାଜିବେ ତାହେଲେ ତାହା ବେଯତ୍ନ ହେଇ ଭାଙ୍ଗିଯିବାର ସମ୍ଭାବନା ଅଧିକ ଅଛି। ତେଣୁ ଆପଣ ବାସନ ନିଜେ ହି ମାଜିବାକୁ ଚେଷ୍ଟା କରନ୍ତୁ।

ନିଜର ବାସନ ମାନଙ୍କୁ ତାଙ୍କ ଜାଗାରେ ରଖନ୍ତୁ ଆଉ ଖାଉଥିବା ସ୍ଥାନକୁ ଯେତେ ସମ୍ଭବ ସଫା ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣଙ୍କ ଘର ବହୁତ ସଫା ଆଉ ସୁନ୍ଦର ଲାଗିବ।

Leave a Reply

Your email address will not be published. Required fields are marked *