oil

ନଡିଆ ତେଲ ବ୍ୟବହାର କରି ନିଜର ଚୁଟି ବୃଦ୍ଧି କରିବାର ଉପାୟ।

NEWS

ଆମେ ଆମ ଚୁଟିକୁ ରାତା ରାତି ଲମ୍ବା କରିପାରିବା ନାହିଁ ମାତ୍ର ତାହାର ବୃଦ୍ଧିର ସ୍ତର ଆମେ ଟିକେ ବଢ଼େଇ ପାରିବା। ତେବେ ଏହାର କାରଣ ଏହା କି ଆମେ କିଛି ଏଭଳି ବସ୍ତୁ ବ୍ୟବହାର କରିପାରିବା ଯାହାଦ୍ୱାରା କି ଆମେ ଆମ ଚୁଟି ବଢ଼େଇ ପାରିବା। ଆମ ଚୁଟି ବଢିବା ଆମ ଜିନ ଉପରେ ନିର୍ଭର କରେ ମାତ୍ର ଆମେ ତାହାକୁ ବଢ଼େଇ ପାରିବା। ତେବେ ଆପଣ ଜାଣନ୍ତି କି ଆମ ଶରୀର ସୁନ୍ଦର ଲାଗିବା ପାଇଁ ତଥା ଆମ ମୁହଁ ସୁନ୍ଦର ଲାଗିବା ପାଇଁ ଆମ ଚୁଟିର କିକି ଭୂମିକା ଥାଏ। ଏହା ଭଲ ରହିଲେ କେହି ବି ଅଧିକ ସୁନ୍ଦର ଆଉ ସୁଶୀଲ ଲାଗିଥାଏ।

ଆଉ ଏହାର ବୃଦ୍ଧି ପାଇ ନଡ଼ିଆ ତେଲର ଆବଶ୍ୟକତା ଅନେକ ଅଛି। ନଡିଆ ତେଲ ଆମ ଭାରତରେ ବହୁତ ଅଧିକ ଲୋକପ୍ରିୟ କାରଣ ଏହାକୁ ଲୋକ ନିଜର ଖାଦ୍ୟ ସହିତ ନିଜର ତ୍ୱଚା ଉପରେ ମଧ୍ୟ ବ୍ୟବହାର କରନ୍ତି। ଏଥିରେ ଖାଦ୍ୟସାର ଭରା ଥାଏ। ତେବେ ଏହାକୁ କିଭଳି ଆଉ କେଉଁପ୍ରକାରେ ଆମେ ବ୍ୟବହାର କରିପାରିବା ତାହା ମଧ୍ୟ ଆମକୁ ଜଣା ଅଟେ।

coconut oil

ତେବେ ଆଜି ଆମେ ଆପଣଙ୍କ ପାଖରେ କିଛି ଏଭଳି ଉପାୟ କହିବାକୁ ଯାଉଛୁ ଯାହାଦ୍ୱାରା କି ଆପଣ କେବଳ ନଡିଆ ତେଲ ବ୍ୟବହାର କରି ହି ନିଜର ଚୁଟିକୁ ବୃଦ୍ଧି କରିପାରିବେ ଆଉ ଏହା ସମ୍ପୂର୍ଣ ରୂପେ ପ୍ରଭାବଶାଳୀ ଉପାୟ ଅଟେ। କାରଣ ଏହାଦ୍ୱାରା ଆପଣଙ୍କୁ ଆଉ କିଛି ବି କରିହେବ ନାହିଁ।
ତେବେ ଏହାକୁ ଆପଣ ନିଜର ହେୟାର ମାସ୍କ ଭାବେ ବ୍ୟବହାର କରିପାରିବେ। ବଜାରରେ ଅନେକ ପ୍ରକାରର ହେୟାର ମାସ୍କ ମିଳୁଛି ମାତ୍ର ହୁଏତ ତାହା ନଡ଼ିଆ ତେଲ ଭଳି ଏତେ ପ୍ରଭାବୀ ହେଇ ନପାରେ।

ତେବେ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯିଏ କି ତାଙ୍କ ଚୁଟିରେ ନଡିଆ ତେଲ ଛଡା ଆଉ କିଛି ବି ହେୟାର ମାସ୍କ ଲଗାନ୍ତି ନାହିଁ। ତେବେ ଆପଣଙ୍କୁ ଏହାର ମାସ୍କ ବନେଇବା ପାଇଁ ବାସ ତାହାକୁ ତରଳ ଅବସ୍ଥାରେ ଆଣି ଆପଣଙ୍କ ଚୁଟିର ମୂଳରେ ଭଲ ଭାବରେ ଲାଗେଇବାର ଅଛି ଆଉ ତାହାପରେ କମ ସେ କମ ଦୁଇ ଘଣ୍ଟା ଏହାକୁ ଛାଡି ଦେବାର ଅଛି।

oil

ଏହାଦ୍ୱାରା ଆପଣଙ୍କ ଚୁଟି ଭଲ ଭାବରେ ଆପଣଙ୍କ ତେଲ ମାନଙ୍କୁ ଟାଣି ଦେବ ଆଉ ଆପଣ ତାହାପରେ ଏହାକୁ ଭଲରେ ଧୋଇ ସଫା କରି ଦିଅନ୍ତୁ ଆଉ ଏହାଦ୍ୱାରା ହୁଏତ ଆପଣଙ୍କ ଚୁଟି ବହିଟି ଅଧିକ ସ୍ମୁଥ ଆଉ ସିଲକୀ ହେଇଯିବ। ଏହା ଅତ୍ୟନ୍ତ ପ୍ରଭାବୀ ପ୍ରକ୍ରିୟା ଅଟେ ଯାହା କି ଆପଣଙ୍କ ପାଇଁ ଲାଭଦାୟକ ହେବ। ଆପଣ ରାତିରେ ମଧ୍ୟ ଲଗାଇ ସୋଇ ପାରିବେ ଆଉ ଯଦି ଆପଣ ଦିନରେ ଲଗାଉଛନ୍ତି ତାହେଲେ କମ ସେ କମ ଦୁଇ ଘଣ୍ଟା ଲଗାନ୍ତୁ ଆଉ ତାହାପରେ ଧୋଇ ଦିଅନ୍ତୁ।

Leave a Reply

Your email address will not be published. Required fields are marked *