mind

କିପରି ମନକୁ ସ୍ଥିର ଏବଂ ଶାନ୍ତ ରଖିବେ।

HEALTH

କଣ ଆପଣ ଆପଣଙ୍କ ମନକୁ ସ୍ଥିର କରିପାରିପାରୁଛନ୍ତି? ଆପଣ ଯେ କୌଣସି କାମ କରିବାକୁ ଚାହଁଲେ ଆପଣ ଆପଣଙ୍କ ମନକୁ ସ୍ଥିର କଲେ ଆପଣ ସେ କାମକୁ ଠିକ ସେ କରିପାରିବେ। ଆପଣଙ୍କୁ ଆଜି ଆମେ ଯେଉଁ କଥା ଏଠାରେ କହିଭ ଏହାକୁ ଦୁନିଆର ମହାନ୍ ଲୋକ ମାନେ କହିଛନ୍ତି। ଆପଣଙ୍କୁ ଏହି କଥା ପ୍ରାୟ କେଉଁ ସ୍କୁଲ କିମ୍ବା କଲେଜରେ ପ୍ରାୟ କେହି କହିନଥିବେ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଭଗବତ ଗୀତାରେ କି ମଣିଷର ଶରୀର ଏକ ରଥ ପରି ଏହାର ସାରଥୀ ଆମ ମନ୍ ହୋଇଥାଏ। ଆପଣଙ୍କ ମନ ଆପଣଙ୍କର ରାଜା ହୋଇଥାଏ।

ଯଦି ଏହାକୁ ଆପଣ ସଂଜତ୍ତ କରିପାରିଲେ ତାହାଲେ ଆପଣ ସବୁ କିଛି କରିପାରିବେ।ଯଦି ଆପଣ ମନକୁ ଆୟତ୍ତରେ ରଖିଲେ ଆପଣ ଦିନେନା ଦିନେ ଭଲ ମଣିଷ ହୋଇପାରିବେ।ଆପଣ ଯଦି ଆପଣଙ୍କ ମନକୁ ସ୍ଥିର ରଖିବାକୁ ଚାହିଁବେ ତେବେ ଆପଣଙ୍କ ମନ ଆପଣଙ୍କୁ ବେଶୀ ହଇରାଣ କରିବ।ସେଥିପାଇଁ ଏହା ବିଷୟରେ ଆମକୁ ବେଶୀ ଚିନ୍ତା କରିବାର ଆବଶ୍ୟକ ନାହିଁ। ଯଦି ଆପଣ ଆପଣଙ୍କ ମନକୁ ଜବରଦସ୍ତ କରି କହିବେ ମୁଁ ଏବେ ପଢିବି କିନ୍ତୁ ଆପଣ ପଢ଼ିବେ ଯେତେ ସମୟ ପଢ଼ିଲେ ମଧ୍ୟ ଏହା ଆପଣଙ୍କ କିଛି କାମରେ ଆସିନଥାଏ।କାରଣ ଏହା ଆମ ମନରେ ରହିନଥାଏ।

mind 1

ଆପଣଙ୍କ ମନ୍ ଜମା ନିୟନ୍ତ୍ରିତ ହୋଇ ନଥାଏ।ଯେତେ ଜବରଦସ୍ତ କରିବା ଆମେ ଆମ ମନ୍ ସହ ତାହା ବେଶୀ ଆସଂଜତ ହେବ। ପାଠ କିଛି ମନେ ରହିବନି ସେଥିପାଇଁ ଆମେ ଆମ ମନ୍ ସହ ଜବରଦସ୍ତ କିଛି କରିବା ଉଚିତ୍ ନୁହେଁ । ଆପଣ ଓ ଆପଣଙ୍କ ମନ୍ ସମ୍ପୂର୍ଣ ଅଲଗା ଅଟେ। ଆପଣ ଥରେ ଆପଣଙ୍କ ମନ ଯାହା ଚାହୁଁଛି ତାହା କରି ଦେଖିବା ଆମ ମନ ଧୀରେ ଧୀରେ ନିୟତ୍ରଣ ହୋଇଥାଏ। ଆପଣ ଆପଣଙ୍କ ମନରେ ଯାହା ହେଉଛି ତାକୁ ଥରେ ଭାବିବା ଓ ତାକୁ ସବୁବେଳେ ଚିନ୍ତା କରିବା।

ଆପଣ ଆପଣଙ୍କ ମନର ବିଚାରକୁ ଦେଖିବାକୁ ଚିନ୍ତା କରନ୍ତୁ ତେବେ ଆପଣ ଧୀରେ ଧୀରେ ଆପଣଙ୍କ ମନକୁ ନିୟନ୍ତ୍ରଣକୁ ଆଣିପାରିବେ। ଯେତେବେଳେ ଆପଣ ଆପଣଙ୍କ ବିଚାରକୁ ଦେଖିବେ କିମ୍ବା ତା ବିଷୟରେ ଭାବିବେ ତେବେ ଆପଣ ଏହାକୁ ଧୀରେ ଧିରେ ସଜାଡିବାକୁ ଲାଗିବେ। ଯେତେବେଳେ ଆମେ ଛୋଟ ଥିଲେ ସେତେବେଳ ଆମେ ଆମ ନିଜ ଶରୀର କିମ୍ବା ଆମେ କଣ ଆମେ ଜାଣିନଥିଲି। ଯେତେବେଳେ ଆମେ ଧୀରେ ଧିରେ ଏହା ବିଷୟରେ ଜାଣିବାକୁ ପାଇଲେ ଆମେ ନିଜେ ନିଜକୁ ନିୟନ୍ତ୍ରିତ କରିବାକୁ ଲାଗିଲେ।

mind 2

ସେଥିପାଇଁ ନିଜର କଣ ଭୁଲ କଣ ଠିକ୍ ନିଜେ ଦେଖିବାକୁ ଚେଷ୍ଟା କର। ଯଦି ଆପଣ ଆପଣଙ୍କୁ ନିୟନ୍ତ୍ରିତ କରିବାକୁ ଚାହିଁବେ ତେବେ ଆପଣ ଆପଣଙ୍କ ମନରୁ ଶରୀରକୁ ଅଲଗା କରିବାକୁ ପଡ଼ିବ ତେବେ ଆପଣ ଆପଣଙ୍କ ବିଚାରରେ ଠିକ୍ ହୋଇପାରିବେ।ତେଣୁ ଆପଣ ଆପଣଙ୍କର ଭୁଲକୁ ଦେଖିଲେ ନିୟନ୍ତ୍ରିତ କରିପାରିବେ।ତେବେ ଏହା ଥିଲା ଆଜିର ବିଷୟ, କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ। ଆମେ ଏମିତି ଆପଣଙ୍କ ପାଇଁ ବିଶେଷ ତଥ୍ୟ ନେଇକି ଆସିଥାଉ। ଆମ ସହିତ ଯୋଡି ହୋଇରୁହନ୍ତୁ ଏବଂ ନୂଆ ନୂଆ ତଥ୍ୟ, ମଜାଦାର କଥା ଜାଣିବାରେ ସହାୟକ ହୁଅନ୍ତୁ।

Leave a Reply

Your email address will not be published. Required fields are marked *