jio

ଚାଲନ୍ତୁ ଜାଣିବା କିଛି ଫ୍ୟାକ୍ଟ ବିଷୟରେ।

NEWS

ଫ୍ୟାକ୍ଟ ଗୁଡ଼ିକ ହେଲା ମୁକେସ ଅମ୍ବାନୀ କି ସିମ୍ ତାଙ୍କ ମୋବାଇଲରେ ବ୍ୟବହାର କରିଥାନ୍ତି ଏବଂ ଏମିତି ଏକ ଜାଗା ଯେଉଁଠାରେ ସମୟ ଗତିକୁ ଆମେ ରଖିପାରିବା ଓ ଅନେକ କିଛି ଅଜଣା କଥା ଆସନ୍ତୁ ଜାଣିବା। ଯଦି କୌଣସି କମ୍ପ୍ୟୁଟର କିମ୍ବା କୌଣସି ଆପରେ କିଛି ତୃଟି ଆସିଥାଏ ତେବେ ତାହାକୁ ବଗ୍ କୁହାଯାଏ। କାହିଁକି ବଗ୍ କୁହାଯାଏ ଏହା ମଧ୍ୟ ଭାବିବା ଉଚିତ୍। ଦୁନିଆରେ ଯେତେବେଳେ ପ୍ରଥମ କମ୍ପ୍ୟୁଟରରେ ତୃଟି ଦେଖିବାକୁ ମିଳିଥିଲା ତାହା ଏକ ବଗ୍ ଯୋଗୁଁ କାରଣ ଏହି କମ୍ପ୍ୟୁଟର ଭିତରେ ଏକ ବଗ୍ ପଶି ଯାଇଥିଲା। ସେଥିପାଇଁ କମ୍ପ୍ୟୁଟର ଖରାପ ହୋଇଥିଲା।

ଏବଂ ସେହି ଦିନଠାରୁ କମ୍ପ୍ୟୁଟର କିମ୍ବା ଲ୍ୟାପଟପର ଯେକୌଣସି ତୃଟି ଦେଖାଯାଏ ତାହାକୁ ବଗ୍ କୁହାଯାଏ। ଯେଉଁ ସବୁ କାର ନିଜର ପରସନାଲ ବ୍ୟବହାର ପାଇଁ ରଖାଯାଏ ସେ ସବୁ କାର ପ୍ରାୟ ତାଙ୍କର ୮୫ ପ୍ରତିଶତ ସମୟ ପାର୍କିଂରେ ରହିଥାଏ।ଆମ ଶରୀରରେ ଯେତିକି ଡିନଏ ସେଥିମଧ୍ୟରୁ ମାତ୍ର ୧ରେ ଆମ ଗୁଗଲ ଓ ଫେସବୁକ୍ର ଯେତିକି ଡାଟା ଆମର ଗୋଟିଏ ଡିନଏରେ ରହିପାରିବ।ଆମ ଡିନଏ ଡାଟାକୁ ଜିନ ଭାବରେ ରଖେ।୨୦୧୭ରେ ସାଉଥକୋରିଆରେ ମଦରସ ଡେ ବନ୍ଦ କରାଯାଇଛି। କିମଯୋଙ୍ଗ ମା ମାନଙ୍କୁ ପିଲା ମାନଙ୍କ ଭଲ ପାଇବା ଦେଖି ତାକୁ ଖରାପ ଲାଗିଲା ସେଥିପାଇଁ ସେ ଏହାକୁ ବନ୍ଦ୍ କରିଦେଲା।

phone 1

 

୨୦୦୪ରେ ପରଗୋଇକେର ଏକ ସୁପର ମାର୍କେଟରେ ନିଆ ଲାଗିଗଲା ଏହା ପରେ ସବୁ ଲୋକ ବାହାରକୁ ଯିବାକୁ ଚାହିଁଲେ କିନ୍ତୁ ସେ ମାର୍କେଟର ମାଲିକ୍ ବହୁତ୍ ଲୋଭି ଥିଲା ସେ ଲୋକ ବିନା ପଇସା ଦେଇ ଚାଲିଯିବେ ଏହା ସହି ପାରିଲାନି ସେଥିପାଇଁ ସେ ମେନ୍ କବାଟକୁ ବନ୍ଦ୍ କରିଦେଲା ଏହା ଦ୍ଵାରା ସେଦିନ ସେଠାରେ ୩୦୦ ଲୋକ ମୃ୍ୟୁବରଣ କରିଥିଲେ। ଡ୍ରଗସର ଚାହିଦା ଏବେ ବିଶ୍ଵରେ ବଢ଼ିଚାଲିଛି। ଡ୍ରଗସ କମ୍ପାନୀ ମାଇକ୍ରୋସଫ୍ଟ, ମକଦୋନାଲ ଓ ବଡ଼ ବଡ଼ କମ୍ପାନୀ ଯେତିକି ଟଙ୍କା ରୋଜଗାର କରିଥାନ୍ତି ତାଠୁ ବୋହୂ ଗୁଣରେ ଡ୍ରଗସ କମ୍ପାନୀ ଲାଭ କରିଥାଏ ଯଦିଓ ଏହା ଇଲିଗଲ।ଘୋଡ଼ାକୁ କିପରି ସିଟି ସ୍କାନ ମଣିଷକୁ ସିଟି ସ୍କାନ୍ କରାଯାଉଥିବା ମେସିନରେ କରାଯାଇଥାଏ।ଏହା ଦେଖିବାକୁ ବହୁତ୍ ମଜା ଲାଗିଥାଏ।

ବେଲଜିଅମର ଏକ ମହିଳାକୁ ଏକ ସିମ୍ପାଜି ସହ ପ୍ରେମ ହୋଇଥିଲା।ଏହାପରେ ଏହି ମହିଳାଙ୍କୁ ଜୁ କୁ ଆସିବାକୁ ମନା କରାଯାଇଥିଲା। ଜାପାନର ଏକ ପାହାଡ଼ର ଛାଇ ଦୁନିଆର ସବୁଠାରୁ ବଡ଼ ଛାଇ ହୋଇଥାଏ ଏହାର ଦୈର୍ଘ୍ୟ ପ୍ରାୟ ୨୪୦୦୦କିଲୋମିଟର। ଦୁନିଆର ସବୁଠାରୁ ନୃଶଂସ ବାଘ ଏହା ୪୩୬ ଲୋକଙ୍କୁ ମାରି ଗିନିଜ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡ କରିଛି।

jiol

ମୁକେଶ ଅମ୍ବାନୀଙ୍କୁ ବହୁତ୍ ସ୍ଥାନରେ ପଚରା ହୋଉଛି ଆପଣ କେଉଁ ମୋବାଇଲ ଓ କେଉଁ ସିମ ବ୍ୟବହାର କରନ୍ତି।ସେ କହିଥିଲେ ସେ ଜିଓ ସିମ ଓ ଏଚଟିସି ଓ ବ୍ଲାକ ବେରି ମୋବାଇଲ ବ୍ୟବହାର କରନ୍ତି। ଏବଂ ସେ ପୂର୍ବରୁ ଭୋଡ଼ାଫୋନ୍ ସିମ ବ୍ୟବହାର କରୁଥିଲେ। ଆମ ମୋବାଇଲର ପ୍ରୋସେସର ସିଲିକନରେ ତିଆରି ହେଇଥାଏ।ତେବେ ଏହା ଥିଲା ଆଜିର ବିଷୟ, କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ। ଆମେ ଏମିତି ଆପଣଙ୍କ ପାଇଁ ବିଶେଷ ତଥ୍ୟ ନେଇକି ଆସିଥାଉ। ଆମ ସହିତ ଯୋଡି ହୋଇରୁହନ୍ତୁ ଏବଂ ନୂଆ ନୂଆ ତଥ୍ୟ, ମଜାଦାର କଥା ଜାଣିବାରେ ସହାୟକ ହୁଅନ୍ତୁ।

Leave a Reply

Your email address will not be published. Required fields are marked *