ତେବେ ଆଜି ଆମେ ଆପଣଙ୍କ ଖାଦ୍ୟ ସମ୍ବନ୍ଧୀୟ ଆଉ ଏକ ବଡ ବିଷୟରେ ଚର୍ଚ୍ଚା କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକ ଜରୁରୀ ଅଟେ। ଆଜି ଆମେ ଆପଣଙ୍କ ପାଖରେ ଏକ ଏଭଳି ଖାଦ୍ୟ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଅଧିକ ସ୍ବାସ୍ଥ୍ୟକର ଅଟେ। ତେବେ ଆଜି ଆମେ କହିବୁ ବାନାନା ମିଳ୍କ ଶେକ କିପରି ବନେଇବେ ତାହା ବାବଦରେ। ତେବେ ଏହି ବିଷୟରେ ଆଗକୁ ଆମେ ଆରମ୍ଭ କରିବା।
ତାହା ଆଗରୁ ଆମେ ଆପଣଙ୍କୁ କହିରଖୁଛୁ କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚା କରି ସାରିଛୁ।
ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜିର ଏହି ବାନାନା ମିଳ୍କ ଶେକ ବହୁତ କମ କ୍ୟାଲୋରୀ ବିଶିଷ୍ଟ ଅଟେ ଆଉ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ ଅଟେ। ଏହା ସେବନ କରିବା ଦ୍ୱାରା ଆପଣଙ୍କୁ ଦିନ ତମାମ ଥକା ଅନୁଭବ ହେବ ନାହିଁ ଆଉ ଆପଣ ପୁରା ସତେଜ ରହିବେ। ତେବେ ଚାଲନ୍ତୁ ଆଉ ଡେରି ନକରି ଆରମ୍ଭ କରିବା କି କିଭଳି ଆପଣ ବାନାନା ମିଳ୍କ ଶେକ ବନେଇ ପାରିବେ।
ବାନାନା ମିଳ୍କ ଶେକ ବନେଇବା ପାଇଁ ଆପଣଙ୍କୁ ଦରକାର ଦୁଇଟି କଦଳୀ, ଆଉ ତାହାପରେ ଅଧା ଲିଟର କ୍ଷୀର। ଆପଣ ଗ୍ରାଇଣ୍ଡର ଥାକରେ ଦୁଇଟି କଦଳୀ ଛୋଟ ଛୋଟ କରି ପକାନ୍ତୁ ଆଉ ତାହାପରେ ସେଥିରେ ଅଧା ଲିଟର କ୍ଷୀର ରଖନ୍ତୁ। ତାହାପରେ ଆପଣ ସେଥିରେ ଦୁଇଟି ଚାମଚ ଚିନି ପକାନ୍ତୁ ଆଉ ତାହାପରେ କିଛି ବରଫ ଆଣି ପକାନ୍ତୁ। ତାହାପରେ ଆପଣ ଭଲ ଭାବରେ ଚିନି ପକାନ୍ତୁ। ତାହାପରେ ଆପଣ ଭଲ ଭାବରେ ଆବଶ୍ୟକ ମୁତାବକ ଛେନା ପକାଇ ପାରିବେ।
ଛେନା ପକେଇବା ପରେ ଆପଣ ସେଥିରେ କିଛି ବାଦାମ ତଥା ଆଲମଣ୍ଡ ପକାନ୍ତୁ ଯାହା କି ଆମ ଶରୀର ପାଇଁ ଲାଭଦାୟକ ଆଉ ପୁଷ୍ଟିକର ହେଇଥାର ଆଉ ତାହାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରନ୍ତୁ। ଭଲ ଭାବରେ କରିବେ ଯେଭଳି କି ସବୁ ପଦାର୍ଥ ଭଲ ଭାବରେ ମିଶିଯିବେ। ତାହାପରେ ଆପଣ ସେଥିରେ କିଛି ମହୁ ପକାନ୍ତୁ ଆଉ ପୁଣି ଥରେ ତାହାକୁ ଭଲ ଭାବରେ ଗ୍ରାଇଣ୍ଡି କରନ୍ତୁ।
ଏହାପରେ ଆପଣ ଦେଖିବେ ଏକ ପୁରା ଧଳା ମିକ୍ସଚର ବାହାରି ଆସିବ ଯାହା କି ଆପଣଙ୍କୁ ମିଠା ସ୍ୱାଦ ଦେବା ସହ ଉତ୍ତମ ଅନୁଭବ ମଧ୍ୟ ଦେବ।ତେବେ ଏହା ଥିଲା ଆଜିର ବିଷୟ, କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ। ଆମେ ଏମିତି ଆପଣଙ୍କ ପାଇଁ ବିଶେଷ ତଥ୍ୟ ନେଇକି ଆସିଥାଉ। ଆମ ସହିତ ଯୋଡି ହୋଇରୁହନ୍ତୁ ଏବଂ ନୂଆ ନୂଆ ତଥ୍ୟ, ମଜାଦାର କଥା ଜାଣିବାରେ ସହାୟକ ହୁଅନ୍ତୁ।