ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ବନ୍ଧୁଗଣ ଯେତେବେଳେ ମହିଳାମାନଙ୍କର କାମ ତେଜନା ପୂର୍ବରୁ ପୁରୁଷ ଏକ ଅଲଗା ମଜା ନେଇଯାଇଥାଏ ପୁରୁଷ ମାନଙ୍କର ଶୀଘ୍ର ପତନ ଯୋଗୁ ମହିଳା ମାନଙ୍କର ଆନନ୍ଦ ଅଧୁରା ରହେନି କାହିଁକି ନା ପୁରୁଷର ଖେଳ ପରେ ହିଁ ସ୍ତ୍ରୀ ର ଚରମ ତୃପ୍ତିର ଅନୁଭୂତି ଆସିଥାଏ ପ୍ରାକୃତିକ ବିଚାରରେ ଦେଖିବାକୁ ଗଲେ ଫୁଲ ଓ ଭଅଁର ଅନୁସାରେ ବୁଝିବାକୁ ଚେଷ୍ଟା କରିବା ଫୁଲ ଅନେକ ସମୟ ପର୍ଯ୍ୟନ୍ତ ସତେଜ ହୋଇ ଅନେକ ଭଅଁରକୁ ନିଜ ଆଡକୁ ଆକୃଷ୍ଟ କରେ କିନ୍ତୁ ଭଅଁର ନିର୍ଦ୍ଧିଷ୍ଟ ଫୁଲରେ ବସି କିଛି ସମୟ ପରେ ଉଡ଼ିଯାଏ ଭଅଁର ମଧୁପାନ କରିସାରିଲା ପରେ ଫୁଲ ର କୋମଳତା ଉପରେ ହାନି ପହଂଚାଇ ନଥାଏ ଠିକ ସେହି ଭଳି ମହିଳାମାନଙ୍କ ଆକର୍ଷଣ ବି ପ୍ରାକୃତିକ ହୋଇଥାଏ l
ସାମାଜିକ ଅନୁସାରେ ବିଚାରକୁ ନେଲେ ଗୋଟେ ସ୍ତ୍ରୀ କେବଳ ଜଣେ ପୁରୁଷ ସହିତ ଶାରୀରିକ ସମ୍ପର୍କ ବନେଇବ କିନ୍ତୁ ଅନ୍ୟ ପୁରୁଷ ମାନଙ୍କର ସେ ସ୍ତ୍ରୀ ପ୍ରତି ଆକର୍ଷଣକୁ ସେ ସ୍ତ୍ରୀ ଚାହିଁଲେ ରୋକିପାରିବ ନା ବନ୍ଦ କରିପାରିବ ଫୁଲ ଓ ଭଅଁର ପରି ନିଜ ପୁରୁଷ ସହିତ ବାରମ୍ବାର ନୈଶଗିକ କ୍ରିୟା ପାଇଁ ସ୍ତ୍ରୀ ଭଲ ଭାବରେ ରହିଥାଏ ତାମାନେ ନୁହେଁ ଯେ ପୁରୁଷ ସହିତ ରାତି କାମ କରି ସନ୍ତୁଷ୍ଟ ହୁଏନି ଭଅଁର ଗୋଟେ ଫୁଲର ମଧୁପାନ କରି ତୃପ୍ତ ହେଲା ପରେ ଅନେକ ଗୋଟେ ସୁନ୍ଦର ଫୁଲ ଦେଖି ତା ଆଡକୁ ଆକର୍ଷିତ ହୋଇଥାଏ ଏହା ହେଉଛି ବଂଶ ବୃଦ୍ଧିର ପ୍ରାକୃତିକ ଚକ୍ର ଯାହା ପ୍ରକୃତିର ନିୟମ ଆମ ସମାଜରେବି ସେମିତି ଗୋଟେ ସ୍ତ୍ରୀ ସହିତ ଗୋଟେ ପୁରଷକୁ ସାମାଜିକ ବନ୍ଧନରେ ବାନ୍ଧି ରଖିବା ପାଇଁ ସାମାଜିକ ନିୟମ ଲାଗୁ କରାଯାଇଛି ଆମେ ସମସ୍ତେ ଜାଣିଛେ ଝିଅମାନେ ସାଧାରଣତ ସ୍ୱଭାବରେ ଲାଜ କୁଳି ପୁଅ ମାନଙ୍କ ତୁଳନାରେ ସହବାସର ଇଚ୍ଛା ତାଙ୍କ ଭିତରେ ତ୍ରିବ ହୋଇଥିଲେବି ବଡ଼ କୁଶଳତା ସହିତ ଝିଅ ମାନେ ତାଙ୍କର ଇଚ୍ଛାକୁ ଚାପି ରଖିବାର ଶକ୍ତିକୁ ଚାପି ରଖିବାରେ ସକ୍ଷମ ହୋଇପାରନ୍ତି କିନ୍ତୁ ପୁଅମାନଙ୍କ ଦ୍ୱାରା ସମ୍ଭବ ହୋଇ ପାରେନି ପୁଅମାନେ ଚାହିଁଲେ ବି ସେ ତ୍ରିବ ଇଚ୍ଛାକୁ ନିଜ ଭିତରେ ଚାପି ରଖିପାରନ୍ତିନି ଝିଅମାନଙ୍କ ମାନରେ ଦେଖିବାକୁ ଗଲେ ପ୍ରକୃତି ତାଙ୍କୁ ଏଇଥି ପାଇଁ ଭାଗ୍ୟଶାଳୀ ବନାଇ ଥାଏ ଝିଅମାନେ ଚରମ ସୁଖର ମଜା ବାରମ୍ବାର ନେଇ ପାରନ୍ତି କିନ୍ତୁ ପୁଅମାନେ ଚରମ ସୁଖର ମଜା ମାତ୍ର ଥରେ ନେଇଥାନ୍ତି ଝିଅ ଉତେଜିତ ହେଲା ପରେ ତା ସହିତ କାମିକା କଥାବାର୍ତା, ଚୁମ୍ବନ ଓ ତା ଶରୀର ସହିତ ହରକତ କରିବା ଦ୍ୱାରା ସେ ଚରମ ତୃପ୍ତିରେ ପହଂଚି ଯାଏ l
କିନ୍ତୁ ପୁଅ ଶାରୀରିକ ସମ୍ବଦ୍ଧ ଦ୍ୱାରା ହେଉ କି ଅନ୍ୟ କିଛି ଉପାୟରେ ତାର ଥରେ ହୋଇ ସାରିଲା ପରେ ସେ କାମରୁ ସିଏ ନିବୃତ ହୋଇଯାଏ ଜଣାଯାଏ ଯେ ଯୌନ ସୁଖ ମାମଲାରେ ଝିଅ ମାନେ ପୁଅମାନଙ୍କ ତୁଳନାରେ ଚାରିଗୁଣ ଅନେକ ମାତ୍ରରେ ଆନନ୍ଦ ପ୍ରାପ୍ତ କରିପାରନ୍ତି ଯଦି ଗୋଟେ ପୁରୁଷ ଯଦି ମହିଳା ସହିତ ଅଧିକ ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ବଦ୍ଧ ବନେଇଥାଏ ମହିଳା ଜଣକ ସେତିକି ସମୟ ଭିତରେ ଦଶ ଥର ପର୍ଯ୍ୟନ୍ତ ଚରମ ସୁଖର ଆନନ୍ଦ ନେଇଥାଏ କିନ୍ତୁ ଗୋଟେ ପୁରୁଷ ଥରେ ହେଇ ସାରିବା ପରେ ସେ କାର୍ଯ୍ୟରୁ ନିବୃତ ରହିବାକୁ ପସନ୍ଦ କରେ ତେଣୁ ମହିଳା ମାନେ ବାରମ୍ବାର ଚରମ ସୁଖର ଆନନ୍ଦ ନେଇପାରୁଥିବା ସମୟରେ ପୁରୁଷ ମାନେ କେବଳ ଥରେ ମାତ୍ର ଏ ସୁଖର ମଜା ଉଠେଇ ଥାନ୍ତି ବନ୍ଧୁଗଣ ଆମର ଏହି ଅନୁଚିନ୍ତା ଆପଣମାନଙ୍କୁ ଟିକିଏ ଯଦି ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକ କରନ୍ତୁ l