ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ସାଧରଣତଃ ବିଶେଷ କରି ମହିଳାମାନେ ଏକ ଗୋରା ଆଉ କୋମଳ ଚେହେରା ପାଇବା ପାଇଁ ଆସ୍ଥାଇ ଥାନ୍ତି ଏଥିପାଇଁ ସେମାନେ ଅନେକ ରାସ୍ତା ମଧ୍ୟ ଆପଣେଇଥାନ୍ତି l ଆଜିକାଲି ବଜାରରେ ରାସାୟନିକ ପଦାର୍ଥ ମିଶ୍ରିତ ବିଭିନ୍ନ ପ୍ରକାରର ପ୍ରସାଦନ ସାମଗ୍ରୀ ମିଳୁଛି ଏଗୁତିକ ଲଗାଇଲେ ଗୋରାପଣ ମିଳିବ ବୋଲି ମନେ କରି ଲୋକେ ବହୁତ ଟଙ୍କା ଖର୍ଚ୍ଚ କରି ତାକୁ ଆଣି ବ୍ୟବହୃତ କରିଥାନ୍ତି l କିନ୍ତୁ ସେପରି କିଛି ଫଳ ମିଶିନଥାଏ ବରଂ ଏ ସବୁର ବ୍ୟବହାର ଦ୍ୱାରା ଆପଣଙ୍କ ତ୍ୱଚା ଖରାପ ହୋଇଥାଏ l
ଏପରି କିଛି ଉପାୟ ରହିଛି ଯାହାର ଅବଲମ୍ବନରେ ବିନା କୌଣସି ପାର୍ଶ୍ୱପ୍ରତି କ୍ରିୟାରେ ଆପଣ ଦଶ ଦିନରେ ଗୋରା ଏବଂ ଚମକୁଥିବା ରଙ୍ଗ ପାଇବେ ପାରିବେ ଆସନ୍ତୁ ଜାଣିବା ସେହି ଦଶ ଦିନ ମଧ୍ୟରେ କିପରି ଆପଣ ଗୋରା ହୋଇପାରିବେ l ଏଥିପାଇଁ ଆପଣଙ୍କୁ ଏକ ମିଶ୍ରଣ ପ୍ରସ୍ତୁତ କରିବାକୁ ପଡିବ ଏବଂ ଏହି ମିଶ୍ରଣକୁ ପ୍ରସ୍ତୁତ ପାଇଁ ଆପଣଙ୍କୁ ଭିଟାମିନ ଇ କ୍ୟାପସୁଲ ମହୁ ଲେମ୍ବୁ ଚାଉଳ ଗୁଣ୍ଡ ଏବଂ ଗୋଲାପଜଳର ଆବଶ୍ୟକତା ପଡିବ ପ୍ରଥମେ ଆପଣ ଏକ ପାତ୍ରରେ ଦୁଇଟି ଭିଟାମିନ ଇ କ୍ୟାପସୁଲକୁ ଫଟାଇ ଏହାର ତେଲ ବାହାର କରନ୍ତୁ ଏହାପରେ ଏଥିରେ ଆପଣ ଅଧା ଚାମୁଚ ମହୁ ମିଶାନ୍ତୁ ତାପରେ ଏଥିରେ ଅଧା ଚାମୁଚ ଲେମ୍ବୁରସ ମିଶାନ୍ତୁ ଏଥିରେ ଚାଉଳ ଅଟା କିମ୍ବା ଚାଉଳ ଗୁଣ୍ଡ ଓ ଏକଚାମୁଚ ଗୋଲାପ ଜଳ ମିସେଇ ଫେଣ୍ଟିଦିଅନ୍ତୁ l
ଏହାପରେ ଏହି ମିଶ୍ରଣଙ୍କୁ ନିଜର ତ୍ୱଚାରେ ପନ୍ଦର ମିନିଟ ଲଗାଇ ଛାଡିଦିଅନ୍ତୁ ଏହାପରେ ଆପଣଙ୍କ ମୁହଁକୁ ପରିଷ୍କାର ପାଣିରେ ଧୋଇ ଦିଅନ୍ତୁ ଏହିପରି ନିୟମିତ ଦଶଦିନ କଲାପରେ ଫରକ ଅନୁଭବ କରିପାରିବେ l ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ |