ଅଷ୍ଟ୍ରେଲିଆ ଯିବା ଆଗରୁ ଏହା ବାବଦରେ କିଛି କଥା ଜାଣନ୍ତୁ।

NEWS

ତେବେ ଆପଣ ବିଦେଶ ଯାତ୍ରା କରିବା ପାଇଁ ବହୁତ ଅଧିକ ପସନ୍ଦ ଥିବ। ତେବେ ଆପଣ ଅଷ୍ଟ୍ରେଲିଆ ବାବଦରେ ତ ଜଣା ଥିବ। ଯଦି ଆପଣ ଅଷ୍ଟ୍ରେଲିଆ ବାବଦରେ କିଛି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କ ପାଖରେ ଏହି ଦେଶ ବାବଦରେ କିଛି କହିବାକୁ ଯାଉଛୁ। ତେବେ ଆପଣ ଅଷ୍ଟ୍ରେଲିଆର ସୌନ୍ଦର୍ଯ୍ୟ ବାବଦରେ ତ ନିଶ୍ଚୟ ଜାଣିଥିବେ। ଏହି ଦେଶର ନୀଳ ଆକାଶ, ଧଳା ମାଟି ତଥା ଅନ୍ୟାନ୍ୟ ଯିବା ଜନ୍ତୁ ମାନଙ୍କର ଉପସ୍ଥିତି ଏହି ଦେଶକୁ ଅନ୍ୟ ଦେଶ ମାନଙ୍କ ତୁଳନାରେ ବହୁତ ସୁନ୍ଦର କରିଥାଏ। ଏହି ଦେଶରେ ମନୁଷ୍ୟ ମାନଙ୍କ ତୁଳନାରେ ଜୀବଜନ୍ତୁ ମାନେ ଅଧିକ ପରିମାଣରେ ଅଛନ୍ତି। ଏହି ଦେଶରେ ଅନେକ ସୁନ୍ଦର ସୁନ୍ଦର ଜଙ୍ଗଲ ତଥା ସମୁଦ୍ର ତଟ ଅଛି ଯାହା କି ଏହାକୁ ଅନ୍ୟ ଦେଶ ମାନଙ୍କ ତୁଳନାରେ ଅଧିକ ସୁନ୍ଦର କରିଥାଏ।

ଏହି ଦେଶରେ ୯୧% ଜାଗାରେ କେବଳ ଜଙ୍ଗଲ ହି ଜଙ୍ଗଲ ଅଛି ଆଉ ଏଠାକୁ କେବେ ଇଂଲଣ୍ଡର କଏଦୀ ମାନଙ୍କୁ କଳାପାଣିର ସଜା ଦେବାକୁ ଡ଼କା ଯାଉଥିଲା। ଏହି ଦେଶର ହ୍ରଦ ମାନଙ୍କରେ ଗୋଲାପୀ ପାଣି ବୋହୁଥାଏ। ଏହି ଦେଶ ଦୁନିଆର କିଛି ସବୁଠୁ ସୁନ୍ଦର ଦେଶ ମାନଙ୍କ ଭିତରୁ ଏକ ଅଟେ। ଏଠାରେ ଦୁନିଆର ସବୁଠୁ ଭୟଙ୍କର ସାପ ମଧ୍ୟ ମିଳନ୍ତି। ତେବେ ଅଷ୍ଟ୍ରେଲିଆ ଯାହାର ଲୋକସଂଖ୍ୟା ଅଟେ ୨.୫୭ କୋଟି ଆଉ ଏହାର ଜନସଂଖ୍ୟାର ଘନତ୍ୱ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ।

australia

ଏଠାରେ ଗୋଟେ ବର୍ଗ କିମି ପୀଛା ପ୍ରାୟ ୩ ଜଣ ହି ଲୋକ ରୁହନ୍ତି ଆଉ ଏହାର ୮୬% ଲୋକ ସହର ମାନଙ୍କରେ ଆଉ ପ୍ରାୟ ୧୪% ହି ଲୋକ ରୁହନ୍ତି ଗ୍ରାମ ମାନଙ୍କରେ। ଏହାର ରାଜଧାନୀ ଆପଣଙ୍କୁ ସିଡ୍ନୀ ଅଥବା ମେଲବର୍ଣ ଲାଗୁଥିବ ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେଇଯିବେ କି ଏହାର ରାଜଧାନୀ ଅଟେ କ୍ୟାନବେରା। ଏହାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହେଇଯିବେ କି ମେଲବର୍ଣ ଆଉ ସିଡ୍ନୀ ପରସ୍ପର ଭିତରେ ଏହା ଝଗଡା ଲାଗିଲେ କି ସେମାନଙ୍କ ଭିତରୁ କିଏ ରାଜଧାନୀ ହେବ। ଆଉ ଏହି ସମୟରେ ସେହି ଝଗଡକୁ ସମାଧାନ କରିବା ପାଇଁ କ୍ୟାନବେରାକୁ ରାଜଧାନୀ କରି ଦିଆଗଲା।

ଏହି ଦେଶକୁ ସମୁଦ୍ର କୁଳ ମାନଙ୍କର ଦେଶ ମଧ୍ୟ କୁହା ଯାଇଥାଏ କାରଣ ଏହି ଦେଶରେ ଏତେ ଅଧିକ ସମୁଦ୍ର କୁଳ ଅଛି କି ଯଦି ଆପଣ ଗୋଟେ ଦିନରେ ଗୋଟେ ବି ସମୁଦ୍ର କୂଳକୁ ଯାଆନ୍ତି ତାହେଲେ ସେହି ଦେଶର ସବୁ ସମୁଦ୍ର କୁଳ ବୁଲିବା ପାଇଁ ଆପଣଙ୍କୁ ପ୍ରାୟ ୨୭ ବର୍ଷ ଲାଗିବ। ଏଠାକାର ସମୁଦ୍ର କୁଳ ଗୁଡିକ ଏତେ ବଡ଼ ହେଇଥାଏ କି ଆପଣ ତାହା ଜାଣି ଆଶ୍ଚର୍ଯ୍ୟ ହେଇଯିବେ।

aus
ଏହି ଦେଶରେ ୨୦୦ରୁ ଅଧିକ ଭାଷା କୁହାଯାଏ ଯାହାଙ୍କ ଭିତରୁ ୪୫ ଦେଶୀ ଭାଷା ଅଟେ। ଏହା ଭିତରୁ ୩୦% ଲୋକ ବିଦେଶ ମାନଙ୍କରୁ ହି ଆସି ରହିଛନ୍ତି।

Leave a Reply

Your email address will not be published. Required fields are marked *