ଆପଣମାନଙ୍କୁ ଆମ ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ । ଆମେ ଆଜି ଏମିତି ଗୋଟେ ମା ବିଷୟରେ କହିବାକୁ ଯାଉଛୁ ସେ କଥା ଶୁଣିଲେ ଆପଣଙ୍କୁବି ଝଟକା ଲାଗିପାରେ ଜଣେ ମା ନିଜ ଝିଅକୁ ବାରବର୍ଷ ହେଲା ପରେ ନିଜେ ହିଁ ବେଶ୍ୟାକୋଠାରେ ସାମ୍ନା କିଛି ଟଙ୍କା ପାଇଁ ଛାଡି ଦେଇ ଆସିଥିଲା ଏକଥା ଜା କାନରେ ପଡିଛି ତାଙ୍କ ଆଖିରୁ ଲୁହ ଆସିଯାଇଛି ମା କଣ କେବେ ଏମିତି କାମ କରିପାରେ ସମସ୍ତଙ୍କ ମନରେ ଏ ପ୍ରଶ୍ନ ଉଙ୍କି ମାରିଛି ତେବେ ଆସନ୍ତୁଜାଣିବା ପ୍ରକୃତ ଘଟଣା ବିଷୟରେ ଏହି କିଛିଦିନ ତଳେ ସୋସିଆଲ ମିଡିଆରେ ମଧ୍ୟ ପ୍ରଦେଶରେ ରହୁଥିବା ଏକ ଝିଅର ହୃଦୟକୁ ତରଳେଇ ଦେଉଥିବା ଏକ କାହାଣୀ ଭାଇରଲ ହେଉଛି ।
ଝିଅଟିର କହିବା କଥା ଯେ ଯେତେବେଳେ ତାକୁ ବାର ବର୍ଷ ହୋଇଥିଲା ତାଙ୍କ ମା ନାଗପୁରର ଗୋଟେ ବେଶ୍ୟା କୋଠରିରେ ବିକି ଦେଇଥିଲେ । ସେହି ବାର ବର୍ଷଟି ଝିଅଟି ଆଜି ଚବିଶ ବର୍ଷରେ ପାଦ ଥାପିବା ପରେ ପୁରା ଦୁନିଆ ଆଗରେ ଏହାକୁ ବର୍ଣ୍ଣନା କରିଛି। ଏହି ଘଟଣା ଦୁନିଆ ଜାଣିଲା ପରେ ମା ଭଳି ପବିତ୍ର ନାରେ କଳଙ୍କର ଛିଟା ଯୋଡି ହୋଇଯାଇଛି ସେହି ଝିଅ ଜଣକ କାନ୍ଦି କାନ୍ଦି କୋହ ଭରା ହେଇକି କହିଛନ୍ତି ତାଙ୍କ ମା ସେହି କୋଠରୀରେ ଛାଡି ଆସିଲା ପରେ ସେବେଠାରୁ ବାର ବର୍ଷ ହେଲା ଶୋଷଣ ହେଉଛନ୍ତି। ସେ ସବୁବେଳେ ସେହି କଥା ଭାବୁଥିଲେ ଯେ ତାଙ୍କ ମା କାହିଁକି ତାଙ୍କୁ ଏମିତି ନ କରି ଛାଡି ଦେଲେ । ହଁ ଆଜ୍ଞା ସେମିତି କିଛି ଏ ଝିଅ ଜୀବନରେ ଘଟିଲା ଦୀର୍ଘ ବାରବର୍ଷ ପରେ ତାଙ୍କର ଜୀବନ ସରି ସରି ଆସୁଥିବା ବେଳେ ଠିକ ସେହି ସମୟରେ ତାଙ୍କର ଜଣେ ଗ୍ରାହକ ତାଙ୍କ ଲାଗି ଦେବଦୁତ ସାଜି ଆସିଥିଲେ । ସେ ବ୍ୟକ୍ତି ଜଣକ ସେ ବେଶ୍ୟାକୋଠରୀରୁ ଖାଲି ବାହାର କଲେନି ବରଂ ତାଙ୍କ ପରିବାରକୁ ଖୋଜିବାରେ ସାହାର୍ଯ୍ୟ କଲେ ସେ ଦେବଦୂତ ଜଣକ ପୋଲିସ ସହାୟତାରେ ସେ ଝିଅକୁ କୋଠିରିରୁ ବାହାର ଦୁନିଆକୁ ଆଇନିଲେ ପରେ ପୋଲିସଙ୍କ ସହାୟତାରେ ତାଙ୍କ ପରିବାରକୁ ଖୋଜିବାରେ ଲାଗିପଡିଲେ ।
ଝିଅଟିକୁ ତାଙ୍କ ମା କୋଠରୀ ଛାଡିଲା ପରେ କହିଥିଲେ ଝିଅ ତୋର ପାଠସାଠ ପଢିବାରେ କିଛିବି ଅସୁବିଧା ହବନି ଏବେ ଠାରୁ ତୁ ବହୁତ ଭଲରେ ଭଲରେ ପଢିପାରିବୁ ହେଲେ ଦେଖିଲା ବେଳକୁ ଏଠି ପାଠ ସାଠ କିଛିବି ନୁହେଁ ବରଂ ଦେହ ବେପାର ଚାଲିଥିଲା ତାଙ୍କ ମା ତାଙ୍କୁ ପଢିବା ପାଇଁ ନୁହେଁ ଏଇଠି ତାଙ୍କ କୋଠରୀରେ ବିକି ଦେଇଥିଲେ । ଯେତେବେଳେ ପୋଲିସର ସହାୟତାରେ ଝିଅଟି ନିଜର ଘରର ଠିକଣା ଖୋଜି ଖୋଜି ଆସି ତାଙ୍କ ଗାଁରେ ପହଁଚିଲା ଝିଅଟିର ମା ଆଉ ଏ ଦୁନିଆରେ ନଥିଲା ତେବେ ଝିଅଟି ପାଇଁ ସାରା ପ୍ରଶ୍ନ ପ୍ରଶ୍ନ ହୋଇ ରହିଗଲା ଯେ ତାଙ୍କ ମା କାହିଁକି ବେଶ୍ୟା କୋଠରୀରେ ବାର ବର୍ଷ ବୟସରେ ଛାଡି ଦେଇଥିଲେ । ବନ୍ଧୁଗଣ ଆପଣମାନଙ୍କୁ ଆମର ଏହି ଅନୁଚିନ୍ତାଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରନ୍ତୁ ଧନ୍ୟବାଦ |