ଆପଣ ଓଜନ କମ କରୁଥିବା ସମୟରେ କଦଳୀ ଖାଇପାରିବେ କି?

HEALTH

ତେବେ ଆଜି ଆଉ ଏକ ବଡ ସ୍ୱାସ୍ଥ୍ୟ ସମ୍ବନ୍ଧୀ କଥା ବାବଦରେ ଆମେ ଆଜି ଚର୍ଚ୍ଚା କରିବାକୁ ଯାଉଛୁ। ତେବେ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ଦେବାଦ୍ୱାରା ଆପଣଙ୍କ ଶରୀର ବହୁତ ଉନ୍ନତ ରହିଥାଏ। ତେବେ ଆପଣ ଏକ ଉନ୍ନତ ଶରୀର ରଖିବା ପାଇଁ ଆପଣଙ୍କ ଖାଦ୍ୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ। ଆଉ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ସେତେବେଳେ ଦେବେ ଯେତେବେଳେ ଆପଣ ଭଲ ଖାଦ୍ୟସାର ବିଶିଷ୍ଟ ଜିନିଷ ଖାଇବା ଆରମ୍ଭ କରିବେ। ତେବେ ଆମ ଦୈନନ୍ଦିନ ଜୀବନରେ ମିଳୁଥିବା ଖାଦ୍ୟ ମାନଙ୍କ ଭିତରେ ଫଳମୂଳ ତଥା ଅନ୍ୟାନ୍ୟ ପନିପରିବା ଅନ୍ୟତ୍ତମ ଅଟେ।

କଣ ଆପଣ ଜାଣନ୍ତି କି ଆପଣଙ୍କ ଚତୁର୍ପାଶ୍ୱରେ ଏପରି ଅନେକ ଜିନିଷ ମିଳେ ଯାହା ଭିତରେ କି ଏପରି ସ୍ବାସ୍ଥ୍ୟକର ଜିନିଷ ଥାଏ ଆମକୁ ଜଣା ହିଁ ନଥାଏ। ତେବେ ଆସନ୍ତୁ ଆମେ ଆଜି ଏକ ଏପରି ଖାଦ୍ୟ ବାବଦରେ ଚର୍ଚ୍ଚା କରିବା ଯାହା କି ବହୁତ ଅଧିକ ସ୍ବାସ୍ଥ୍ୟକର ହେଇଥାଏ ମାତ୍ର ଆମକୁ ଜଣା ହି ନଥାଏ କି ଏହା ଏତେ ଅଧିକ ସ୍ବାସ୍ଥ୍ୟକର ହେଇଥାଏ। ଆପଣଙ୍କ ଶରୀର ଆପଣଙ୍କର ସବୁଠୁ ବଡ଼ ଅସ୍ତ୍ର ହେଇଥାଏ ଆଉ ଏହାକୁ ତଦାରଖ କରିବା ଆପଣଙ୍କ ପାଇଁ ସବୁଠୁ ବଡ଼ କାମ ଅଟେ। ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ।

 

banana

 

ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆଉ ଏକ ବଡ଼ ବିଷୟ ବାବଦରେ ଆମେ ଚର୍ଚା କରିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ କଦଳୀ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକ ଜରୁରୀ ଅଟେ। ତେବେ ଆଜି ଆମେ ଚର୍ଚା କରିବୁ କି କଦଳୀ ଆପଣ ଓଜନ କମ କରିବା ସମୟରେ ଖାଇପାରିବେ କି?

fat

ଆପଣଙ୍କ ମନରେ ସବୁଠୁ ପ୍ରଥମେ ପ୍ରଶ୍ନ ଏହା ଆସୁଥିବ କି କଦଳୀ ଏକ ଅଧିକ କ୍ୟାଲୋରୀ ଥିବା ଖାଦ୍ୟ ନୁହଁ କି? କଣ ଆପଣ ଏହାଉ ଓଜନ କମ କରିବା ସମୟରେ ଖାଇପାରିବେ କି? ଏହା ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ହେଇଥାଏ ମାତ୍ର ଏଥିରେ ପ୍ରୋଟିନ, କାର୍ବୋହାଇଡ୍ରେଟ ତଥା ମ୍ୟାଗ୍ନେସିଆମ ଯୁକ୍ତ ହେଇଥାଏ। ଏହାକୁ ଖାଇବା ଦ୍ୱାରା ତାହା ଆମ ଶରୀରର ଖାଦ୍ୟସାରର ଅନେକ ଆବଶ୍ୟକତା ପୁରା କରିଥାଏ।

ତେବେ ଏହାକୁ ଆପଣ ଓଜନ କମ କରିବା ସମୟରେ ନିଶ୍ଚୟ ଖାଇପାରିବେ।ତେବେ ଏହା ଥିଲା ଆଜିର ବିଷୟ, କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ। ଆମେ ଏମିତି ଆପଣଙ୍କ ପାଇଁ ବିଶେଷ ତଥ୍ୟ ନେଇକି ଆସିଥାଉ। ଆମ ସହିତ ଯୋଡି ହୋଇରୁହନ୍ତୁ ଏବଂ ନୂଆ ନୂଆ ତଥ୍ୟ, ମଜାଦାର କଥା ଜାଣିବାରେ ସହାୟକ ହୁଅନ୍ତୁ।

Leave a Reply

Your email address will not be published. Required fields are marked *