magnet

ଏହି ଗଛର ଚେର ଦ୍ୱାରା ଧନ ଚୁମ୍ବକ ପରି ଟାଣ ହେଇଯିବ ।

HEALTH

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଏହି ଦିବ୍ୟ ଏବଂ ଚମତ୍କାରୀ ଚେର ଧନକୁ ଚୁମ୍ବକ ପରି ଟାଣି ଆଣି ଥାଏ ଏହାର ବ୍ୟବହାର କିପରି ହୋଇଥାଏ ଆଜି ଆମେ ଜାଣିବା ବନ୍ଧୁଗଣ ଏହି ଦିବ୍ୟ ଏବଂ ଚମତ୍କାରୀ ଗଛର ନାମ ହେଉଛି ମହାକାଳ ଲତା । କୁହାଯାଏ କି ଏହି ଲତାର ଚେରକୁ ଭଗବାନ ମହାକାଳଙ୍କର ବିଶେଷ ବରଦାନ ମିଳିଛି ଏଥିପାଇଁ ଏହି ଲତାକୁ ମହାକାଳ କୁହାଯାଏ ଏହି ମହାକାଳ ଲତା ସମସ୍ତ ପ୍ରକାରର ଗଛରେ ଲଟକିଥାଏ ଏହାର ଫଳ ଲାଲ ରଙ୍ଗର ଓ ଗୋଲାକାର ହୋଇଥାଏ ।

mony

ଏହା ଅତ୍ୟନ୍ତ ସୁନ୍ଦର ହୋଇଥାଏ କିନ୍ତୁ ତାର ଭିତରେ କଳା ରଙ୍ଗର ସସ ଏବଂ ମଞ୍ଜି ରହିଥାଏ ଯାହା ଫଳରେ କି ଏହା ଖାଦ୍ୟ ଯୋଗ୍ୟ ହୋଇ ନଥାଏ କିନ୍ତୁ ଏହି ଲତାର ଚେର ଅତ୍ୟନ୍ତ ଦିବ୍ୟ ଏବଂ ଚମତ୍କାରୀ ହୋଇଥାଏ ଏହି ମହାକାଳର ଚେରକୁ ରବି ପୁଷ୍ୟା ନକ୍ଷତ୍ର ରେ ଅର୍ଥାତ ରବିବାର ଦିନ ଯଦି ପୁଷ୍ୟା ନକ୍ଷତ୍ର ପଡିଥାଏ ସେହିଦିନ ଯଦି ବିଧି ପୂର୍ବକ ପୂଜା କରି ଖୋଳି ଆଣିବାକୁ ପଡିଥାଏ ।ସେହି ମହାକାଳ ମୂଳକୁ ଆଣିବା ପରେ ତାହାକୁ ଗଙ୍ଗାଜଳ ଓ ଗାଈ କ୍ଷୀରରେ ଧୋଇ ଧୂପ ଦୀପ ଦ୍ଵାରା ପୂଜା କରିବେ ଓ ମହାକାଳ ମନ୍ତ୍ର 7 ବାର ଜପ କରିବେ ତେବେ ଏହି ଚେର ସିଦ୍ଧି ହୋଇଥାଏ ବା ଜୀବନ୍ୟାସ ପାଇଥାଏ ।

ଏହି ମହାକାଳ ମନ୍ତ୍ର ହେଉଛି ଓଁ ମହାକାଳ ମହାକାୟମହାକାଳ ଜଗତ୍ପତେମହାକାଳ ମହା ଯୋଗିନଃ ମହାକାଳ ନାମସ୍ତୁତେ। ବନ୍ଧୁଗଣ ଏହି ମହାକାଳ ର ଚେରକୁ ନିଜ ପାଖରେ ରଖିବା ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ । ମହାକାଳ ମୂଳର ଏକ ଖଣ୍ଡ ଚେରକୁ ନେଇ ଭୁତ ପ୍ରେତ ଗ୍ରସ୍ତ ଲୋକଙ୍କର ଗଳାରେ ପିନ୍ଧାଇବା ଦ୍ଵାରା ଭୁତ ପ୍ରେତ ଗ୍ରସ୍ତ ବାଧା ତୁରନ୍ତ ଦୂର ହୋଇଥାଏ । ଏହି ଚେରକୁ ସାଧାରଣ ଲୋକ ଗଳାରେ ଧାରଣ କଲେ ଆଖିର ସମ୍ମୋହନ ଶକ୍ତି ବଢିଯାଏ ଯାହାର ପ୍ରଭାବରେ ସାମ୍ନା ରେ ଥିବା ଲୋକଟି ସମ୍ମୋହନ ହୋଇଥାଏ ବା ନିଜର ବଶବର୍ତ୍ତୀ ହୋଇଥାଏ ।ମହାକାଳ କୁ ଚନ୍ଦନ ପରି ଘୋରି ମଥାରେ ତିଳକ ପରି ଲଗାଇ ଯାହାକୁ ଚାହିଁବେ ସେହି ଲୋକ ବଶବର୍ତ୍ତୀ ହୋଇଥାଏ ।

ମହାକାଳ ଫଳକୁ କଳା କପଡାରେ ଗୁଡାଇ ଦୋକାନରେ ଟାଙ୍ଗିବା ଦ୍ଵାରା ବ୍ୟବସାୟରେ ଉନ୍ନତି ହୋଇଥାଏ ବା ପ୍ରଚୁର ଲାଭ ହୋଇଥାଏ ଛାତ୍ର ଛାତ୍ରୀମାନେ ଏଇ ଚେରକୁ ଗଳାରେ ଧାରଣ କଲେ ପାଠ ପଢାରେ ମନ ଲାଗିବା ସହିତ ପଢିଥିବା ପାଠ ମନେ ରହିଥାଏ ।ମହାକାଳ ମୂଳକୁ ପୂଜା ସ୍ଥାନରେ ରଖି ପୂଜା କଲେ ଘରର କୌଣସି ପ୍ରକାରର ନକରାତ୍ମକ ଉର୍ଜ୍ଜା ପ୍ରବେଶ କରି ପାରିନଥାଏ ଓ ଘରେ ଧନ ସୁଖ ସମୃଦ୍ଧି ପ୍ରଚୁର ମାତ୍ରାରେ ବୃଦ୍ଧି ପାଇଥାଏ ବା ଧନ ସୁଖ ସମୃଦ୍ଧିକୁ ଚୁମ୍ବକ ପରି ଏହା ଟାଣି ଆଣିଥାଏ ସବୁ ପ୍ରକାରର ଦୁଃଖ ଦୁର୍ଦଶା ଦୂର ହୋଇଯାଇଥାଏ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *