ex

ଯୋଗ ଏବଂ ଧ୍ୟାନର ଉପକାରିତା।

HEALTH

ଯେଉଁ ଲୋକମାନେ ମଦ ପିଅନ୍ତି ସେମାନେ ତାଙ୍କର ଚିନ୍ତାକୁ ଦୂର କରିବାକୁ ପିଅନ୍ତି। ଆଜିର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ହେଉଛି ଚିନ୍ତା। ୨ ପ୍ରକାର ଚିନ୍ତା ଦେଖିବାକୁ ମିଳେ ଗୋଟିଏ ଶରୀରର ଚିନ୍ତା ଆଉ ଗୋଟିଏ ମାନସିକ ଚିନ୍ତା। ଯେଉଁ ଲୋକ ମଦ କିମ୍ବା କୌଣସି ନିଶା କରନ୍ତି ସେମାନେ ତାଙ୍କର ଚିନ୍ତାକୁ କମେଇବା ପାଇଁ ନିଶା କରନ୍ତି।ଏହା ମାନସିକ ଚିନ୍ତା ଦୂର କରେ।ଯଦି ଗୋଟେ ଲୋକକୁ ୪ ବୋତଲ ପିଇଦେଇ ଗୋଟେ ଷ୍ଟେଜକୁ ଚଢ଼ିଯାଏ ତେବେ ସେ ଯାହା ଇଚ୍ଛା ତାହା କହିପାରେ।ଏହାକୁ ଆମେ ନିଶା କହିଥାଉ। ମଦ ପିଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରଣ ଅଟେ। ଆସନ୍ତୁ ଜାଣିବା କିପରି ଆପଣ ବିନା ନିଶାରେ ଚିନ୍ତା ମୁକ୍ତ ହୋଇପାରିବେ।

ଏହା କେବଳ ଯୋଗ କଲେ ଭଲ ହୋଇଥାଏ।ଆମ ଶରୀରର ୨ଟି ମୋଡ ଥାଏ ଗୋଟିଏ ହେଲା ଫାଇଟ ଏବଂ ଫ୍ଲାଇଟ ମୋଡ ଏହାର ମାନେ କର ଅବା ମର ମୋଡ ଅନ୍ୟଟି ରେଷ୍ଟ ଏବଂ ଡାଇଜେଷ୍ଟ ମୋଡ ଏହାର ମାନେ ଆରାମ କର ମୋଡ।ଆମ ଶରୀର ଏହି ମଧ୍ୟରୁ ଗୋଟିଏ ମୋଡରେ ରହିପାରିବ। ଚାକିରି, ପାଠପଢା, ପରୀକ୍ଷା ଏବଂ ଘରର ଚିନ୍ତା ଆମ ଶରୀରରେ ଚିନ୍ତା କରିଥାଏ।ଆଜିକାଲିର ଅଧିକାଂଶ ଲୋକ ଏହି ଚିନ୍ତାରେ ରୋହୁଛନ୍ତି। ବହୁତ୍ ଲୋକ ଖାଲି ବସିଥିବା ସମୟରେ ମଧ୍ଯ ଚିନ୍ତାରେ ଥାଆନ୍ତି।ଆପଣ ଯଦି ଆପଣଙ୍କ ଜୀବନ ଶାନ୍ତିରେ କାଟିବେ ତେବେ ବହୁତ୍ ଭଲ ଏହାର ମାନେ ନୁହେଁ ପାଠ ଛାଡ଼ିଦେବେ କିମ୍ବା ଚାକିରି ଛାଡ଼ିଦେବେ ଏହା ଭୁଲ ଅଟେ।ଆପଣ ଆପଣଙ୍କୁ ସେପରି ଟିଆରି କର ଯେପରି ଯେତେ ବି ଚିନ୍ତା ହୋଉ ଆପଣ ସବୁବେଳେ ଖୁସିରେ ରହିବେ।

 

exe

ଆପଣ ଯୋଗ କଲେ ଗୋଟେ ପୋଜରେ ନିହାତି ୨୦ରୁ୩୦ ସେକେଣ୍ଡ ରୁହନ୍ତୁ, ଏବଂ ନିଃଶ୍ୱାସ ନିଅନ୍ତୁ ଏହି ଶ୍ୱାସ ଉପରେ ଧ୍ୟାନ୍ ଦିଅନ୍ତୁ। ଆପଣ ଏହି ପୋଜରେ ରହିବ ଦ୍ଵାରା ଶରୀରର ଚିନ୍ତା ବଢ଼ିଥାଏ କିନ୍ତୁ ଗଭୀର ଶ୍ୱାସ ନୋଉଥିବାରୁ ଏହା ଆମ ଚିନ୍ତାକୁ ଦୂର କରେ। ଏହାର ମାନେ ଆପଣ ଏତେ ଗଭୀର ଚିନ୍ତାରେ ଥାଇ ମଧ୍ୟ ଆପଣ ଆପଣଙ୍କ ମନକୁ ଚିନ୍ତା ମୁକ୍ତ କରିପାରୁଛନ୍ତି।ଆପଣ ଆପଙ୍କର ମସ୍ତିସ୍କକୁ ଶାନ୍ତ ରହିବା ଶିଖେଇଥନ୍ତି।

by
ଦୁନିଆରେ ଯେତେ ପ୍ରତିଷ୍ଠିତ ଲୋକ ସେମାନଙ୍କ ଡର କମ୍ ହୋଇଥାଏ। ସେମାନେ ଯାହା କରିଥାନ୍ତି ତାହା ମନ୍ ଖୋଲିକି କରିଥାନ୍ତି। ଯୋଗ ଦ୍ଵାରା ଆପଣ ଆପଣଙ୍କ ଡରକୁ କମ କରିପାରନ୍ତି। ଯୋଗ କରିବା ଦ୍ୱାରା ଶରୀରର ମସଲ ବଢ଼ିଥାଏ।ଆପଣ ଯେହେତୁ ଗଭୀର ଶ୍ୱାସ ନେଉଛନ୍ତି ସେଥିପାଇଁ ହୃଦଜନିତ ରୋଗ ଦେଖାଦେଇନଥାଏ। ଏହାଦ୍ବାରା ଆପଣଙ୍କ ଓଜନ ମଧ୍ୟ କମିଯାଏ।

ଯୋଗ ଦ୍ଵାରା ରୋଗ ପ୍ରତିରୋଧ ଶକ୍ତି ବଢ଼ିଥାଏ।ଯୋଗ ପ୍ରତିଦିନ କରିବା ଦ୍ଵାର ଆପଣ ବହୁତ୍ ସ୍ମାର୍ଟ ହୋଇଯାଆନ୍ତି।ଆପଣ ୭ ଦିନ ଯୋଗ କରିବା ପରେ ଆପଣଙ୍କ ପରିବର୍ତ୍ତନ ଜାଣିପାରିବ।ତେବେ ଏହା ଥିଲା ଆଜିର ବିଷୟ, କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ। ଆମେ ଏମିତି ଆପଣଙ୍କ ପାଇଁ ବିଶେଷ ତଥ୍ୟ ନେଇକି ଆସିଥାଉ। ଆମ ସହିତ ଯୋଡି ହୋଇରୁହନ୍ତୁ ଏବଂ ନୂଆ ନୂଆ ତଥ୍ୟ, ମଜାଦାର କଥା ଜାଣିବାରେ ସହାୟକ ହୁଅନ୍ତୁ।

Leave a Reply

Your email address will not be published. Required fields are marked *