alovera

ଆଲୋଭେରା ଜେଲ ବ୍ୟବହାର କରିବାର ଫାଇଦା।

HEALTH

ଆପଣଙ୍କ ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ତଥା ଆପଣଙ୍କ ମୁହଁ ବହୁତ ଭଲ ହେଇଥାଏ ଆଉ ଏହା ଆପଣଙ୍କ ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ ହେଇଥାଏ। ଆପଣନ୍କ ପାଖରେ ଆଜି ଆମେ କିଛି ଏପରି ଉପାୟ କହିବାକୁ ଯାଉଛୁ ଯାହା କି ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଜରୁରୀ ଅଟେ। ଆଜି ଆମେ ଆପଣଙ୍କ ପାଖରେ ଆଲୋଭେରାର କିଛି ଫାଇଦା କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ନିହାତି ଦରକାର। ତେବେ ଏହା ଆମକୁ ଘରେ ବହୁତ ସହଜରେ ମିଳିଯାଏ ମାତ୍ର ଏହାର ଅନେକ ଫାଇଦା ଅଛି ଯାହା କି ଆପଣଙ୍କୁ ଜାଣିବା ଦରକାର।

ଆପଣ ଜାଣନ୍ତି କି ଆଜିର ଦୁନିଆରେ ପ୍ରଦୂଷଣର ମାତ୍ରା କେତେ ଅଧିକ ଅଛି ଆଉ ଏହି ସମୟରେ ଲୋକଙ୍କର ଏହି ବ୍ୟସ୍ତତା ଭିତରେ ନିଜର ଶରୀରର ଧ୍ୟାନ ରଖିବା ପାଇଁ ସମୟ ହେଉନାହିଁ। ତେବେ ଏହି ସମୟରେ ଲୋକଙ୍କର ନିଜର ମୁହଁ ତଥା ଚର୍ମର ଧ୍ୟାନ ରଖିବା ପାଇଁ ମଧ୍ୟ ସମୟ ନାହିଁ। ତେବେ ଆଜି ଆମେ ଆପଣଙ୍କ ପାଖରେ ଆପଣଙ୍କ ଚର୍ମର ଧ୍ୟାନ ରଖିବା ପାଇଁ କିଛି ଏପରି ପ୍ରକ୍ରିୟା ନେଇକି ଆସିଛୁ ଯାହା କି ସମ୍ପୂର୍ଣ ରୂପେ ପ୍ରାକୃତିକ ଅଟେ ଆଉ ଏହା କରିବା ଦ୍ୱାରା ଆପଣଙ୍କୁ କିଛି ବି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ।

alovera

ବାସ ଆପଣଙ୍କ ବାଡ଼ି ଅଥବା ଘର ପାଖରେ କାହାରି ବାଡ଼ିରେ ଏହି ଜିନିଷ ମିଳିଯିବ ଆଉ ଏହାକୁ ପାଇବା ପାଇଁ ଆପଣଙ୍କୁ ବହୁତ କମ ସମୟ ଲାଗିବ। ତେବେ ଆମେ ଆପଣଙ୍କ ପାଖରେ ଆଲୋଭେରାର ଫାଇଦା କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ସହଜରେ ମିଳିଯିବ। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା।

ଆଲୋଭେରା ଭିଟାମିନ, ଏ, ବି, ସି ତଥା ଏଫର ଏକ ବଡ଼ ଉତ୍ସ ହେଇଥାଏ ଆଉ ଏହାକୁ ଲଗାଇବା ଦ୍ୱାରା ଆପଣଙ୍କ ଚର୍ମ ଉପରେ ଅଲଗା ଚମକ ଆସିଥାଏ। ଏଥିରେ ଔଷଧୀୟ ଗୁଣ ମଧ୍ୟ ବହିଟି ଅଧିକ ମାତ୍ରାରେ ଥାଏ ଆଉ ଏହା ଆପଣଙ୍କ ସ୍କିନର ଆକନେ ତଥା ବ୍ରଣ ମାନଙ୍କର ଭଲ ଚିକିତ୍ସା କରିଥାଏ। ଆପଣଙ୍କ ମୁହଁ ଉପରେ ଯଦି ଚିହ୍ନ ବର୍ଣ ଥାଏ ତାହା ବହୁତ ହି ଜଲଦି ବାହାର କରିଥାଏ। ଆପଣଙ୍କ ମୁହଁ ବହିଟି ସୁମଦର ତଥା ସୁଶୀଳ ରହିଥାଏ ଆଉ ଆପଣଙ୍କ ମୁହଁରେ ଜମା ବି ଚିହ୍ନ ନଥାଏ।

alor
ଏହା ଭିତରେ ଥିବା ଜେଲ ପାର୍ଟ ବହୁତ ଅଧିକ ଜଲାନ୍ସ ରଖିଥାଏ ଆଉ ଏହା ଆପଣଙ୍କ ଚର୍ମ ପାଇଁ ବହୁତ ଅଧିକ ଜଳୀୟ ଅଂଶ ପ୍ରଦାନ କରେ ଆଉ ଆପଣଙ୍କ ଚର୍ମ ମଧୁର ରହିଥାଏ। ଆପଣଙ୍କ ମୁହଁ ଚିହ୍ନ ମୁକ୍ତ ରଖିବା ପାଇଁ ଆପଣ ଏହି ଜେଲ ଆଣି ତାହାର ଏକ ମାସ୍କ ବନାନ୍ତୁ ଆଉ ତାହାପରେ ତାହାକୁ ନିଜର ସ୍କିନ ଉପରେ ରଖିବାକୁ ଛାଡିଦିଅନ୍ତୁ ଆଉ ଛାଡିବା ପରେ ଆପଣ ତାହାକୁ ଧୋଇ ଦିଅନ୍ତୁ।

ଆପଣଙ୍କ ମୂହବହିତ ଉନ୍ନତ ରହିବ।ତେବେ ଏହା ଥିଲା ଆଜିର ବିଷୟ, କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ। ଆମେ ଏମିତି ଆପଣଙ୍କ ପାଇଁ ବିଶେଷ ତଥ୍ୟ ନେଇକି ଆସିଥାଉ। ଆମ ସହିତ ଯୋଡି ହୋଇରୁହନ୍ତୁ ଏବଂ ନୂଆ ନୂଆ ତଥ୍ୟ, ମଜାଦାର କଥା ଜାଣିବାରେ ସହାୟକ ହୁଅନ୍ତୁ।

Leave a Reply

Your email address will not be published. Required fields are marked *