bread

ବ୍ରେଡ଼ ଖାଇବାର ଫାଇଦା ଜାଣିଲେ ହେବେ ଆଶ୍ଚର୍ଯ୍ୟ।

HEALTH

ବ୍ରେଡ଼ ଯାହା ଶରୀର ପାଇଁ ବହୁତ୍ ଭଲ। ଆଜିକା ଦିନରେ ପ୍ରାୟ ସମସ୍ତେ ବ୍ରେଡ ଖାଇଥାଆନ୍ତି। ଏହା ଶରୀର ପାଇଁ ଭଲ। କିନ୍ତୁ କେଉଁ ବ୍ରେଡ଼ ଭଲ ଓ କେଉଁ ବ୍ରେଡ଼ ଖରାପ ତାହା ମଧ୍ୟ ଆମେ ଜାଣିବା ଉଚିତ୍ ଆମେ ସେ ସବୁ ନ ଜାଣି ଆମେ ଭାବନ୍ତି ସବୁ ବ୍ରେଡ୍ ଭଲ ତାହା ଆମର ଭୁଲ ଧାରଣା ସେଥିପାଇଁ ଆମେ ଆଜି ଆସନ୍ତୁ ଜାଣିବା କେଉଁ ବ୍ରେଡ଼ ଭଲ ଏବଂ କାହାକୁ ଦୁରେଇ ରଖିବା ଉଚିତ।

ଆଜିକାଲି ପ୍ରାୟ ସମସ୍ତେ ଚାହାନ୍ତି ସୁସ୍ଥ ରହିବାକୁ। ସେଥିପାଇଁ ଏବେ ମଧ୍ୟ ସୁସ୍ଥ ବ୍ରେଡ଼ ଆସିଲାଣି ଯାହା କେବଳ ଅଟାରେ ତିଆରି ଏହା ଶରୀରର ଚର୍ବିକୁ ବଢାଇନଥାଏ ଏହା ଆମ ଶରୀର ପାଇଁ ବହୁତ୍ ଭଲ। ଏହା ଖାଇଲେ ଆମ ଶରୀର ଉନ୍ନତି ଘଟେ ସେଥିପାଇଁ ଆମେ ଅନ୍ୟ ବ୍ରେଡ ଅପେକ୍ଷା ଏହାକୁ ଖାଇବା ଦରକାର। ବଜାରରେ ୩,୪ ପ୍ରକାର ବ୍ରେଡ଼ ମିଳେ।ଏଥି ମଧ୍ୟରୁ କେଉଁଟି ଭଲ ଆସନ୍ତୁ ଜାଣିବା।

ବଜାରରେ ୩,୪ ପ୍ରକାର ବ୍ରେଡ୍ଡ୍ ମିଳେ। ପ୍ରାୟତ ୨ ପ୍ରକାର ବ୍ରେଡ଼ର ଚାହିଦା ଅଧିକ ଏଗୁଡ଼ିକ ହେଲା ଧଳା ବ୍ରେଡ଼ ଏବଂ ବ୍ରାଉନ ବ୍ରେଡ଼।ଏଥିରୁ ଧଳା ବ୍ରେଡ ମଇଦାରେ ତିଆରି ହୋଇଥାଏ। ଏବଂ ବ୍ରାଉନ ବ୍ରେଡ ଅଟାରେ ତିଆରି ହୋଇଥାଏ।ଏହା ଖାଇଲେ ଏହା ଆମ ସ୍ଵାସ୍ଥ୍ୟ ପାଇଁ ଭଲ।

bread 1

ଆମେ ଯଦି ବ୍ରାଉନ ବ୍ରେଡ ଖାଉଛନ୍ତି ତେବେ ଏଥିରେ ପାଖାପାଖି ୧୦୦ଗ୍ରାମ ବ୍ରେଡ଼ରେ ୪୧ଗ୍ରାମ କର୍ବହାଇଡ୍ରେଟ ରହିଥାଏ ଏବଂ ବହୁତ୍ ଫ୍ୟାଟ୍ ରହିଥାଏ କାରଣ ବ୍ରେଡ ତିଆରି ପାଇଁ ଏଥିରେ ଫ୍ୟାଟ ରଖା ଯାଇଥାଏ। ବିସ୍କୁଟରେ ମଧ୍ୟ ବହୁତ୍ ଫ୍ୟାଟ ରହିଛି।ଏହା ଶରୀର ପାଇଁ କ୍ଷତି କାରକ ଅଟେ। ଯଦି ଆପଣ ବ୍ରେଡ ଖାଇବାକୁ ଚାହୁଛନ୍ତି ତେବେ ଆପଣ ନିଜ ସ୍ଵାସ୍ଥ୍ୟକୁ କେଉଁ ପ୍ରକାର ବ୍ରେଡ ଦରକାର ତାକୁ ଦେଖି ଖାଆନ୍ତୁ। ଯଦି କିଏ ଓଜନ ଥିବା ଲୋକ ବ୍ରେଡ ଖାଉଛନ୍ତି ତେବେ ତାହା ଭୁଲ କାରଣ ଆମେ ଯଦି ୧୦୦ ଗ୍ରାମ ର ବ୍ରେଡ ଖାଉଛନ୍ତି ତେବେ ସେଥିରେ ପାଖାପାଖି ୧୦୦ ଗ୍ରାମର କ୍ୟାଲୋରି ରହିଥାଏ।

bread 2

ଯେଉଁମାନେ ଓଜନ ବଢ଼ାଇବାକୁ ଚାହୁଛନ୍ତି ସେମାନେ ବ୍ରେଡ ଖାଇଲେ ଭଲ। କିନ୍ତୁ ମଇଦାର ବ୍ରେଡ ଖାଇଲେ ଆମ ଶରୀର ପାଇଁ ଭଲ ନୁହେଁ କାରଣ ସେଥିରେ ଜମା ଫାଇବର ନଥାଏ ସେଥିରେ କେବଳ ଫ୍ୟାଟ ରହିଥାଏ। ବ୍ରେଡରେ ବହୁତ୍ ପରିମାଣରେ ପରିବା ମିଶେଇ ଖାଇଲେ ଏହା ଆମ ଶରୀର ପାଇଁ ବହୁତ୍ ଭଲ। ସେଥିରେ ଚର୍ବି ବଢିବାର ଆଶଙ୍କା ନଥାଏ ସେଥିପାଇଁ ଏହା ଖାଇଲେ ଭଲ।କିନ୍ତୁ ଏଥିରେ ତେଲ ରହିଥାଏ ଏବଂ ଆମ ଶରୀର ପାଇଁ ପାଖାପାଖି ୧୮ ଗ୍ରାମ ତେଲ ଆବଶ୍ୟକ ରହିଥାଏ।ସେଥିପାଇଁ ବ୍ରେଡ ଏକ ଭଲ ଖାଦ୍ୟ ହେଲେ ଏହା ସହ ଆପଣ ପୁଷ୍ଟିକର ଖାଦ୍ୟ ଖାଇବା ଦରକାର।

ତେବେ ଏହା ଥିଲା ଆଜିର ବିଷୟ, କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ। ଆମେ ଏମିତି ଆପଣଙ୍କ ପାଇଁ ବିଶେଷ ତଥ୍ୟ ନେଇକି ଆସିଥାଉ। ଆମ ସହିତ ଯୋଡି ହୋଇରୁହନ୍ତୁ ଏବଂ ନୂଆ ନୂଆ ତଥ୍ୟ, ମଜାଦାର କଥା ଜାଣିବାରେ ସହାୟକ ହୁଅନ୍ତୁ।

Leave a Reply

Your email address will not be published. Required fields are marked *