brown

ବ୍ରାଉନ ବ୍ରେଡ଼ର କିଛି ବଡ ଫାଇଦା |

HEALTH

ଆଜିର ଆଉ ଏକ ବଡ ବିଷୟ ଆମେ କହିବାକୁ ଯାଉଛି।ତେବେ ଆଜି ଆମେ ଆପଣଙ୍କ ଖାଦ୍ୟ ସମ୍ବନ୍ଧୀୟ ଆଉ ଏକ ବଡ ବିଷୟରେ ଚର୍ଚ୍ଚା କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ଦରକାର କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ସହ ଭଲ ଭାବରେ ଜଡିତ ଅଟେ। ଆଜି ଆମେ ଆପଣଙ୍କ ପାଖରେ ଏକ ଏଭଳି ଖାଦ୍ୟ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଅଧିକ ସ୍ବାସ୍ଥ୍ୟକର ଅଟେ। ଏହା ଆପଣଙ୍କୁ ବଜାରରେ ସହଜରେ ପକେଟ ଦରିଆରେ ମିଳିଯିବ। ତେବେ ଆଜି ଆମେ କହିବୁ ବ୍ରାଉନ ବ୍ରେଡ଼ ବାବଦରେ। ତେବେ ଏହି ବିଷୟରେ ଆଗକୁ ଆମେ ଆରମ୍ଭ କରିବା।

ତାହା ଆଗରୁ ଆମେ ଆପଣଙ୍କୁ କହିରଖୁଛୁ କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚା କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଆମ ଖାଦ୍ୟ ଆମ ଖାଦ୍ୟ ଉପରେ ଭଲ ଭାବରେ ନିର୍ଭର କରେ। ଆପଣ ଧଳା ବ୍ରେଡ଼ ସର୍ବଦା ଖାଉଥିବେ ମାତ୍ର ଆପଣ କେବେ ବ୍ରାଉନ ବ୍ରେଡ଼ ଖାଇଛନ୍ତି କି? ଯଦି ଆପଣ କେବେ ଖାଇ ନାହାନ୍ତି ତାହେଲେ ଆପଣ ଆଜିଠୁ ଖାଇବା ଆରମ୍ଭ କରିଦେବେ। କାରଣ ଆଜିର ବିଷୟ ଆପଣଙ୍କ ପାଇଁ ବହୁତ ଅଧିକ ଗୁରୁତ୍ତ୍ୱପୂର୍ଣ ଅଟେ। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା।

brown 1

ତେବେ ଯାହା ପ୍ରଥମ ସୁବିଧା ମିଳେ ତାହା ଏହା କି ବ୍ରାଉନ ବ୍ରେଡ଼ ଭିତରେ ଆପଣଙ୍କୁ ଅଟା ମିଳିଯାଏ ଯାହା କି ଆମ ଶରୀର ପାଇଁ ବହୁତ ଅଧିକ ସ୍ବାସ୍ଥ୍ୟକର ଅଟେ। ସାଧାରଣ ଧଳା ବ୍ରେଡ଼ରେ ଆପଣଙ୍କୁ ମୈଦା ମିଳିବ ଯାହା କି ଆମ ହଜମ ଜଲଦି ହୁଏ ନାହିଁ ଆଉ ଦେହ ପାଇଁ ଭଲ ମଧ୍ୟ ନୁହଁ। ତେଣୁ ଏହାକୁ ସେବନ କରିବା ନିହାତି ଦରକାର।

ଦ୍ୱିତୀୟ ଯାହା ଆପଣଙ୍କୁ ଫାଇଦା ମିଳେ ତାହା ହେଉଛି କି ଏଥିରେ ବହୁତ ଅଧିକ ଏନର୍ଜୀ ଆଉ ବହୁତ ପ୍ରୋଟିନ ଥାଏ ଯାହା କି ଆମ ଶରୀର ପାଇଁ ବହୁତ ସ୍ବାସ୍ଥ୍ୟକର ଅଟେ। ତେଣୁ ବ୍ରାଉନ ବ୍ରେଡ଼ ବହୁତ ଲାଭପ୍ରଦ ହେଇଥାଏ। ଏହାକୁ ଲୋକ ପିନାଟ ବଟର ସହ ଖାଆନ୍ତି ଅଥବା ଖାଲି କ୍ଷୀର ସହ ହି ଖାଇଦିଆନ୍ତି ଯାହାଦ୍ୱାରା ତାଙ୍କୁ ବହୁତ ଭଲ ଏନର୍ଜୀ ମିଳେ।

brown 2

ଏହାର ଆଉ ଏକ ଫାଇଦା କି ଏଥିରେ ବହୁତ ଅଧିକ ବି ଭିଟାମିନ ଥାଏ ଯାହା କି ଆମ ଶରୀର ପାଇଁ ଫାଇଦା ଦେଉଥାଏ।

ଏଥିରେ ଡାଏଟାରୀ ଫାଇବର ଥାଏ ଯାହା କି ମୁଖ୍ୟତଃ ପନିପରିବା ମାନଙ୍କରେ ହି ମିଳିଥାଏ। ମାତ୍ର ଏଥିରେ ତାହା ଅଧିକ ପରିମାଣରେ ଥାଏ ଯାହା କି ଆମ ହଜମ ଶକ୍ତି ବୃଦ୍ଧି କରିଥାଏ।ତେବେ ଏହା ଥିଲା ଆଜିର ବିଷୟ, କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ। ଆମେ ଏମିତି ଆପଣଙ୍କ ପାଇଁ ବିଶେଷ ତଥ୍ୟ ନେଇକି ଆସିଥାଉ। ଆମ ସହିତ ଯୋଡି ହୋଇରୁହନ୍ତୁ ଏବଂ ନୂଆ ନୂଆ ତଥ୍ୟ, ମଜାଦାର କଥା ଜାଣିବାରେ ସହାୟକ ହୁଅନ୍ତୁ।

Leave a Reply

Your email address will not be published. Required fields are marked *