ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଏହି ଦିବ୍ୟ ଏବଂ ଚମତ୍କାରୀ ଚେର ଧନକୁ ଚୁମ୍ବକ ପରି ଟାଣି ଆଣି ଥାଏ ଏହାର ବ୍ୟବହାର କିପରି ହୋଇଥାଏ ଆଜି ଆମେ ଜାଣିବା ବନ୍ଧୁଗଣ ଏହି ଦିବ୍ୟ ଏବଂ ଚମତ୍କାରୀ ଗଛର ନାମ ହେଉଛି ମହାକାଳ ଲତା । କୁହାଯାଏ କି ଏହି ଲତାର ଚେରକୁ ଭଗବାନ ମହାକାଳଙ୍କର ବିଶେଷ ବରଦାନ ମିଳିଛି ଏଥିପାଇଁ ଏହି ଲତାକୁ ମହାକାଳ କୁହାଯାଏ ଏହି ମହାକାଳ ଲତା ସମସ୍ତ ପ୍ରକାରର ଗଛରେ ଲଟକିଥାଏ ଏହାର ଫଳ ଲାଲ ରଙ୍ଗର ଓ ଗୋଲାକାର ହୋଇଥାଏ ।
