ଯିମ ଯିବାର କେତୋଟି ବଡ଼ ଫାଇଦା।

HEALTH

ଆଜି ଆମେ ଆପଣଙ୍କ ପାଖରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଉ ଏକ କଥା କହିବାକୁ ଯାଉଛୁ। ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚା କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆମେ ଆପଣଙ୍କ ପାଖରେ ବ୍ୟାୟାମର ଆଉ ଏକ ରୂପ ଯାହା କି ଆମ ଯିମ ଖାନା ଯିବା ଦ୍ୱାରା ଆମ ଶରୀରକୁ କିକି ଫାଇଦା ମିଳେ ତାହା ବାବଦରେ ଆମେ ଚର୍ଚା କରିବାକୁ ଯାଉଛୁ। ଆସନ୍ତୁ ଏହା ବାବଦରେ ଆରମ୍ଭ କରିବା।

ଅଧିକାଂଶ ଲୋକଙ୍କର ଯିମ ଯିବାଦ୍ୱାରା ହେଉଥିବା ଅସୁବିଧା ବାବଦରେ ଆପଣଙ୍କୁ ଜଣା ଥିବ। ଅଧିକାଂଶ ଲୋକ କୁହନ୍ତି କି ଯିମ ଯିବାଦ୍ୱାରା ଆମକୁ ଅସୁବିଧା ହି ହୁଏ। ମାତ୍ର କଣ ଆପଣ ଜାଣନ୍ତି କି ଯିମ ଯିବାଦ୍ୱାରା ଆପଣଙ୍କୁ ଅସୁବିଧା ଠାରୁ ଅଧିକ ଫାଇଦା ମିଳିଥାଏ।

 

jim 1

ଯାହା ପ୍ରଥମ ଫାଇଦା ମିଳେ ତାହା ହେଉଛି କି ଆପଣଙ୍କ ବଡିର ଫିଟନେସ ରହେ। ଆପଣ ଦେଖିଥିବେ କି ଅଧିକାଂଶ ଲୋକ କମ ହି କାମ କରିବା ଦ୍ୱାରା ସେମାନଙ୍କ ଶରୀର ବହୁତ ଥକି ଯାଇଥାଏ। ମାତ୍ର ଆପଣ ଯଦି ଯିମ ଯାଆନ୍ତି ତାହେଲେ ଏହା ଆପଣଙ୍କ ସହ ଆଉ ହୁଏ ନାହିଁ। ଆପଣ ସର୍ବଦା ଶକ୍ତ ରୁହନ୍ତି।

ଆପଣଙ୍କ ବଡୀ ଯିମ ଭିତରେ ଯାଇ ଅଧିକ ବ୍ୟାୟାମ କରିବା ଦ୍ୱାରା ବହୁତ ଫିଟ ତ ରହେ ଆଉ ତାହା ସହିତ ହି ଏହା ବହୁତ ଅଧିକ ଗତୀରେ ବଢିବାକୁ ଲାଗେ। ଏହାଦ୍ୱାରା ଆପଣଙ୍କ ବଡୀର ଅଗ୍ରଗତି ଜଲଦି ହୁଏ। ଆପଣଙ୍କ ମାଂସପେଶୀ ବହୁତ ଜଲଦି ବଢିବାକୁ ଲାଗେ ଆଉ ତାହା ଶକ୍ତ ଆଉ ବଡ ହେଇଯାଏ।

jim 2

ଆପଣଙ୍କ ରୋଗ ପ୍ରତି ରୋଧକ ଶକ୍ତି ବଢେ। ଆପଣ ଯେତେବେଳେ ବି ଯିମ ଭିତରେ ଯାଇ ବ୍ୟାୟାମ କରନ୍ତି ସେତେବେଳେ ଆପଣଙ୍କ ଶରୀରକୁ ଅଧିକ ଖାଦ୍ୟର ଆବଶ୍ୟକତା ପଡ଼େ ଆଉ ଅଧିକ ଖାଇବା ଖାଇବା ଦ୍ୱାରା ତାହା ଆପଣଙ୍କ ଶରୀରର ଖାଦ୍ୟସାରର ଆବଶ୍ୟକତା ପୁରା କରେ। ଏହାଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିବାକୁ ଲାଗେ।

ଆପଣଙ୍କ ଶରୀରର ଓଜନ କମ ହେବାକୁ ଲାଗେ। ଯେଉଁ ଲୋକମାନଙ୍କର ମୋଟାପା ଅଥବା ଚର୍ବି ଅଧିକ ଥାଏ ସେମାନଙ୍କର ମୋଟାପା କମ କରିବା ପାଇଁ ଯିମ ଯିବାର ଆବଶ୍ୟକତା ଅଛି।
ଏହାଦ୍ୱାରା ଆପଣଙ୍କ ଶରୀରରେ କ୍ୟାଲୋରୀ ବର୍ଣ ହୁଏ ଆଉ ଆପଣଙ୍କ ଓଜନ କମ ହୁଏ।

Leave a Reply

Your email address will not be published. Required fields are marked *