ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ପ୍ରେମ କେତେବେଳେ କାହାକୁ ହୋଇଯାଏ ତାହା କହି ହୁଏ ନାହିଁ କେହି କେହି ଜୀବନରେ ଥରେ ମାତ୍ର ପ୍ରେମ କରନ୍ତି ତ ଆଉ କାହାକୁ ବାରମ୍ବାର ପ୍ରେମ ହୋଇଯାଏ ।ତେବେ ଆଜି ଆମେ ଆପଣଙ୍କୁ ରାଣି ହିସାବରେ କହିବୁଯେ ଆପଣଙ୍କୁ ଜୀବନରେ କେତେ ଥର ପ୍ରେମ ହୋଇପାରେ। ଲୋକମାନେ ଜୀବନରେ ଥରେ ମାତ୍ର ପ୍ରେମରେ ପଡ଼ନ୍ତି,କିନ୍ତୁ ଯଦି କେବେ ପ୍ରେମରେ ଧୋକା ମିଳିଯାଏ,ତେବେ ଏମାନେ ବାସ୍ତବ ଭଲ ପାଇବା ଖୋଜିଥାନ୍ତି। ଲୋକ ସାରା ଜୀବନରେ ଯେମିତି ହେଉ ଦୁଇ ଥର ପ୍ରେମରେ ପଡ଼ନ୍ତିଚିନ୍ତୁ ଏମାନଙ୍କ ଭଲ ପାଇବାରେ ଛଳନା ନଥାଏ ।
ଜୀବନରେ ଯେମିତି ହେଉ ୪ ଥର ପ୍ରେମ କରନ୍ତି ଏବଂ ଅତି ସହଜରେ ବାସ୍ତବରେ ଏହି ରାଶିର ଲୋକ ଖୁବଶୀଘ୍ର ସଂପର୍କରୁ ବାହାରି ଯାଆନ୍ତି ତେଣୁ ଏମାନଙ୍କୁ ପୁଣିଥରେ ପ୍ରେମ ହୋଇଯାଏ ।ପର୍ଫେକ୍ଟ ଲଭ ଲାଇଫ ପାଇଁ ସ୍ୱପ୍ନ ଦେଖନ୍ତି ଯେଉଁ କାରଣରୁ ଏମାନଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ ତେଣୁ ଏମାନଙ୍କ ଆଉ ଏକ ପ୍ରେମ ଖୋଜିବୁଲନ୍ତି। ପ୍ରଥମ ଥର ପ୍ରେମରେ ସଫଳ ନ ହୋଇପାରିବାରୁ ଦ୍ୱିତୀୟ ଥର ପ୍ରେମରେ ପଡ଼ନ୍ତି କିନ୍ତୁ ଦ୍ୱିତୀୟ ଥର ଏମାନେ ଖୁବ ଭାବିଚିନ୍ତି ନିଷ୍ପତ୍ତି ନେଇଥାନ୍ତି କିଛି ଲୋକ କେବଳ ଥରେ ପ୍ରେମ କରନ୍ତି ଏହା ସହିତ ସର୍ତ୍ତ ଥାଏଯେ ଆମ୍ବିସନ ଯେପରି ମଝିରେ ନ ଆସେ।କିଛି ଲୋକ ଅତି କମରେ ୩ ଥର ପ୍ରେମ କରନ୍ତି ଏଥିରୁ ସେମାନଙ୍କୁ କିଛି ନା କିଛି ନୂଆ ଶିଖିବାକୁ ମିଳିଥାଏ ।
ଲୋକମାନେ କିଛି ମାତ୍ରାରେ ସ୍ୱାର୍ଥପର ହୋଇଥାନ୍ତି ଏଭଳି ଲୋକ ଦୁଇ ଥର ପ୍ରେମରେ ଅସଫଳ ହୁଅନ୍ତି ଏବଂ ଏହାପରେ ପ୍ରାକ୍ଟିକଲ ହୋଇ ବଂଚନ୍ତି। ପ୍ରେମର ନୂଆ ନୂଆ ଭାବନା ଏମାନଙ୍କୁ ଖୁବ ଭଲ ଲାଗେ ପ୍ରଥମେ ସବୁ ଭଲ ଲାଗେ କିନ୍ତୁ ପ୍ରେମରେ ଗମ୍ଭୀରତା ଆସିଲେ ଏମାନେ ଦୂରେଇ ଯାଆନ୍ତି। ଏମାନେ ନିଜ କାମକୁ ନେଇ ଯେତିକି ଆମ୍ବିଏନ୍ସ ସଂପର୍କକୁ ନେଇ ମଧ୍ୟ ସେତିକି ଯଦି ଏମାନଙ୍କୁ ସେହିଭଳି ଲୋକ ଜଣେ ମିଳିଯାଏ ସେମାନେ ପୂରା ସାଥ ଦିଅନ୍ତି ।ଏମାନେ ପ୍ରାୟ ସ୍ୱପ୍ନରେ ରହିଥାନ୍ତି ଏବଂ ନିଜ ସଂପର୍କକୁ ନିଜେ ଖରାପ କରି ଦିଅନ୍ତି ଜୀବନରେ ଏମାନେ ଥରେ ମାତ୍ର ପ୍ରେମ କରନ୍ତି ଏବଂ ଫେୟାରି ଟେଲ ଭଳି ଡିଲ କରନ୍ତି ।ସ୍ୱାଧୀନତା ଏବଂ ପ୍ରେମକୁ ନେଇ ଏମାନେ ସବୁବେଳେ ଦ୍ୱନ୍ଦରେ ରହିଥାନ୍ତି ଏହି କାରଣରୁ ଏମାନେ ଅଧିକାଂଶ ଥର ପ୍ରେମ କରନ୍ତି । ମନ ମୁତାବକ ପାର୍ଟନର ମିଳିଲେ ଏମାନେ ସଚ୍ଚୋଟତାର ସହିତ ରହିଥାନ୍ତି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।