pimple

ମୁଁହର ବ୍ରଣରୁ କିପରି ରକ୍ଷା ପାଇବା। ଆସିଗଲା ସୁନ୍ଦର ଉପାୟ।

HEALTH

ଆସନ୍ତୁ ଜାଣିବା କିପରି ୩ ମାସ ମଧ୍ୟରେ ବ୍ରଣ ଦୂର ହେବ। ଆମେ ଆମ ତ୍ୱଚାକୁ ବାହାରରୁ ଚମକେଇବାକୁ ଚେଷ୍ଟା କରନ୍ତି କିନ୍ତୁ ଆମେ ଭବନ୍ତିନି କି ମଇଳା ଉପରେ ଅଛି ବୋଲି ଏହା ଆମ ଶରୀର ଭିତରେ ରହିଥାଏ। କାହିଁକି ଆମର ବ୍ରଣ ହୋଇଥାଏ। ଡାକ୍ତରଙ୍କ ପରାମର୍ଶ ନେଲେ କୁହନ୍ତି ଏହା ହର୍ମୋନାଲ ଚେଞ୍ଜ ଯୋଗୁଁ ହେଉଛି ବୟସ ଦୋଷ ଅଟେ।ଆସନ୍ତୁ ଆମେ ଜାଣିବା ବ୍ରଣ କାହିଁକି ହୋଇଥାଏ।

ଆମେ ବଜାରରେ ମିଳୁଥିବା ବିଭିନ୍ନ ଖାଈବା ଖାଇଥାଆନ୍ତି।ଏହାକୁ ଆମ ପାକସ୍ଥଳୀ ଠିକସେ ହଜମ କରିପାରେ ନାହିଁ।ଏହା ଆମ ଶରୀର ଭିତରେ ରହି ରକ୍ତ ସହ ମିଶେ ଓ ଏହା ବ୍ରଣ ରୂପେ ବାହାରକୁ ଆସେ।ଆମେ ଯେଉଁ ମହଙ୍ଗା ମହଙ୍ଗା ଔଷଧ କିମ୍ବା କ୍ରିମ ଲଗାଉଛନ୍ତି ତାର କିଛି ଆବଶ୍ୟକ ଅଛି କି ।ଏହା ଆମକୁ ଅଳ୍ପ ସମୟ ପାଇଁ ଭଲ ଚର୍ମ ଦେଇଥାଏ କିନ୍ତୁ ଏହା ପର୍ମନେଟ ଉପାୟ ନୁହେଁ। ଯଦି ଆମେ ଆମ ଭିତରେ ଥିବା ମଇଳାକୁ ବାହାର କରୁଛନ୍ତି ତେବେ ବ୍ରଣ ଆଉ ଦେଖାଯିବ ନାହିଁ।

pim
ଯଦି ଆପଣ ଶରୀରର ଭିତରକୁ ସଫା କରନ୍ତି ତେବେ ଏହା କେବଳ ବ୍ରଣ ଭଲ କରିନଥାଏ ଏହା ଧୀରେ ଧିରେ ଆମ ଶରୀରରୁ ବିଭିନ୍ନ ରୋଗ ଦୂର କରିଥାଏ। ପ୍ରଥମେ ଏହି କଂପାନୀ ଗୁଡ଼ିକ ଆମକୁ କହିବେ ଫେସ୍ ୱାସ ଲଗେବାକୁ ଏହା ଲଗାଇଲେ ଆମ ଶରୀରରୁ ଗ୍ଲେଜ୍ କମିଗଲା ପରେ କହିବେ ମତ୍ସ୍ରରାଇଜର ଲଗାନ୍ତୁ ଏହାକୁ ଲଗାଇଲା ପରେ କହିବେ ଫେସମାସ୍କ ଲଗାନ୍ତୁ ପୁଣି ପରେ କହିବେ ସ୍କ୍ରବ ଲଗାନ୍ତୁ ଏପରି ସେ ସବୁବେଳେ କହିବେ ଏବଂ କୌଣସି ଲାଭ ହେବ ନାହିଁ।

facee
ଚର୍ମ ଆମ ଶରୀରର ଦ୍ୟୁତିୟ ମୁଁହ ଅଟେ ଆମେ ଯେକୌଣସି କେମିକାଲ ଲଗାଉଛନ୍ତି ତାହା ଆମ ଶରୀରକୁ ଚର୍ମ ଦେଈ ରକ୍ତ ସହ ମିଶେ।୨୦୧୪ରେ ଏକ ଷ୍ଟଡିରେ ଦେଖାଯାଇଛି ଯେ ପରବୀନ ନମାକ ଏକ କେମିକାଲ ଏହା ଲୋକଙ୍କ ପେଟରେ ଦେଖିବାକୁ ମିଳୁଛି କିନ୍ତୁ ଏହା ବିଭିନ୍ନ ପ୍ରକାର ଫେସୱାସରେ ଥାଏ ଏହା କୌଣସି ଖାଦ୍ୟରେ ନଥାଏ।ଏହା ଆମ ଚର୍ମ ମଧ୍ୟ ଦେଇ ପ୍ରବେଶ କରେ।ଏହା ଆମ ଶରୀରରେ କ୍ୟାନ୍ସର ହେବାରେ ସହାୟକ ହୁଏ।ଆମେ ଆଜିଠୁ ଗୋଟେ କଥା ମାନିବା ଯାହା ଆମେ ଖାଇପାରିବନି ତାହା ଆମେ ସ୍କିନରେ ଲଗାଇବା ନାହିଁ।

ଆମେ ଆମ ଶରୀରର ଯେଉଁ ମଇଳା ଏହାକୁ ଓପାସ ରହି ବାହର କରିପାରିବ ଆମେ ୧୬ ଘଣ୍ଟାର ଓପାସ୍ ରୁହନ୍ତୁ ଆପଣଙ୍କ ଭିତରର ମଇଳା ସଫା ହୋଇଯିବ।ଆପଣ ଏହାକୁ ୨୧ଦିନ କରି ଆପଣଙ୍କ ପରିବର୍ତ୍ତନ ନିଜେ ଆପଣ ଜାଣିପାରିବେ। ଦ୍ୱିତୀୟରେ ଅନିମା ପ୍ରକ୍ରିୟା ଏହା କଲେ ଆମ ବ୍ରଣ ମଧ୍ୟ ଦୂର ହେବ।ଆମ ଶରୀରରେ କିଛି ସମୟ ପାଇଁ ଥଣ୍ଡା ପାଣି ରେ ଏକ କପଡା ବୁଡାଇ ଏହାକୁ ରଖିଲେ ଆମ ଶରୀରରେ ଦୁଇ ପ୍ରକାର ତାପମାତ୍ରା ରହେ ତେଣୁ ରକ୍ତ ସଞ୍ଚାଳନ ବଢେ ଯାହାଦ୍ଵାରା ଆମ ମଇଳା ବାହାରକୁ ଆସେ।ଆମକୁ ସ୍ଵସ୍ତିକ ଖାଇବା ଖାଇବାକୁ ପଡ଼ିବ। ପାଣି ବହୁତ୍ ପିଇବା ଉଚିତ୍।

Leave a Reply

Your email address will not be published. Required fields are marked *