ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ଜନିତ ବିଷୟ କହିବାକୁ ଯାଉଛୁ। ତେବେ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ଦେବାଦ୍ୱାରା ଆପଣଙ୍କ ଶରୀର ବହୁତ ଉନ୍ନତ ରହିଥାଏ। ତେବେ ଆପଣ ଏକ ଉନ୍ନତ ଶରୀର ରଖିବା ପାଇଁ ଆପଣଙ୍କ ଖାଦ୍ୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ। ଆଉ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ସେତେବେଳେ ଦେବେ ଯେତେବେଳେ ଆପଣ ଭଲ ଖାଦ୍ୟସାର ବିଶିଷ୍ଟ ଜିନିଷ ଖାଇବା ଆରମ୍ଭ କରିବେ।
ଆପଣଙ୍କ ଶରୀରରେ ଏହି ଚର୍ବି ରହିବା ଦ୍ୱାରା ଆପଣ ଅସୁନ୍ଦର ଲାଗନ୍ତି ସତ ଆଉ ତାହା ସହ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହା କୁପ୍ରଭାଵ ମଧ୍ୟ ପକାଇଥାଏ। କଣ ଆପଣ ଜାଣନ୍ତି କି ଆପଣଙ୍କ ଚତୁର୍ପାଶ୍ୱରେ ଏପରି ଅନେକ ଜିନିଷ ମିଳେ ଯାହା ଭିତରେ କି ଏପରି ସ୍ବାସ୍ଥ୍ୟକର ଜିନିଷ ଥାଏ ଆମକୁ ଜଣା ହି ନଥାଏ। ତେବେ ଆସନ୍ତୁ ଆମେ ଆଜି ଜାଣିବା ସକାଳୁ ଗରମ ପାଣି ପିଇବାର ଉପାୟ ଯାହା କି ଆପଣଙ୍କ ଶରୀରକୁ ଅନେକ ଫାଇଦା ଦେବ। ତେବେ ସକାଳୁ ଉଷୁମ ଲେମ୍ବୁ ପାଣି ପିଇବାର କିଛି ଫାଇଦା ଆସନ୍ତୁ ଜାଣିବା।
ଲେମ୍ବୁ ପାଣି ଉଷୁମ ପାଣିରେ ପିଇବା ଦ୍ୱାରା ଆପଣନ୍କ ଶରୀରକୁ ଅନେକ ଭିଟାମିନ, ମିନେରାଲସ ତଥା ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମିଳିଥାଏ। ତେବେ ଆପଣଙ୍କ ଶରୀରକୁ ସକାଳୁ ଅନେକ ଭିଟାମିନ ମାନଙ୍କର ଆବଶ୍ୟକତା ଥାଏ। ତେବେ ଏହି ଲେମ୍ବୁ ପାଣି ଆପଣଙ୍କ ଶରୀରକୁ ଅନେକ ପ୍ରକାର ଭିଟାମିନ ପ୍ରଦାନ କରିଥାଏ। ସକାଳୁ ପ୍ରତିଦିନ ଲେମ୍ବୁ ପାଣି ପିଇବା ଦରକାର।
ଆପଣ ଯଦି ସକାଳୁ ଏହାକୁ ପିଇବେ ତାହେଲେ ଆପାଣ୍ଣକ ଦାନ୍ତ ବହୁତ ଉନ୍ନତ ରହେ ଆଉ ଆପଣ ବହୁତ ଭଲ ସ୍ୱାସ୍ଥ୍ୟ ନିର୍ମାଣ କରିପାରିବେ। ଆପଣଙ୍କ ଚର୍ବି କମ ହେଇଯିବ ଆଉ ଆପଣଙ୍କ ଭୋକ କମ ହେଇଯିବ।ଆପଣଙ୍କ ପ୍ରଶ୍ନ ଏହା ଥିବ କି ଆପଣ ଲେମ୍ବୁ ପାଣି କାହିଁକି ପିଇବେ? ଆସନ୍ତୁ ଜାଣିବା। ଏହା ଆପଣନ୍କ ଇମ୍ମ୍ୟୁନିଟି ସିଷ୍ଟମ ବହୁତ ଉନ୍ନତ କରିଥାଏ ଆଉ ଆପଣଙ୍କୁ ବହୁତ ରୋଗରୁ ରୋଗପ୍ରତିରୋଧକ ଶକ୍ତି ପ୍ରଦାନ କରିଥାଏ।ଏହା ଶରୀରକୁ ଭିଟାମିନ ସି ପ୍ରଦାନ କରିଥାଏ।
ଏହା ଆପଣଙ୍କ ଶରୀରକୁ ପୋଟାସିଅମ ପ୍ରଦାନ କରିଥାଏ ଯାହା କି ଆପଣଙ୍କ ହାଡ ମାନଙ୍କୁ ମଜବୁତ କରିବାରେ ସହାୟକ ହେଇଥାଏ। ଆପଣଙ୍କ ଶରୀର ବହୁତ ସୁସ୍ଥ ରହିଥାଏ। ଲେମ୍ବୁ ଗୁଡିକ ପୋଟାସିଆମ୍ ରେ ଭରପୁର ଥାଏ ତେଣୁ ତାହା ଆପଣଙ୍କ ଶରୀରକୁ ସବୁ ଆବଶ୍ୟକତା ପ୍ରଦାନ କରିଥାଏ।
ଏହା ଆପଣଙ୍କ ଶରୀରରେ ଫାଇବର ପ୍ରଦାନ କରିଥାଏ ଯାହା କି ଆପଣଙ୍କ ଶରୀରର ହଜମ କ୍ରିୟା ବୃଦ୍ଧି କରିଥାଏ। ଏହାର ଆବଶ୍ୟକତା ବୃଦ୍ଧି ହେବାଦ୍ବାରା ଆପଣଙ୍କ ଶରୀରକୁ ଏହାର ଫାଇଦା ମିଳିଥାଏ। ଏହା ଆପଣଙ୍କ ପେଟ ମଧ୍ୟ ସଫା କରିଥାଏ ଆଉ ପୁରା ସିଷ୍ଟମ ସଫା ରଖି ଥାଏ।