rasi

୧୨ ଅକ୍ଟୋବର ମଙ୍ଗଳବାର ୨୦୨୧ ଅସନ୍ତା କାଲିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

୧)ମେଷ ରାଶି : ଆଜି ଆପଣଙ୍କ ପରିଶ୍ରମର ଫଳ ନିଶ୍ଚିତ ପାଇବେ , ଏଥିପାଇଁ ପରିଶ୍ରମ କରୁଥାନ୍ତୁ , ଆପଣଙ୍କ ପାଖରେ ନୁଆ ଅଧିଗ୍ରହଣ ହୋଇପାରେ , ଯାହା ଆପଣଙ୍କ ଜୀବନକୁ ଅଧିକା ଆରାମଦାୟକ ଓ ସନ୍ତୋଷଜନକ କରାଇବ , ଆପଣଙ୍କୁ ଅନେକ ପ୍ରକାରର କଠିନତା ଓ ଚ୍ୟାଲେଞ୍ଜ ବି ସାମ୍ନା କରିବାକୁ ପଡିପାରେ , ଆପଣଙ୍କ ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ଓ ଖୁସିମୟ ରହିବ , ସଂନ୍ଧ୍ୟାରେ ଛୁଆଙ୍କୁ ପାର୍କକୁ ନେଇ ଖେଳିବାକୁ ଯାଈପାରନ୍ତି , ଆଜି ଜୀବନସାଥୀଙ୍କ ଠାରୁ ଅଧିକା ଆଶା କରିବା ଠାରୁ ବଞ୍ଚନ୍ତୁ ।

୨)ବୃଷ ରାଶି : ଆଜି ଦୁର ସ୍ଥାନରେ ରହୁଥିବା ସଂମ୍ପର୍କୀୟଙ୍କ କଥାବାର୍ତ୍ତା ଠିକ୍ ରହିବ , ଛାତ୍ରମାନେ ନିଜ ପରିଶ୍ରମ ଦ୍ୱାରା ବହୁତ ଭଲ ପରିଣାମ ପ୍ରାପ୍ତି କରିବେ , ଯାହା ପରିଯୋଜନା ଲମ୍ବା ସମୟ ଯାଏଁ ଚାଲିବ , ଏବେ ପ୍ରଗତି କରିବେ , ଅଫିସ୍ ରେ ସମ୍ମାନ ମିଳିବ , ପରିବାର ସହ ଯାତ୍ରା କରିବେ , ସବୁ କାମକୁ ପୁରା ଭାବେ ନିର୍ଭରଶୀଳ ହୋଇକରିବେ , ଯାହା ଦ୍ୱାରା କ୍ଷତି ସହିବାକୁ ପଡିପାରେ , ଆଜି ଅନ୍ୟମାନଙ୍କୁ ସାହାଯ୍ୟ କରିବାପରେ ସନ୍ତୁଷ୍ଟି ମିଳିବ , କଲେଜ ଷ୍ଟୁଡେଣ୍ଟଙ୍କ ପାଇଁ ଦିନ ଶାନଦାର୍ ରହିବ ।

୩)ମିଥୁନ ରାଶି : ଆଜି ପରିବାରରେ ସୁଖ ସମୃଦ୍ଧି ପଇସା ବଢିବ , ଆଜି ଆପଣଙ୍କ ପ୍ରେମୀଙ୍କ ସାଙ୍ଗରେ କେଉଁ ଆଡେ ବୁଲିବାକୁ ପ୍ଲାନ୍ କରିପାରନ୍ତି , ଏହାପାଇଁ ଦୁରତା ବଢିବ , ମନରେ ହାଲକା ଚିନ୍ତା ରହିବ , ଘର ଅଫିସ୍ ରେ ଚିନ୍ତାର ମାହୋଲ୍ ହୋଇପାରେ । କେଉଁ ଅଟକିଥିବା କାମ ପୁରା ହେବ , ବେପାରରେ ଉନ୍ନତି ସଂମ୍ଭାବନା ହେଉଛି , ଆପଣଙ୍କ ମନରେ କେଉଁ ଭଲ ବିଚାର ହୋଇପାରେ , ଯାହା ଆପଣଙ୍କ ଶକ୍ତି ଓ କାମର ପରିଚୟ ଦେବ ।

mithunnn

୪) କର୍କଟ ରାଶି : ଆଜି ଧୈର୍ଯ୍ୟର ସହ କାମ କରନ୍ତୁ , ସଂଚାର ମାଧ୍ୟମରେ ସୁଚନା ମିଳିବ , ଆପଣଙ୍କ ବିର୍ତ୍ତିୟ ସ୍ଥିତିରେ ସୁଧାର ଓ ଆୟରେ ବୃଦ୍ଧି ହେବ , ପାରିବାରିକ ବାତାବରଣ ସୌହାଦ୍ୟପୂର୍ଣ୍ଣ ରହିବ , କାମର ଅତିରିକ୍ତ ବୋଧର କାରଣରୁ ଆପଣଙ୍କ ଥକିଯାଇଥିବା ଅନୁଭବ କରିବେ , କେଉଁ ନକରାତ୍ମକ କଥାରେ ପଡିପାରନ୍ତି , ଆନ୍ତରିକ ଧ୍ୱନ୍ଦ ରୁ ଚିନ୍ତାରେ ପଡିପାରନ୍ତି , ଯାତ୍ରାର ଯୋଜନା କରିବେ , ଆପଣଙ୍କ ଆର୍ଥିକ ପକ୍ଷ ମଜବୁତ୍ ହେବ , ଛୁଆଙ୍କୁ ନିଜ ମାବାପାଙ୍କ ଆଦର ମିଳିବ

୫)ସିଂହ ରାଶି : ଚାକିରିରେ ପ୍ରମୋଶନ ମିଳିବ , ଓ ଅଧିକା ସ୍ୟାଲେରି ମିଳିବା କାରଣରୁ ବେପାରରେ ନିବେଶ କରିବାରେ ଦୂରେଇ ରୁହନ୍ତୁ  ଆର୍ଥିକ ସ୍ଥିତିରେ ସ୍ଥିରତା ଆସିବ , କିନ୍ତୁ ଅନାବଶ୍ୟକ ଜିନିଷର ଖର୍ଚ୍ଚ ବଢିବ , ବୈବାହିକ ଜୀବନରେ ସୁଧାର ଆସିବ , କେଉଁ ଜବରଦସ୍ତି କଥାରେ ମନେଇବାକୁ ଚେଷ୍ଟା କରିବେ , ଏମିତି କରିଲେ ଓଲଟା କ୍ଷତି ହୋଇପାରେ , ଚାକିରି ପେଶା କରୁଥିବା ଲୋକଙ୍କୁ ଅଧିକାରୀଙ୍କର ସାହାଯ୍ୟ ମିଳିପାରିବ ନାହିଁ ।

୬)କନ୍ୟା ରାଶି : ଚାକିରି କରୁଥିବା ଲୋକଙ୍କୁ ବୋନସ୍ ମିଳିପାରେ,  ଆପଣଙ୍କ କିଛି ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ , ଯାହାରକାରଣରୁ ସାମାଜିକ ଲୋକପ୍ରିୟତା ବୃଦ୍ଧି ହେବ , କାରୋବାରରେ ବଡ ଲାଭ ହୋଇପାରେ,  ସନ୍ତାନ ପକ୍ଷ ଆଜି ଖୁସି ଖବର ଦେବେ , ଲଭ୍ ଲାଇଫ୍ ରେ ଚିନ୍ତା ରହିପାରେ,  ଅପୋଜିଟ୍ ଜେଣ୍ତରରେ ଖର୍ଚ୍ଚ ଅଧିକା ହେବ , କସମେଟିକ୍ କାରୋବାର କରୁଥିଲେ,  ତାହା ପାଇଁ ଦିନ ଭଲ ରହିବ , ଆର୍ଥିକ ରୁପରେ ଲାଭ ହେବ ।

kanya

୭)ତୁଳା ରାଶି : ଆଜି ଖର୍ଚ୍ଚ ବଢିବାର ଯୋଗ ଅଛି , ଆପଣଙ୍କ ଘରରେ କେଉଁ ଧାର୍ମିକ କାର୍ଯ୍ୟର ଆୟୋଜନ ହୋଇପାରେ,  ଯାହା ଦ୍ୱାରା ଘରେ ହର୍ଷ ଓ ଉଲ୍ଲାସର ବାତାବରଣ ରହିବ , ଆପଣଙ୍କ ଘର ନିର୍ମାଣରେ ଅଥବା କିଛି ନବିକରଣ କରିବାପାଇଁ ଅତ୍ୟାଧିକ ଧନ ଖର୍ଚ୍ଚ କରିବେ , ମନରେ ଉଥଲ ପୁଥଲ ହୋଇପାରେ,  ନ ଚାହିଁଲେ ବି ଅଧିକା ଖର୍ଚ୍ଚ ହୋଇପାରେ , ଆଜି ଆପଣଙ୍କ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ , ରାଜନୈତିଜ୍ଞ ଙ୍କ ପାଈଁ ଆଜିର ଦିନ ଭାଗ୍ୟବୃଦ୍ଧି କାରକ ଅଟେ ।

 

୮)ବିଛା ରାଶି : ଆଜି ଆପଣଙ୍କ ମନ ଚଞ୍ଚଳ ହେବା କାରଣରୁ ଚିଚାର ଶୀଘ୍ର ପରିବର୍ତ୍ତନ ଆଣିବେ  ଆପଣଙ୍କ ଜୀବନସାଥୀ ଓ ଛୁଆଙ୍କୁ ବହୁତ ସ୍ନେହି ଓ ପ୍ରେମ କରିବାବାଲା ହେବେ , ପରିବାରରେ କିଛି ଶୁଭ ସମାରୋହ ହୋଇପାରେ,  ମହତ୍ତ୍ୱପୂର୍ଣ୍ଣ ମାମଲା ବନ୍ଧୁଙ୍କ ସହ କଥାବାର୍ତ୍ତା କରିବେ , ଯାହାର ପୁରା ଫାଈଦା ମିଳିବ , ଆଜି ଆପଣଙ୍କ ଜରୁରି କାମ ଆଳସ୍ୟ କାରଣରୁ ଅଧୁରା ହୋଇପାରେ , ଯିଏ ବିଦ୍ୟାର୍ଥି ବିଦେଶରେ ଶିକ୍ଷା ଗ୍ରହଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଦିନ ଭଲ ଅଛି ।

୯)ଧନୁ ରାଶି : ଏକେଲା ଲୋକ ପସନ୍ଦର ସାଥୀ ଖୋଜିବେ , ନିଜ ଯୋଗ୍ୟତାକୁ ପ୍ରମାଣିତ କରିବାପାଇଁ ବଢିଆ ଅବସର ସୁଚାରୁ ରୁପେ ଲାଭ ଉଠାଇବେ , ଆପଣଙ୍କ ସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ,  ପ୍ରେମର ମାମଲାରେ ଚିନ୍ତା କରିବା ଭଲ ହେବ ନାହିଁ , ପଇସାକୁ ନେଇକରି ପାର୍ଟନର ସହ ଭୁଲ୍ ବୁଝାମଣା ହୋଇପାରେ,  ବ୍ୟବସାୟର ନୁଆ ଅବସର ମିଳିବ , ଛାତ୍ର ଶିକ୍ଷାରେ ଉନ୍ନତି କରିବେ , ବହୁତ ମାମଲାରେ ବହୁତ ବ୍ୟବହାରିକ ରହିବେ ।

dhanu

୧୦)ମକର ରାଶି : ଧନ ଲାଭ ହେବାର ସମ୍ଭାବନା ଆସୁଛି , ଆପଣଙ୍କ ଯୋଗ୍ୟତା କୁ ପ୍ରମାଣିତ କରିବାପାଇଁ ଭଲ ସମୟ ଅଛି , ଆପଣଙ୍କ ସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ , ସମୟ ବହୁତ ମୁଲ୍ୟବାନ ଅଛି , ବିଦ୍ୟାର୍ଥୀ ବର୍ଗ ନିଜ ସମୟର ସଠିକ୍ ସଦୁପଯୋଗ କରିବାକୁ ଚେଷ୍ଟା କରିବେ , ପରିବାର କିମ୍ବା ସଂମ୍ପର୍କୀୟଙ୍କ କାରଣରୁ ମୁଡ୍ ଅଫ୍ ହୋଇପାରେ , ବାହାନ ସାବଧନତା ପୁର୍ବକ ଚଲାନ୍ତୁ , ଚାକିରି କରୁଥିବା ଲୋକ ପରିଶ୍ରମର ଅଧିକା ଫାଈଦା ହେବ ।

୧୧) କୁମ୍ଭ ରାଶି : ଆଜି ଆପଣଙ୍କ ଅଟକିଥିବା କାମ ପ୍ରାପ୍ତି ହୋଇପାରେ , ପରିବାର ସଦସ୍ୟଙ୍କ ସହ ଛୋଟ ଯାତ୍ରାରେ ଭ୍ରମଣ କରିପାରିବେ । ଆପଣଙ୍କ ଦ୍ୱାରା କରାଯାଇଥିବା ସବୁ କାର୍ଯ୍ୟ ସଫଲ ହେବ , କେଉଁ ପୁରୁଣା ବନ୍ଧୁ ଦେଖା ହୋଇପାରେ , ନୁଆ ନିବେଶରେ ଭଲ ଦିନ ନୁହେଁ  ଭାବନାତ୍ମକ ଓ ଦୁର୍ବଳତ ଖାଲିପଣ ଅନୁଭବ କରିବେ  କାମରେ ନୁଆପଣ ଆସିବ , ଆଜି ଛୁଆଙ୍କ ସହ କେଉଁ କାମରେ ଯାତ୍ରା ସୁଖଦ ହୋଇପାରେ ।

୧୨)ମୀନ ରାଶି : ଆଜି ପରିବାର ଲୋକଙ୍କ ସହ ଅଧିକା ସମୟ ଅତିବାହିତ କରିବେ  ପରିବାରରେ ମାନ ସମ୍ମାନ ବଢିବ,  ଭାଇ ଭଉଣୀଙ୍କ ଓ ବଡଙ୍କ ସହ ସଂବନ୍ଧ ସୋହାର୍ଦପୁର୍ଣ୍ଣ ଓ ପ୍ରେମପୁର୍ଣ୍ଣ ରହିବ,  ଖରାପ ସ୍ଥାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି , ଆଜି ଆପଣଙ୍କ ଏକା ସାଙ୍ଗେ କାମ କରିବାକୁ ଚେଷ୍ଟା କରିବେ , ଚିନ୍ତା ବି କାରଣ ହୋଇପାରେ , ଧନର ଆଗମନ ସଂମ୍ଭାବନା ରହିବ , ଆପଣଙ୍କ ଅଧୁରା କାମ ପୁରା ହେବ , ଏହି ରାଶିର ଲୋକେ ଯଦି ଅବିବାହିତ ଅଛନ୍ତି , ତେବେ ବିବାହ କରିବାର୍ ପ୍ରସ୍ତାବ ମିଳିପାରେ ।

Leave a Reply

Your email address will not be published. Required fields are marked *