ନିଜର ଚୁଟି ଭଲ ଭାବରେ ବଢ଼େଇବାର କିଛି ଉପାୟ।

HEALTH

ଆପଣଙ୍କ ଚୁଟି ଆପଣଙ୍କ ସୌନ୍ଦର୍ଯ୍ୟ ଉପରେ ବହୁତ ନିର୍ଭର କରେ। ତେବେ ଆପଣ ଜାଣନ୍ତି କି ଆମ ଶରୀର ସୁନ୍ଦର ଲାଗିବା ପାଇଁ ତଥା ଆମ ମୁହଁ ସୁନ୍ଦର ଲାଗିବା ପାଇଁ ଆମ ଚୁଟିର କିକି ଭୂମିକା ଥାଏ। ଏହା ଭଲ ରହିଲେ କେହି ବି ଅଧିକ ସୁନ୍ଦର ଆଉ ସୁଶୀଳ ଲାଗିଥାଏ। ଆଉ ଏହାର ବୃଦ୍ଧି ପାଇ ନଡ଼ିଆ ତେଲର ଆବଶ୍ୟକତା ଅନେକ ଅଛି। ତେବେ ଆଜି ଆମେ କିଛି ଉପାୟ କହିବାକୁ ଯାଉଛୁ ଯାହା କି ଆପଣଙ୍କ ଚୁଟିର ବୃଦ୍ଧି ପାଇ ବହୁତ ଦରକାରୀ ଅଟେ। ତେବେ ଏହାକୁ କିଭଳି ଆଉ କେଉଁପ୍ରକାରେ ଆମେ ବ୍ୟବହାର କରିପାରିବା ତାହା ମଧ୍ୟ ଆମକୁ ଜଣା ଅଟେ।

ତେବେ ଆଜି ଆମେ ଆପଣଙ୍କ ପାଖରେ କିଛି ଏଭଳି ଉପାୟ କହିବାକୁ ଯାଉଛୁ ଯାହାଦ୍ୱାରା କି ଆପଣ କେବଳ କିଛି ଉପାୟ ବ୍ୟବହାର କରି ହି ନିଜର ଚୁଟିକୁ ବୃଦ୍ଧି କରିପାରିବେ ଆଉ ଏହା ସମ୍ପୂର୍ଣ ରୂପେ ଆପଣଙ୍କ ପାଇଁ ପ୍ରାକୃତିକ ଅଟେ। କାରଣ ଏହାଦ୍ୱାରା ଆପଣଙ୍କୁ ଆଉ କିଛି ବି ଖର୍ଚ କରିବାକୁ ପଡିବ ନାହିଁ।
ତେବେ ଆମେ ଆମ ମା ତଥା ଜେଜେମା ମାନଙ୍କର ପୁରାତନ ଫୋଟୋ ଦେଖୁ ଯାହା ଭିତରେ କି ସେମାନଙ୍କର ଏତେ ଲମ୍ବା ଚୁଟି ଥାଏ ଯାହା କି ସେମାନଙ୍କ ଅଣ୍ଟା ତଳକୁ ପଡ଼ିଯାଏ।

long hair 1

ତେବେ ଆଜିର ଦୁନିଆରେ ଏହା ବହୁତ ଆଶ୍ଚର୍ଯ୍ୟକର ଲାଗେ ଆଉ ତାହା ବାସ୍ତବିକ ଲାଗେ ନାହିଁ। ମାତ୍ର ଏହା ବାସ୍ତବିକ ଅଟେ କାରଣ ସେମାନଙ୍କର ଖାଦ୍ୟ ପେୟର ରୁଟିନ ସେଭଳି ଥିଲା ଆଉ ସେମାନେ ସେହି ପ୍ରକାରର ଜିନିଷ ବ୍ୟବହାର କରୁଥିଲେ ଯାହା କି ତାଙ୍କର ଚୁଟି ବୃଦ୍ଧି କରିବାରେ ସହାୟକ ଥିଲା। ମାତ୍ର ଆଜିର ବ୍ୟସ୍ତବହୁଲ ଜୀବନ ଶୈଳୀ ଭିତରେ ଆମେ ଭୁଲି ହି ଯାଇଛୁ କି ଆମ ଚୁଟି ଆଉ ଆମ ଚର୍ମର କିଛି କେୟାର କରିବା ଦରକାର ବୋଲି। ତେବେ ଆଜି ଆମେ ଆପଣଙ୍କ ପାଖରେ କିଛି ଉପାୟ କହିବାକୁ ଯାଉଛୁ।

long hair
ତେବେ ପ୍ରଥମ ଟିପ ଯାହା ଦରକାର ତାହା ହେଉଛି କି ଆପଣ ଶାମ୍ପୁ ପ୍ରତିଦିନ ବ୍ୟବହାର କରନ୍ତୁ ନାହିଁ କାରଣ ଏହା ଆପଣଙ୍କ ଚୁଟିର ମୂଳ ମାନଙ୍କୁ ବହୁତ ଦୁର୍ବଳ କରିଥାଏ। ଆପଣ ସପ୍ତାହରେ ତିନି ଦିନ ଛୁଟିରେ ଶାମ୍ପୁ ଲଗାନ୍ତୁ। ପ୍ରଥମ ପ୍ରାକୃତିକ ପ୍ରଣାଳୀ ଯାହା ଆମେ ବ୍ୟବହାର କରିଥାଉ

ତାହା ହେଉଛି ପିଆଜ ରସ। ଆପଣ ପିଆଜ ଆଣି ତାହାକୁ ଭଲ ଭାବରେ କାଟି ଦିଅନ୍ତୁ ଆଉ ତାହାକୁ ଆପଣ କିଛି ଉଷୁମ ପାଣିରେ ପକାନ୍ତୁ। ଭଲ ଭାବରେ ଫୁଟାଇ ଦିଅନ୍ତୁ ଆଉ ତାହାକୁ ଛାଣି ଦିଅନ୍ତୁ। ଛାଣିବା ପରେ ଆପଣ ତାହାକୁ ନିଜର ଚୁଟିରେ ସପ୍ତାହକୁ ଦୁଇଦିନ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ଚୁଟି ବହୁତ ଉନ୍ନତ ଆଉ ଚିକ୍କଣ ରହିଥାଏ।

Leave a Reply

Your email address will not be published. Required fields are marked *