slim

ପେଟର ଚର୍ବି କମ କରିବାର ଉପାୟ।

HEALTH

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ। ତେବେ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ଦେବାଦ୍ୱାରା ଆପଣଙ୍କ ଶରୀର ବହୁତ ଉନ୍ନତ ରହିଥାଏ। ତେବେ ଆପଣ ଏକ ଉନ୍ନତ ଶରୀର ରଖିବା ପାଇଁ ଆପଣଙ୍କ ଖାଦ୍ୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ। ଆଉ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ସେତେବେଳେ ଦେବେ ଯେତେବେଳେ ଆପଣ ଭଲ ଖାଦ୍ୟସାର ବିଶିଷ୍ଟ ଜିନିଷ ଖାଇବା ଆରମ୍ଭ କରିବେ।

ଆପଣଙ୍କ ଶରୀରର ଚର୍ବି ଆପଣଙ୍କ ଶରୀର ପାଇଁ ବହୁତ କିଛି ଖରାପ ପ୍ରଭାବ ପକାଇଥାଏ। ଏହି ଚର୍ବି ରହିବା ଦ୍ୱାରା ଆପଣ ଅସୁନ୍ଦର ଲାଗନ୍ତି ସତ ଆଉ ତାହା ସହ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହା କୁପ୍ରଭାଵ ମଧ୍ୟ ପକାଇଥାଏ। କଣ ଆପଣ ଜାଣନ୍ତି କି ଆପଣଙ୍କ ଚତୁର୍ପାଶ୍ୱରେ ଏପରି ଅନେକ ଜିନିଷ ମିଳେ ଯାହା ଭିତରେ କି ଏପରି ସ୍ବାସ୍ଥ୍ୟକର ଜିନିଷ ଥାଏ ଆମକୁ ଜଣା ହି ନଥାଏ। ତେବେ ଆସନ୍ତୁ ଆମେ ଆଜି କିଛି ଏଭଳି ଉପାୟ ମାନଙ୍କ ବାବଦରେ ଜାଣିବା ଯାହାଦ୍ୱାରା କି ଆପଣ ଆପଣଙ୍କ ପେଟର ଚର୍ବି ବହୁତ କମ ସମୟ ଭିତରେ ଆଉ କମ ଚେଷ୍ଟାରେ କମେଇ ପାରିବେ। ଚାଲନ୍ତୁ ଆରମ୍ଭ କରିବା।

belly
ତେବେ ଆପଣଙ୍କ ପେଟରେ ଥିବା ଚର୍ବି ଆପଣଙ୍କ ଖାଦ୍ୟରେ ବଦଳ କରିବା ଦ୍ୱାରା ହି କମ ହେଇପାରେ। ଆପଣ ଆପଣଙ୍କ ଖାଦ୍ୟରେ ବଦଳ ସେତେବେଳେ କରିବେ ଯେତେବେଳେ କି ଆପଣ ନିଜର ପେଟର ଯତ୍ନ ନେଇପାରିବେ। ତେବେ ଆପଣ ନିଜ ପେଟର ଯତ୍ନ କିଛି ପାନୀୟ ଦ୍ୱାରା ନେଇ ପାରିବେ। ଏହି ପାନୀୟ ମାନଙ୍କ ଭିତରେ ଲେମ୍ବୁ ଆଉ ମହୁ ପାଣି ବହୁତ ଭଲ ଅଟେ।

belly 1
ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ବାସ ଏକ ଫାଳ ଲେମ୍ବୁ ଦରକାର ଆଉ ତାହା ସହିତ ଏକ ଚାମଚ ମହୁ ଦରକାର। ଆପଣ ଏକ ଗ୍ଲାସ ଉଷୁମ ପାଣି ଆଣନ୍ତୁ ଆଉ ତାହା ଭିତରେ ଏକ ଫାଳ ଲେମ୍ବୁ ଚିପୁଡି ଦିଅନ୍ତୁ। ଏହାପରେ ଆପଣ ସେଥିରେ ଏକ ଚାମଚ ମହୁ ମିଶାନ୍ତୁ ଆଉ ଭଲ ଭାବରେ ଗୋଳାଇ ଦିଅନ୍ତୁ।ଏହାପରେ ଗୋଟେ କି ଦୁଇଟି ଲେମ୍ବୁ ଚୋପା ପକାନ୍ତୁ। ଆପଣଙ୍କ ପାନୀୟ ପ୍ରସ୍ତୁତ ହେଇଯିବ। ଏହାକୁ ଆପଣ ପ୍ରତିଦିନ ସକାଳୁ ଭୋଜନ କରିବା ଆଗରୁ ପିଇବା ଦ୍ୱାରା ଏହା ଆପଣଙ୍କ ପେଟର ସବୁ ଚର୍ବି ଜଳାଇ ବାହାର କରିଥାଏ ଆଉ ଆପଣଙ୍କ ପେଟର ଚର୍ବି କମ କରିଥାଏ।

ଆପଣ ମହୁ ନ ମିଶାଇ ଯଦି ଖାଲି ଲେମ୍ବୁ ବ୍ୟବହାର କରିବେ ତାହେଲେ ସେହି ଲେମ୍ବୁ ଆପଣଙ୍କ ଓଜନ କମ କରିବାରେ ସହାୟକ ହେଇଥାଏ। ଏହା ବହୁତ ଭଲ ଭାବରେ ଆପଣଙ୍କ ଓଜନ କମ କରିଥାଏ। ଦୁଇଟି ଲେମ୍ବୁ ଚୋପା ମଧ୍ୟ ପକାନ୍ତୁ। ଏହା ଆପଣଙ୍କ ସ୍ୱାଦରେ ସହାୟକ ହେଇଥାଏ।

Leave a Reply

Your email address will not be published. Required fields are marked *